Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବ ପ୍ରତିଭା ସମ୍ମାନ-2025, ୧୦ ଫେବୃଆରୀରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ନୋମିନେସନ ପ୍ରକ୍ରିୟା

Banajyotshna Ray
Browse all articles by Banajyotshna Ray
·1 year ago
ଯୁବ ପ୍ରତିଭା ସମ୍ମାନ-2025, ୧୦ ଫେବୃଆରୀରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ନୋମିନେସନ ପ୍ରକ୍ରିୟା

ଭୁବନେଶ୍ୱର:  ଅର୍ଗସ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଯୁବ ପ୍ରତିଭା ସମ୍ମାନ-2025 । ଏଗ୍ରିକଲଚର ବା କୃଷି, ଏଜୁକେସନ ବା ଶିକ୍ଷା , ଏଣ୍ଟରଟେନମେଣ୍ଟ ବା ମନୋରଞ୍ଜନ, ଏନଭାଇରନମେଣ୍ଟ ବା ପରିବେଶ, ଗଭର୍ଣ୍ଣାନ୍ସ ଏବଂ ସୋସିଆଲ ଲିଡରସିପ, ହେଲଥ ବା ଶିକ୍ଷା, ଇନୋଭେସନ ଏବଂ ଏଣ୍ଟରପ୍ରେନ୍ୟୁରସିପ, ଲାଙ୍ଗୁଏଜ ଲିଟ୍ରେଚର ଏବଂ ଟ୍ରାଡିସନ, ଓ୍ବିମେନ ଏମପାଓ୍ବାରମେଣ୍ଟ ବା ମହିଳା ସଶକ୍ତିକରଣ , ସ୍ପୋର୍ଟସ ବା କ୍ରୀଡ଼ା କ୍ଷେତ୍ରରେ ଦକ୍ଷ ଯୁବ ପ୍ରତିଭାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ନୋମିନେସନ ପ୍ରକ୍ରିୟା । ଏହି ନୋମିନେସନ ପ୍ରକ୍ରିୟା ୧୦ ଫେବୃଆରୀରୁ ମାର୍ଚ୍ଚ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଂଶଗ୍ରହଣ କରିବା ପାଇଁ ଭିଜିଟ କରନ୍ତୁ yuvaprativasammana.argusnews.in ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yuva Prabhupada awards-2025, Nomination process from February 10 to March 5 | Argus News