Videos
|
Ratha Yatra 2025

ବାହୁଡା ଯାତ୍ରା; ଦେଖନ୍ତୁ ଶ୍ରୀଜୀଉଙ୍କର ସୁନ୍ଦର ସୁନ୍ଦର ଫଟୋ

Smruti Parija
Browse all articles by Smruti Parija
·1 year ago
ବାହୁଡା ଯାତ୍ରା; ଦେଖନ୍ତୁ ଶ୍ରୀଜୀଉଙ୍କର ସୁନ୍ଦର ସୁନ୍ଦର ଫଟୋ

Key Points

ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡୁଛନ୍ତି ଶ୍ରୀଜୀଉ । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର , ତା' ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଧାଡି ପହଣ୍ଡିରେ ଆସି ରଥାରୂଢ ହୋଇଛନ୍ତି ।

ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି



ଘଣ୍ଟ ନାଦ, ଶଙ୍ଖ, ହରିବୋଲରେ ପ୍ରକମ୍ପିତ ଶରଧାବାଲି



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି

ଘଣ୍ଟ, ହୁଳହୁଳିରେ କମ୍ପୁଛି ଶରଧାବାଲି

କେଡେ ସୁନ୍ଦର ଦିଶୁଛନ୍ତି ମା' ସୁଭଦ୍ରା

କେଡେ ସୁନ୍ଦର ଦିଶୁଛନ୍ତି ହଳଦୀମୁହିଁ

ବାହୁଡା ପାଇଁ ଶରଧା ବାଲିରେ ଖଚାଖଚ ଭିଡ

ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡୁଛନ୍ତି ଶ୍ରୀଜୀଉ


bahuda-jatra-photos- | Argus News