ଓଡିଶା ପୋଲିସର ସତର୍କତା; ଭିଡକୁ ନଜରରେ ରଖି ଯୋଜନା କରନ୍ତୁ

Key Points
ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭବ ଭିଡ଼
ସତର୍କ କଲା ଓଡିଶା ପୋଲିସ
ଭିଡ ଦେଖି ପୁରୀ ଆସିବାକୁ ଯୋଜନା କରନ୍ତୁ
ସୁନାବେଶ ପାଇଁ ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭବ ଭିଡ଼ । ‘ଏକ୍ସ’ ଜରିଆରେ ଏନେଇ ସୂଚନା ଦେଲା ଓଡ଼ିଶା ପୋଲିସ । ଶ୍ରଦ୍ଧାଳୁଙ୍କ ଭିଡ଼ ପାଇଁ ସୁନାବେଶ ଦର୍ଶନ ବିଳମ୍ବିତ ହେଉଛି । ପରିସ୍ଥିତିକୁ ଦେଖି ଶ୍ରଦ୍ଧାଳୁ ଯାତ୍ରା ଯୋଜନା କରନ୍ତୁ ବୋଲି ଓଡିଶା ପୋଲିସ ପରାମର୍ଶ ଦେଇଛି ।
An extremely high inflow of vehicles is ongoing at Maltipatpur and Batagaon. Currently, the waiting time at Maltipatpur/Batgaon is more than 3 hours. Regular alerts are being issued via SMS and Social Media posts to devotees about the waiting time to assist them in planning their… pic.twitter.com/UJRPR0EgXF
— Odisha Police (@odisha_police) July 6, 2025
ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ପୁରୀକୁ ଆଗମନ ଯୋଗୁଁ ସହରରେ ଥିବା ସମସ୍ତ ପାର୍କିଂ ସ୍ଥାନଗୁଡ଼ିକ ଭର୍ତ୍ତି ହୋଇସାରିଛି । ବାଟଗାଁ/ମାଳତୀପାଟପୁରରେ ଅପେକ୍ଷା ସମୟ 3 ଘଣ୍ଟାରୁ ଅଧିକ ହୋଇପାରେ । ଭକ୍ତମାନେ ଦୟା କରି ଏହି ସୂଚନାକୁ ଧ୍ୟାନରେ ରଖନ୍ତୁ ଏବଂ ନିଜର ଯୋଜନା ପ୍ରସ୍ତୁତ କରନ୍ତୁ ।
📱 Get Argus News App
✨ସୁନେବେଶ ଯାତ୍ରା ସତର୍କତା, ସନ୍ଧ୍ୟା 6ଟା।
— Odisha Police (@odisha_police) July 6, 2025
ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ପୁରୀକୁ ଆଗମନ ଯୋଗୁଁ ସହରରେ ଥିବା ସମସ୍ତ ପାର୍କିଂ ସ୍ଥାନଗୁଡ଼ିକ ଭର୍ତ୍ତି ହୋଇସାରିଛି। ବାଟଗାଁ/ମାଳତୀପାଟପୁରରେ ଅପେକ୍ଷା ସମୟ 3 ଘଣ୍ଟାରୁ ଅଧିକ ହୋଇପାରେ।
ଭକ୍ତମାନେ ଦୟା କରି ଏହି ସୂଚନାକୁ ଧ୍ୟାନରେ ରଖନ୍ତୁ ଏବଂ ନିଜର…
ସେପଟେ ମହଣ ମହଣ ସୁନାରେ ଝଲସୁଛନ୍ତି ମହାପ୍ରଭୁ । ସୁନା ବେସ ଦେଖିବାକୁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁ ଧାଇଁ ଆସିଛନ୍ତି ।