Parineeti Chopra / କିଏ ଅଧିକ ଧନୀ ? କାହା ପାଖରେ ଅଛି ଅଧିକ କାର୍ ରାଘବ ନା ପରିଣୀତି...
·5 months ago·3 min read

Key Points
କିଏ ଅଧିକ ଧନୀ ?
କାହା ପାଖରେ ଅଧିକ ଦାମୀ କାର୍?
ରାଘବ ଚଢ଼ା ନା ପରିଣୀତି ଚୋପ୍ରା?
କାହା ପାଖରେ ଅଧିକ ଦାମୀ କାର୍?
ରାଘବ ଚଢ଼ା ନା ପରିଣୀତି ଚୋପ୍ରା?
ରାଘବ ଚଢାଙ୍କୁ ରାଜ୍ୟସଭାରେ ଦଳର ଉପନେତା ପଦରୁ ହଟାଇ ଦେଇଛି ଆମ୍ ଆଦମୀ ପାର୍ଟି । ଏହା ପରେ ଦଳ ଏବଂ ଅନେକ ନେତା ଚଢାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଆଉ ଏବେ ରାଘବ ବହୁ ଚର୍ଚ୍ଚିତ ଫିଲ୍ମ 'ଧୁରନ୍ଧର'ର ଏକ ସଂକାଳ୍ପ 'ଘାୟଲ୍ ହୁଁ, ଇସଲିୟେ ଘାତକ ହୁଁ' ସହିତ ଆମ୍ ଆଦମୀ ପାର୍ଟିର ଅଭିଯୋଗର ଜବାବ ଦେଇଛନ୍ତି । ଆପ ରାଜ୍ୟସଭା ଉପ-ନେତା ପଦବୀରୁ ହଟାଯିବା ପରେ ବର୍ତ୍ତମାନ ରାଘବ ଚଡା ଖୁବ ଚର୍ଚ୍ଚାରେ ରହିଛନ୍ତି । ସେପଟେ ରାଘବ ଚଢ଼ା ଏବଂ ପରିଣିତି ଚୋପ୍ରା ଦେଶର ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । ରାଘବ ଚଡା ଜଣେ ରାଜନୈତିଜ୍ଞ ଥିବାବେଳେ ଅନ୍ୟପଟେ ପରିଣିତି ଚୋପ୍ରା ବଲିଉଡର ଜଣେ ଆଗ ଧାଡିର ଅଭିନେତ୍ରୀ ଅଟନ୍ତି । ଉଭୟଙ୍କ ପ୍ରୋଫେସନାଲ ଲାଇଫ, ଆୟ, ଲାଇଫଷ୍ଟାଇଲ ଏବଂ ଏଜୁକେସନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଆଗ୍ରହ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପରିଣିତି ଏବଂ ରାଘବ କାର କଲେକ୍ସନ ମଧ୍ୟରେ କେତେ ପାର୍ଥକ୍ୟ ରହିଛି ? ।
ରାଘବ ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର କରାଯାଉଛି । ରାଘବ କହିଛନ୍ତି ଯେ ପ୍ରଥମେ ସେ ଭାବିଥିଲେ ଯେ ତାଙ୍କୁ ଏହାର ଉତ୍ତର ଦେବା ଉଚିତ୍ ନୁହେଁ । କିନ୍ତୁ ପରେ ସେ ଅନୁଭବ କଲେ ଯେ ଯଦି ଏକ ମିଥ୍ୟାକୁ ଶହେ ଥର ଦୋହରାଇ ଦିଆଯାଏ, ତେବେ କିଛି ଲୋକ ଏହାକୁ ସତ୍ୟ ବୋଲି ବିଶ୍ୱାସ କରିପାରନ୍ତି, ତେଣୁ ସେ ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲେ ।
ପରିଣିତିଙ୍କ କାର କଲେକ୍ସନ ଅତ୍ୟନ୍ତ ବିଳାସପୂର୍ଣ୍ଣ ଥିବାବେଳେ ତାଙ୍କ ପାଖରେ ଜାଗୁଆର, ଅଡି ଏବଂ ରେଂଜ ରୋଭର ଭଳି ବିଳାସପୂର୍ଣ୍ଣ କାର ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ ସେ ଏକ ଛୋଟ Maruti Dzire ଗାଡି ଚଢନ୍ତି । ସବୁଠାରୁ ଖାସ୍ କଥା ହେଉଛି, ଏହା ଭାରତର ପ୍ରଥମ ସବ୍-କମ୍ପାକ୍ଟ ସେଡାନ କାର୍ ଯେଉଁଥିରେ ସିଙ୍ଗଲ୍-ପ୍ୟାନ୍ ସନରୁଫ୍ ମିଳୁଛି। ଚମତ୍କାର ଡିଜାଇନ୍ ଏବଂ ୫-ଷ୍ଟାର୍ ସେଫ୍ଟି ସହିତ ଏହି ଗାଡ଼ି ନିଜ ସେଗମେଣ୍ଟରେ Honda Amaze ଏବଂ Tata Tigor ଭଳି କାର୍କୁ କଡ଼ା ଟକ୍କର ଦେଉଛି।
“Maruti Dzire ର ବେସ୍ ମଡେଲର ଦିଲ୍ଲୀରେ ଏକ୍ସ-ସୋରୁମ୍ ମୂଲ୍ୟ ୬.୨୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଯଦି ଅନ୍-ରୋଡ୍ ମୂଲ୍ୟ ବିଷୟରେ କହିବା, ତେବେ ଏହି ଗାଡ଼ି ଆପଣଙ୍କୁ ୭.୨୬ ଲକ୍ଷ ଟଙ୍କାରେ ମିଳିଯିବ। ସେହିପରି ଏହାର ଟପ୍ ଭେରିଏଣ୍ଟର ଏକ୍ସ-ସୋରୁମ୍ ମୂଲ୍ୟ ୯.୩୧ ଲକ୍ଷ ଏବଂ ଅନ୍-ରୋଡ୍ ମୂଲ୍ୟ ୧୦.୬୪ ଲକ୍ଷ ଟଙ୍କା ଅଟେ।ପରିଣିତିଙ୍କୁ ପ୍ରାୟ ଜାଗୁଆର ଗାଡିରେ ହିଁ ଦେଖିବାକୁ ମିଳେ । ଏହା ତାଙ୍କର ସବୁଠାରୁ ବିଳାସପୂର୍ଣ୍ଣ ଗାଡି ଅଟେ । ଯଦି ରାଘବ ଚଡାଙ୍କ ଗାଡି କଲେକ୍ସନ କଥା କହିବା ତେବେ ତାଙ୍କର ଗାଡି କଲେକ୍ସନ ଅତି ସାଧାରଣ ଅଟେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: 'ଘାୟଲ ହୁଁ...ଇସଲିଏ ଘାତକ ହୁଁ', ଧୁରନ୍ଧର ଷ୍ଟାଇଲରେ AAP କୁ ଜବାବ ଦେଲେ ରାଘବ
Maruti Dzire ଭାରତୀୟ ବଜାରର ଏକ ଲୋକପ୍ରିୟ ସେଡାନ କାର୍ ଭାବେ ଜଣାଶୁଣା। ଏହି ଗାଡ଼ି ଏହାର ଭଲ ମାଇଲେଜ୍ ପାଇଁ ପରିଚିତ। ଏହାର ମାନୁଆଲ୍ ଭର୍ସନ ଲିଟର ପିଛା ୨୪.୭୯ କିଲୋମିଟର ମାଇଲେଜ୍ ଦେଉଥିବା ବେଳେ ଅଟୋମ୍ୟାଟିକ୍ ଭର୍ସନ ୨୫.୭୧ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ। ଏହାର CNG ଭର୍ସନ ବିଷୟରେ କହିବାକୁ ଗଲେ, ଏହା କିଲୋଗ୍ରାମ ପିଛା ୩୦ କିଲୋମିଟରରୁ ଅଧିକ ମାଇଲେଜ୍ ପ୍ରଦାନ କରିଥାଏ।
ଏହା ସହିତ Maruti Dzire CNG ଭେରିଏଣ୍ଟ ଅପ୍ସନରେ ମଧ୍ୟ ଉପଲବ୍ଧ, ଯାହା ଏହି କାର୍କୁ ଆହୁରି ଅଧିକ ଶସ୍ତା ଏବଂ ସୁଲଭ କରିଥାଏ। ମାରୁତି ଡିଜାୟରର ଫିଚର୍ସ ବିଷୟରେ କହିବାକୁ ଗଲେ, ଏଥିରେ ୯-ଇଞ୍ଚର ଟଚ୍ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ୱାୟରଲେସ୍ ଫୋନ୍ ଚାର୍ଜର ଏବଂ କ୍ରୁଜ୍ କଣ୍ଟ୍ରୋଲ୍ ଭଳି ପ୍ରିମିୟମ୍ ସୁବିଧା ଦିଆଯାଇଛି। Maruti Dzire ରେ ୧.୨ ଲିଟରର ୩-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ମିଳିଥାଏ, ଯାହା ୮୧.୫୮ bhp ପାୱାର ଏବଂ ୧୧୧.୭ Nm ଟର୍କ ଜେନେରେଟ୍ କରିଥାଏ।”
ଅଧିକ ପଢ଼ନ୍ତୁ ରାଜନୀତି ଖବର:

Related Topics
Explore more stories