Videos
|
Odisha

ନିଆଁରେ ପୋଡ଼ିଯାଇଥିବା ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ନିଆଁରେ ପୋଡ଼ିଯାଇଥିବା ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ମୃତ୍ୟୁ

Key Points

ଗତକାଲି ବାଲିପାଟଣାରେ ପେଟ୍ରୋଲରେ ଯୁବକ ଜଳିଯାଇଥିବା ଘଟଣା । ଆଜି ଭୋର ୪ଟା ବେଳେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି।

ଗତକାଲି ବାଲିପାଟଣାରେ ପେଟ୍ରୋଲରେ ଯୁବକ ଜଳିଯାଇଥିବା ଘଟଣା । ଆଜି ଭୋର ୪ଟା ବେଳେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଶରୀରର ପ୍ରାୟ ୧୦୦ ପ୍ରତିଶତ ନିଆଁରେ ପୋଡିଯାଇଥିଲା।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୀଡ଼ିତଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ସେ ଦୁଇଟି ବିବାହ କରିଥିବା ବେଳେ ପ୍ରଥମ ସ୍ତ୍ରୀ ମରିଯାଇଥିବଲା। ମୃତ ଯୁବକ ହେଉଛନ୍ତି ପ୍ରଥମ ସ୍ତ୍ରୀଙ୍କ ପୁଅ । ଦ୍ୱିତୀୟ ସ୍ତ୍ରୀର ପୁଅ ନାଆଁରେ ବାପା ସବୁ ସମ୍ପତ୍ତି କରିଥିବାରୁ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିଲା। ଘଟଣାରେ ମୃତକଙ୍କ ବାପା, ସାବତ ମା' ଓ ଭାଇଙ୍କୁ ପୋଲିସର ପଚରାଉଚରା ଜାରି ରହିଛି।