Videos
|
Politics

ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ'ରେ ସାମିଲ୍ ହେଲେ ଜିତୁ ମିତ୍ର

Smruti Parija
Browse all articles by Smruti Parija
·2 years ago
ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ'ରେ ସାମିଲ୍ ହେଲେ ଜିତୁ ମିତ୍ର

ଭୁବନେଶ୍ୱର: ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ'ରେ ସାମିଲ୍ ହେଲେ ଜିତୁ ମିତ୍ର । ବିଜେପିରେ ମିଶୁ ମିଶୁ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲିରେ ମିଶିଲେ ଜିତୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
jitu-mitra-joins-bjp | Argus News