Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆପଡ଼ା ଯିବେ ୱାଇ.ବି ଖୁରାନିଆ, ପୋଲିସ ମୁଖ୍ୟାଳୟରେ ମାଓ ସ୍ଥିତିର କରିବେ ସମୀକ୍ଷା

Odisha

ନୂଆପଡ଼ା ଯିବେ ୱାଇ.ବି ଖୁରାନିଆ, ପୋଲିସ ମୁଖ୍ୟାଳୟରେ ମାଓ ସ୍ଥିତିର କରିବେ ସମୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନୂଆପଡ଼ା ଯିବେ ୱାଇ.ବି ଖୁରାନିଆ, ପୋଲିସ ମୁଖ୍ୟାଳୟରେ ମାଓ ସ୍ଥିତିର  କରିବେ ସମୀକ୍ଷା

ଅର୍ଗସ ବ୍ୟୁରୋ:   ଆଜି ନୂଆପଡ଼ା ଗସ୍ତରେ ଯିବେ ପୋଲିସ ଡିଜି ୱାଇ.ବି ଖୁରାନିଆ । ପୋଲିସ ମୁଖ୍ୟାଳୟରେ ମାଓ ସ୍ଥିତିର କରିବେ ସମୀକ୍ଷା । ଓଡ଼ିଶା ଏବଂ ଛତିଶଗଡ଼ ମିଳିତ ମାଓ ଅପରେସନରେ ମିଳିଛି ବଡ଼ ସଫଳତା । ନୂଆପଡ଼ା ଜିଲ୍ଲାର 3ଟି ଟିମ୍ ମାଓ ଅପରେସନରେ ସାମିଲ ହୋଇ କରିଛନ୍ତି ମାଓ ନିପାତ । ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । କେନ୍ଦ୍ର ସରକାରଙ୍କ ମାଓ ଦମନର ସ୍ପଷ୍ଟ ଆଭିମୁଖ୍ୟ ପରେ ମାଓ ଶିବିର ଏବେ ଭାଙ୍ଗିବାକୁ ଯାଉଛି । ନୂଆପଡ଼ା ଛତିଶଗଡ଼ ସୀମାନ୍ତରେ ଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଛି ଜୋରଦାର୍ ଅପରେସନ । ଦୁଇ ମାସରେ ନିପାତ ହେଲେଣି 35 ମାଓବାଦୀ । 


ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମିଳିତ ଅପରେସନ୍ ଜୋରଦାର । ଏବେ ବି ଚାଲିଛି ଗୁଳି ବିନିମୟ । DRG, STF ଓ କୋବ୍ରା ଯବାନଙ୍କ ଚାଲିଛି ମିଳିତ ଅପରେସନ । କୁଲହାଡ଼ି ଘାଟ ଅଞ୍ଚଳର ଭାଲୁ ଡିଗି ଅଞ୍ଚଳରେ ଚାଲିଛି ଅପରେସନ୍ । ଓଡ଼ିଶା ଏବଂ ଛତିଶଗଡ଼ ମିଳିତ ମାଓ ଅପରେସନରେ ମିଳିଛି ବଡ଼ ସଫଳତା । ବହୁ ଅସ୍ତ୍ର ଶସ୍ତ୍ର ଜବତ କରିଛି ପୋଲିସ । ନୂଆପଡ଼ା ଜିଲ୍ଲାର 3ଟି ଟିମ୍ ମାଓ ଅପରେସନରେ ସାମିଲ ହୋଇ କରିଛନ୍ତି ମାଓ ନିପାତ । କେନ୍ଦ୍ର ସରକାରଙ୍କ ମାଓ ଦମନର ସ୍ପଷ୍ଟ ଆଭିମୁଖ୍ୟ ପରେ ମାଓ ଶିବିର ଏବେ ଭାଙ୍ଗିବାକୁ ଯାଉଛି । ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଛି ଜୋରଦାର୍ ଅପରେସନ । ଦୁଇ ମାସରେ ନିପାତ ହେଲେଣି 35 ମାଓବାଦୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Y.B. Khurania to visit Nuapada, | Argus News