Videos
|
Ratha Yatra 2025

ବଡଦାଣ୍ଡରେ ବୋହୁଥିଲା ବିରାଟ ମାଳିନୀ ନଦୀ, ଡଙ୍ଗାରେ ବସି ଜନ୍ମବେଦୀକୁ ଯାତ୍ରା କରୁଥିଲେ ଶ୍ରୀଜୀଉ

Smruti Parija
Browse all articles by Smruti Parija
·1 year ago·1 min read
ବଡଦାଣ୍ଡରେ ବୋହୁଥିଲା ବିରାଟ ମାଳିନୀ ନଦୀ, ଡଙ୍ଗାରେ ବସି ଜନ୍ମବେଦୀକୁ ଯାତ୍ରା କରୁଥିଲେ ଶ୍ରୀଜୀଉ

Key Points

ଛଅ ରଥରେ ହେଉଥିଲା ରଥ ଯାତ୍ର

ବଡଦାଣ୍ଡରେ ବହୁଥିଲା ବିରାଟ ବଡ ନଦ

ଡଙ୍ଗାରେ ବସି ଜନ୍ମବେଦୀକୁ ଯାଉଥିଲେ ଶ୍ରୀଜୀଉ

ନବଦିନାତ୍ମକ ଯାତ୍ରାରେ ମାତ୍ର ଗୋଟିଏ ଦିନ ଗୁଣ୍ଡିଚା ଘରେ ରହୁଥିଲେ ମହାପ୍ରଭୁ

ଇତିହାସରେ ଏମିତି ହେଉଥିଲା ରଥଯାତ୍ରା

ବଡଦାଣ୍ଡରେ ଘୋର ଘର୍ଘର ନାଦରେ ରଥର ଗତି । ଶଥରଧାବାଲିରେ ରଥମାନଙ୍କର ରହଣି ।  ରଥରୁ ଗୁଣ୍ଡିଚା ମନ୍ଦିରକୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଗୋଟି ପହଣ୍ଡି । ବାହୁଡା ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିରରୁ ତିନି ରଥ ଧାଡି ପହଣ୍ଡିରେ ଆସିବାର ଦୃଶ୍ୟ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ।


ଦର୍ଶକ ବନ୍ଧୁ ଆପଣମାନେ ବଡ ଦାଣ୍ଡରେ ସୁରୁଖୁରୁରେ ଯେଉଁ ଭଳି ରଥ ଟାଣି ନେଉଛନ୍ତି । ଆଗରୁ ସେମିତି ସୁବିଧା ନଥିଲା । କି ତିନୋଟି ରଥ ମଧ୍ୟ ନଥିଲା । ବରଂ ଆଗରୁ ରଥଯାତ୍ରାରେ ଦେଖିବାକୁ ମିଳୁଥିଲା ଛଅଟି ରଥ । ବଡଦାଣ୍ଡରେ ବୋହୁଥିଲା ବିରାଟ ମାଳିନୀ ନଦୀ । ଡଙ୍ଗାରେ ବସି ଜନ୍ମବେଦୀକୁ ଯାତ୍ରା କରୁଥିଲେ ଶ୍ରୀଜୀଉ । ରଥଯାତ୍ରାକୁ ନେଇ ଇତିହାସ ପୃଷ୍ଠାରୁ କିଛି ଅଜଣା କଥା ଆଜିର ଭିଡିଓରେ ଜାଣିବା...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


there-was-a-malini-river-in-bada-danda-and-mahaprabhu-was-traveling-to-the-janmabhedi-through-boat | Argus News