Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ବିଜୁ ଛାତ୍ର ଜନତା ଦଳର ସଭାପତି ଘୋଷଣା କଲା ବିଜେଡି

Smruti Parija
Browse all articles by Smruti Parija
·10 months ago
ବିଜୁ ଛାତ୍ର ଜନତା ଦଳର ସଭାପତି ଘୋଷଣା କଲା ବିଜେଡି

Key Points

ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳ ସଭାପତି

ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ

ଯୁବ ଓ ଛାତ୍ର ସଂଗଠନର ଆଉ ୪ ଲେଖାଏଁ ବରିଷ୍ଠଙ୍କୁ ସହ ସମ୍ପାଦକ ଦାୟିତ୍ବ

ବିଜୁ ଛାତ୍ର ଜନତା ଦଳର ସଭାପତି ଘୋଷଣା କଲା ବିଜେଡି । ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳ (BYJD) ସଭାପତି ଭାବେ ନିଯୁକ୍ତ ହୋଇଥିବାବେଳେ ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ନିଯୁକ୍ତି ପ୍ରଦାନ କରିଛନ୍ତି । ଯୁବ ଓ ଛାତ୍ର ସଂଗଠନର ଆଉ ୪ ଲେଖାଏଁ ବରିଷ୍ଠଙ୍କୁ ସହ ସମ୍ପାଦକ ଦାୟିତ୍ବ ଦିଆଯାଇଛି ।


ଯୁବ- ବ୍ୟୋମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି, ସଞ୍ଜିତ ମହାନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛାତ୍ର- ଦେବେଶ ଆଚାର୍ଯ୍ୟ, ଦେବୀରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ, ସୌଭିକ ବିଶ୍ବାଳ

Sponsored
bjd-announces-biju-students-janata-dal-president-argus-news | Argus News