|
logo
Live

Argus News - ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର

Politics

ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର

Key Points

ଦଳକୁ ଫେରିବେ ବହିଷ୍କୃତ କଂଗ୍ରେସ ନେତା । ଦଳରୁ ବହିଷ୍କାର କିମ୍ବା ନୀଲମ୍ବନ ହୋଇଥିବା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇବାକୁ ନୂଆ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ହୋଇଥିବା ନିଲମ୍ବନ ଓ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । କଂଗ୍ରେସକୁ ଫେରିବାକୁ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି । ଦଳକୁ ଫେରିଲେ ସମ୍ମାନ ର ସହ ସ୍ୱାଗତ କରାଯିବ ବୋଲି ଦେଇଛନ୍ତି ପ୍ରତିଶୃତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର | Argus News