Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଓଡ଼ିଆ ନେତାଙ୍କୁ ଗୁରୁ ଦାୟିତ୍ୱ: କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଉତ୍ତର ପୂର୍ବାଞ୍ଚଳ ୪ ରାଜ୍ୟର ପ୍ରଭାରୀ ଦାୟିତ୍ୱ

Ritu Das
Browse all articles by Ritu Das
·1 year ago
ଓଡ଼ିଆ ନେତାଙ୍କୁ ଗୁରୁ ଦାୟିତ୍ୱ: କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଉତ୍ତର ପୂର୍ବାଞ୍ଚଳ ୪ ରାଜ୍ୟର ପ୍ରଭାରୀ ଦାୟିତ୍ୱ

Key Points

ଓଡ଼ିଆ ନେତାଙ୍କୁ ବଡ଼ ଦାୟିତ୍ବ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କୁ ବଡ଼ ଦାୟିତ୍ବ ଦେଇଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ବା ଏଆଇସିସି। ଉତ୍ତର ପୂର୍ବାଞ୍ଚଳର ୪ଟି ରାଜ୍ୟର ପ୍ରଭାରୀ ଭାବେ ଗୁରୁ ଦାୟିତ୍ବ ମିଳିଛି ସପ୍ତଗିରି ଉଲାକାଙ୍କୁ।

 ଓଡ଼ିଆ ନେତାଙ୍କୁ ବଡ଼ ଦାୟିତ୍ବ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କୁ ବଡ଼ ଦାୟିତ୍ବ ଦେଇଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ବା ଏଆଇସିସି। ଉତ୍ତର ପୂର୍ବାଞ୍ଚଳର ୪ଟି ରାଜ୍ୟର ପ୍ରଭାରୀ ଭାବେ ଗୁରୁ ଦାୟିତ୍ବ ମିଳିଛି ସପ୍ତଗିରି ଉଲାକାଙ୍କୁ। ମଣିପୁର, ନାଗାଲାଣ୍ଡ, ସିକିମ୍ ଓ ତ୍ରିପୁରା ଏହି ୪ଟି ରାଜ୍ୟର ପ୍ରଭାରୀ ଭାବେ ସାଂସଦ ସପ୍ତଗିରି ଉଲାକାଙ୍କୁ ଦାୟିତ୍ବ ଦେଇଛି ଏଆଇସିସି। ସେହିପରି ଅଜୟ କୁମାର ଲାଲୁଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Governor Biswabhushan Harichandan falls ill, admitted to hospital | Argus News