Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ

Smruti Parija
Browse all articles by Smruti Parija
·1 year ago
ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ । ସୁବର୍ଣ୍ଣରେଖାରେ ଗାଧୋଇବାକୁ ଯାଇ ଜଣେ ନିଖୋଜ ହୋଇଥିବା ସୂଚନା ରହିଛି । ଜଳେଶ୍ବର ବ୍ଲକ ଗଡ଼ସାହି ବାଲିଆପାଳ ଗାଁର ଯୁବକ ନିଖୋଜ ହୋଇଥିବା ଜଣାପଡିଛି । ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
young man missing-in-subarnarekha | Argus News