Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକରା; କ'ଣ ଖୋଲା ? କ'ଣ ବନ୍ଦ ? ଦେଖନ୍ତୁ...

Smruti Parija
Browse all articles by Smruti Parija
·12 months ago·1 min read
ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକରା; କ'ଣ ଖୋଲା ? କ'ଣ ବନ୍ଦ ? ଦେଖନ୍ତୁ...

Key Points

ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକରା

କ'ଣ ଖୋଲା ? କ'ଣ ବନ୍ଦ ?

ସାରା ରାଜ୍ୟରେ 12 ଘଣ୍ଟା ପେଟ୍ରୋଲ ପମ୍ପ ବନ୍ଦ ରହିବ

ଆସନ୍ତାକାଲି ସାରା ରାଜ୍ୟରେ 12 ଘଣ୍ଟା ପେଟ୍ରୋଲ ପମ୍ପ ବନ୍ଦ ରହିବ । ସୁରକ୍ଷା ଦୃଷ୍ଟିରୁ ସକାଳ 6 ରୁ ବନ୍ଦ ହେବ ସନ୍ଧ୍ୟା 6 ପରେ ଖୋଲିବ । ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ । ନୀତିଗତ ଭାବରେ ନିଷ୍ପତ୍ତି ନେଇଛି ଆସୋସିଏସନ । ବ୍ୟବସାୟ ରେ 100 କୋଟିରୁ ଉର୍ଦ୍ଧ୍ୱ କ୍ଷତି ହେବ । 3 ଟି ଡିପୋ ସହ ରାଜ୍ୟରେ ଥିବା 3 ହଜାରରୁ ଉର୍ଦ୍ଧ୍ୱ ପେଟ୍ରୋଲ ପମ୍ପ ବନ୍ଦ ରହିବ ।


ଆସନ୍ତାକାଲି ଅଖ ଚକ ବନ୍ଦ କରିବ କଂଗ୍ରେସ। ଗାଡ଼ି ମୋଟର ଚଳାଚଳ ବନ୍ଦ ରହିାରେ । ସେହିପରି ସ୍କୁଲ୍ କଲେଜ୍, ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିପାରେ । ବନ୍ଦ ପାଳନ ବେଳେ ସ୍ବାସ୍ଥ୍ୟସେବାକୁ ବାଦ ଦିଆଯିବ । ମେଡିକାଲ୍, ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ସେବା ଜାରି ରହିବ। ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
congress-shutdown-call-tomorrow-know-what-is-open-what-is-close | Argus News