Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

Rath Yatra / ସୁନା ପ୍ରିୟ ସେ କାଳିଆ ସୁନା...ଖାଏ ସୁନା ଥାଳିରେ,ସ୍ନାନ କରେ ସୁନାକୂଅର ଜଳରେ

Smruti Parija
Browse all articles by Smruti Parija
·1 year ago·1 min read
ସୁନା ପ୍ରିୟ ସେ କାଳିଆ ସୁନା...ଖାଏ ସୁନା ଥାଳିରେ,ସ୍ନାନ କରେ ସୁନାକୂଅର ଜଳରେ
Sana Yatra

Key Points

ସୁନା ପ୍ରିୟ କାଳିଆ || ଯେମିତି ସୁନାବେଶରେ ସଜ ହୁଏ || ସେମିତି ସୁନା ଥାଳିରେ ଖାଏ || ଆଉ ସୁନା କୂଅର ଜଳରେ ପ୍ରତ୍ୟକ୍ଷ ସ୍ନାନ କରେ

ସୁନା ପ୍ରିୟ ସେ କାଳିଆ ସୁନା । ସୁନାର ହାତ, ସୁନାର ପୟର, ସୁନାର କୁଣ୍ଡଳ, ସୁନାର କିରିଟୀରେ ବେଶ ହେଇ ଭକ୍ତଙ୍କୁ ଯେମିତି ସୁନାବେଶରେ ଦର୍ଶନ ଦିଅନ୍ତି ଠିକ୍ ସେମିତି ସୁନାକୂଅର ପାଣିରେ ସ୍ନାନ କରନ୍ତି ମହାପ୍ରଭୁ ।

ଖାଲି ମଣିଷମାନଙ୍କୁ ସୁନା ଭଲ ଲାଗେନି । ଆମ କାଳିଆ ସାଆନ୍ତ ବି ଭାରି ସୁନା ପ୍ରିୟ । ଯେମିତି ସୁନାବେଶରେ ସଜ ହୁଏ, ସେମିତି ସୁନା ଥାଳିରେ ଖାଏ । ଆଉ ସୁନା କୂଅର ପାଣିରେ ହିଁ ପ୍ରତ୍ୟକ୍ଷ ସ୍ନାନ କରେ । ବର୍ଷକୁ ଥରେ ପ୍ରତ୍ୟକ୍ଷ ଭାବରେ ଥରୁଟେ ସ୍ନାନ କରୁଥିଲେ ହେଁ ସୁନାକୂଅର ପାଣିରେ ହିଁ ସ୍ନାନ କରନ୍ତି ଆମ ଶ୍ରୀଜୀଉ । କଣ ଭାବୁଛନ୍ତି ଏହି କୂଅଟି ସୁନାରେ ତିଆରି ନା ଆଉ କିଛି... ଦେଖନ୍ତୁ ଏହି ଭିଡିଓ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ସୁନା ପ୍ରିୟ ସେ କାଳିଆ ସୁନା...ଖାଏ ସୁନା ଥାଳିରେ,ସ୍ନାନ କରେ ସୁନାକୂଅର ଜଳରେ | Argus News