YB ଖୁରାନିଆ ହୋଇପାରନ୍ତି ପରବର୍ତ୍ତୀ DG
·1 year ago

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ YB ଖୁରାନିଆ । YB ଖୁରାନିଆ ହୋଇପାରନ୍ତି ପରବର୍ତ୍ତୀ DG । YB ଖୁରାନିଆଙ୍କ ନାଁ ନେଇ ଦିଲ୍ଲୀରେ ଚର୍ଚ୍ଚା । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡ଼ର IPS ଅଫିସର । ଏହା ପୂର୍ବରୁ BSF ଡିଜି ଭାବେ କାର୍ଯ୍ୟ କରିଛନ୍ତି ଖୁରାନିଆ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: