Videos
|
Odisha

ବୋମା ଫୁଟି ମହିଳା ମୃତ, ଶିଶୁ ଗୁରୁତର

Smruti Parija
Browse all articles by Smruti Parija
·1 year ago
ବୋମା ଫୁଟି ମହିଳା ମୃତ, ଶିଶୁ ଗୁରୁତର

Key Points

ଘରେ ବୋମା ଫୁଟି ମହିଳା ମୃତ

ଘର ସଫା ସମୟରେ ଫୁଟିଲା ବୋମା

ବୋମା ଫୁଟି ମହିଳା ମୃତ ଶିଶୁ ଗୁରୁତର

ବୋମ ଫୁଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଶିଶୁ ଓ ମହିଳା ଗୁରୁତର ହୋଇଛନ୍ତି । ଘର ସଫା ସମୟରେ ବୋମା ଫୁଟି ଥିବା ସୂଚନା ମିଳିଛି । ମୃତକ ହେଲେ ଲିଲି (ଡାକନାମ) ବେଗମ୍ ଏବଂ ତାଙ୍କ ବୟସ 27 ବୋଲି ସୂଚନା ରହିଛି । ଗୁରୁତରଙ୍କୁ ବୋଲଗଡ଼ ମେଡିକାଲରେ ଚିକିତ୍ସା କରାଯାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବମ୍ କେଉଁଠୁ ଆସିଲା, କ'ଣ ପାଇଁ ରଖାଯାଇଥିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳକୁ ପୋଲିସ କାହାରିକୁ ଛାଡ଼ୁ ନାହିଁ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲେ ତଦନ୍ତ କରାଯିବ । ଘଟଣାସ୍ଥଳରେ ମୃତ ମହିଳାର ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: