Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଗଢବାରେ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବେ  ମୋଦି

Sangram Tripathy
Browse all articles by Sangram Tripathy
·1 year ago
ଗଢବାରେ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବେ  ମୋଦି

ଅର୍ଗସ ବ୍ୟୁରୋ: ରବିବାର ବିଜେପିର ସଂକଳ୍ପ ପତ୍ର ଜାରି ହୋଇଥିବାବେଳେ ଆଜି ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରା ମୋଦି। ଗଢବାରେ ମୋଦି ବିଶାଳ ରାଲି କରିବାକୁ ଯାଉଛନ୍ତି। ପିଏମଙ୍କ ରାଲିକୁ ଦୃଷ୍ଟିରେ ରଖି ଦଳୟ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏସପିଜି ଟିମ୍ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସଭା ସ୍ଥଳରେ ସୁରକ୍ଷା ଅନୁଧ୍ୟାନ କରାଯାଇଛି। ପ୍ରଧାନମନ୍ତ୍ରାଙ୍କ ଗସ୍ତକୁ ନେଇ ଝାଡ଼ଖଣ୍ଡ ବିଜେପି ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored