World Diabetes Day / ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ
·10 months ago·2 min read

Key Points
ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
ଆଜି ବିଶ୍ଵ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୯୧ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ମଧୁମେହ ଟାଇପ ୨ ମୁଖ୍ୟତଃ ଏକ ପ୍ରତିରୋଧଯୋଗ୍ୟ ଏବଂ ଚିକିତ୍ସାଯୋଗ୍ୟ ଅଣସଂକ୍ରାମକ ରୋଗ ଯାହା ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ମଧୁମେହ ଟାଇପ ୧କୁ ପ୍ରତିରୋଧ କରାଯାଇପାରିବ ନାହିଁ କିନ୍ତୁ ଏହା ପରିଚାଳିତ ହୋଇପାରିବ । ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ ଦ୍ୱାରା ପ୍ରତ୍ୟେକ ବର୍ଷ ବିଶ୍ୱ ମଧୁମେହ ଦିବସରେ, ମଧୁମେହ ସମ୍ବନ୍ଧୀୟ ଏକ ନିର୍ଦ୍ଧିଷ୍ଟ ବିଷୟ ଉପରେ ଧ୍ୟାନ ଆକର୍ଷଣ କରାଯାଇଥାଏ ।
ବିଶ୍ୱ ମଧୁମେହ ଦିବସ ଇନସୁଲିନର ସହ-ଆବିଷ୍କାରକ ସାର ଫ୍ରେଡ୍ରିକ ବାଣ୍ଟିଂଙ୍କ ଜନ୍ମଦିନରେ ପାଳନ କରାଯାଏ । ଫ୍ରେଡ୍ରିକ ୧୮୯୧ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଚାର୍ଲସ ବେଷ୍ଟ ଓ ଜନ ଜେମ୍ସ ରିକାର୍ଡ଼ ମାକଲିଓଡ଼ଙ୍କ ସହ ମିଶି ୧୯୨୨ ମସିହାରେ ଇନସୁଲିନର ଆବିଷ୍କାର କରିଥିଲେ । ସମଗ୍ର ବିଶ୍ୱର ମଧୁମେହର ବ୍ୟାପକ ପ୍ରସାରକୁ ଲକ୍ଷ୍ୟ କରି ୧୯୯୧ ମସିହାରେ ପ୍ରଥମେ ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ‘ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଥିଲା ।
୨୦୧୬ ମସିହା ସୁଦ୍ଧା ବିଶ୍ୱର ୧୬୦ଟି ଦେଶରେ ଥିବା ୨୩୦ରୁ ଅଧିକ ଆଇଡିଏଫ ସଦସ୍ୟ ସଙ୍ଗଠନ ତଥା ଅନ୍ୟାନ୍ୟ ସଂଗଠନ, କମ୍ପାନୀ, ସ୍ୱାସ୍ଥ୍ୟ ସେବାରେ ଥିବା ବ୍ୟକ୍ତି, ରାଜନେତା, ସେଲିବ୍ରିଟି ଏବଂ ମଧୁମେହରେ ପୀଡ଼ିତ ଲୋକ ଏବଂ ସେମାନଙ୍କ ପରିବାର ଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ଯୋଗୁଁ ଅନେକ ରୋଗ ଦେଖାଦେଉଛି । ମଧୁମେହ ଏକ ଜୀବନଶୈଳୀ ପରିବର୍ତ୍ତ ଜନିତ ରୋଗ ଯାହା ଦେଶ ଏବଂ ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ସେତେବେଳେ ଘଟେ ଯେତେବେଳେ ଶରୀରରେ ଇନସୁଲିନ୍ କମ୍ ହୋଇଯାଏ । ଏହା ଯୋଗୁଁ ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବାକୁ ଲାଗେ। ଯେତେବେଳେ ରକ୍ତ ଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଏହା ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ପହଞ୍ଚାଏ। ତେଣୁ ରକ୍ତ ଶର୍କରା ସ୍ତରକୁ ପ୍ରଭାବଶାଳୀ ଭାବରେ ବଜାୟ ରଖିବା ପାଇଁ ଆପଣଙ୍କୁ ଆପଣଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାକୁ ପଡିବ। ବ୍ୟାୟାମ ଏବଂ ଭଲ ଖାଦ୍ୟ ବ୍ୟତୀତ, ରକ୍ତ ଶର୍କରା ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ପ୍ରତିଦିନ ସକାଳେ ଖାଲି ପେଟରେ ଏହି ପାନୀୟଗୁଡ଼ିକର କିଛି ପିଇବା ଉଚିତ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବ।
Related Topics
Explore more stories