|
logo
Live

Argus News - ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ

Odisha

ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ

Smruti Parija
Browse all articles by Smruti Parija
·1 year ago
ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ

ମୟୂରଭଞ୍ଜ:  ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ । ନଦୀରେ ଭାସି ଯାଉଥିଲେ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଉଦଳା କଇଁସାରି ଜାମୁଘାଟ ପୋଲ ନିକଟରେ । ଲଗାଣ ବର୍ଷା କାରଣରୁ ଦେଓ ନଦୀର ଜାମୁଘାଟ ପୋଲ ବୁଡି ଯାଇଥିଲା । ପୋଲ ଉପରେ ଯାଉଥିବା ସମୟରେ ନଦୀ ସ୍ରୋତରେ ଯୁବକ ଜଣକ ଭାସି ଯାଇଥିଲେ । ଯୁବକ ବୁଡି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଯୁବକଙ୍କ ପରିଚୟ ମିଳିପାରି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ | Argus News