Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା ; ମୂଲ୍ୟ ୭୦ଲକ୍ଷ

Smruti Parija
Browse all articles by Smruti Parija
·2 years ago
ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା ; ମୂଲ୍ୟ ୭୦ଲକ୍ଷ

ପୁରୀ:  ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା । ଯାହାର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ । ତେବେ ଶ୍ରୀମନ୍ଦିର ହୁଣ୍ଡିରୁ ଏକକାଳୀନ ଏତେ ସୁନା ମିଳିବା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା । ତେବେ ଏତେ ସୁନା କେଉଁ ଭକ୍ତ ଦେଲା ତାହାକୁ ନେଇ କୌତୁହଳ ସୃଷ୍ଟି ହୋଇଛି । ସେପଟେ ଶ୍ରୀମନ୍ଦିର ହୁଣ୍ଡିରୁ ଏମିତି ଅନେକ ଥର ଏତେ ପରିମାଣରେ ଟଙ୍କା , ସୁନା ଗହଣା ମିଳେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
worth-of-70-lakh-rupees-gold-found-in-puri-temple-hundi | Argus News