Videos
|
Odisha

ସ୍ବାମୀ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

Rashmita Mishra
Browse all articles by Rashmita Mishra
·1 year ago
ସ୍ବାମୀ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

Key Points

ସାବିତ୍ରୀରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ
୨ ବର୍ଷ ତଳେ ମନ୍ଦିରରେ ଦୁହେଁ ବିବାହ କରିଥିଲେ
ପରେ ସ୍ତ୍ରୀକୁ ଛାଡି ଅନ୍ୟତ୍ର ବିବାହ କରିଥିଲା ସ୍ୱାମୀ
ସ୍ବାମୀ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

ସାବିତ୍ରୀରେ ସତ୍ୟବାନଙ୍କ ଘର ଆଗରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ। ୨ ବର୍ଷ ତଳେ ମନ୍ଦିରରେ ଦୁହେଁ ବିବାହ କରିଥିଲେ। ପରେ ସ୍ତ୍ରୀକୁ ଛାଡି ଅନ୍ୟ ଜାଗାରେ ବିବାହ କରିଥିଲା ସ୍ୱାମୀ । ଏହା ଜାଣିବା ପରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛି ସ୍ତ୍ରୀ। ଏୟାର ପୋର୍ଟ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ଘଟଣାର ଛାନ ବିନ ଆରମ୍ଭ କରିଛି ପୋଲିସ । ଯଦି ସ୍ୱାମୀ ଘରକୁ ନ ନିଅନ୍ତି ତେବେ ପୁଣିଥରେ ଆତ୍ମହତ୍ୟା କରିବାକୁ ଚେତାବନି ଦେଇଛନ୍ତି ସ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
woman-attempts-suicide-by-pouring-petrol-on-herself-in-front-of-husbands-house | Argus News