Videos
|
Politics

ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ

Rashmita Mishra
Browse all articles by Rashmita Mishra
·1 year ago
ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ

Key Points

ବର୍ଣ୍ଣଓ୍ବାଡ୍ ସାମ୍ନାକୁ ନିଷିଦ୍ଧାଞ୍ଚଳ ଘୋଷଣା
BNS ୧୬୩ରେ ବେଆଇନ ଘୋଷଣା କଲା କମିସନରେଟ୍ ପୋଲିସ
ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ
ଆନ୍ଦୋଳନ ଯୋଗୁଁ ରୋଗୀ, ସମ୍ପର୍କୀୟ, ଡାକ୍ତରୀ ଟିମକୁ ଅସୁବିଧା ହେଉଥିଲା
ବିରୋଧୀମାନେ ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରୁଛନ୍ତି

ରାଜନୀତି ପାଇଁ ଭୁଲିଗଲେ ମାନବିକତା। ଏମ୍ସ ପରିସରରେ ନାରାବାଜି ଯୋଗୁଁ ରୋଗୀ -ସମ୍ପର୍କୀୟ ହଟହଟା। ରୋଗୀଙ୍କ ଚିକିତ୍ସା କରିବାରେ ଡାକ୍ତରଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବାଧ୍ୟ ହୋଇ ଆନ୍ଦୋଳନକାରୀଙ୍କୁ ଜବରଦସ୍ତ ଉଠାଇନେଲା ପୋଲିସ । ଏମ୍ସ ପରିସରରେ ଲାଗିଛି ବିଏନଏସ ଧାରା ୧୬୩। ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି AIIMSର ବର୍ଣ୍ଣ ୱାର୍ଡ଼ । ସେପଟେ ବିରୋଧୀମାନେ ରାଜନୈତିକ ରୁଟି ସେକିବାକୁ ଏଭଳି ଉଦ୍ୟମ କରୁଥିବା ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
police-picked-up-the-protestors | Argus News