Videos
|
Politics

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଜାଲ ପକେଇଲେ କୈବର୍ତ୍ତ ସମାଜ

Ritu Das
Browse all articles by Ritu Das
·2 years ago
ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଜାଲ ପକେଇଲେ କୈବର୍ତ୍ତ ସମାଜ

ଅର୍ଗସ ବ୍ୟୁରୋ: ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଜାଲ ପକେଇଲେ କୈବର୍ତ୍ତ। ପଶ୍ଚିମ ଓଡିଶାର ହୋଲି ପର୍ବରେ ସମସ୍ତଙ୍କର ମଙ୍ଗଳ ମନାସି ପ୍ରତ୍ୟେକ ଲୋକଙ୍କ ଉପରେ ଜାଲ ପକାଇଥାନ୍ତି କୈବର୍ତ୍ତ ସମାଜ।  ପଶ୍ଚିମ ଓଡିଶାର ଏହି ପରମ୍ପରା ସହ ଯୋଡି ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 

ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର : ବାଣ ଫୁଟାଇ ସେଲିବ୍ରେସନ୍‌ କଲେ ଲୋକେ

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ମା' ସମଲେଇ ମନ୍ଦିର ସାମ୍ନାରେ ଜାଲ ପକାଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମଙ୍ଗଳ କାମନା କରିଛନ୍ତି। ପବିତ୍ର ହୋଲି ରଙ୍ଗ ଖେଳର ଏହି ପର୍ବରେ ଜାଲ ପକାଇବା ପରମ୍ପରା ଦ୍ଵାରା କଳା ଯାଦୁ, ଅନିଷ୍ଟ, ଦୁଃଖ ଦୂର ହୁଏ ବୋଲି ପଶ୍ଚିମ ଓଡିଶାର ଲୋକ ମାନଙ୍କର ବିଶ୍ବାସ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Kebert Samaj | Argus News