ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବରୀ ଖଣ୍ଡ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି l
283 results found for "Baripada"

ବହୁଚର୍ଚ୍ଚିତ ବାରିପଦା ମଧୁବନ ଅଗ୍ନିକାଣ୍ଡକୁ ପୁରିଲା ୨୬ବର୍ଷ
ବହୁଚର୍ଚ୍ଚିତ ବାରିପଦା ମଧୁବନ ଅଗ୍ନିକାଣ୍ଡକୁ ପୁରିଲା ୨୬ବର୍ଷ । ଆଜିବି ମନେ ପଡିଲେ ଛାତି ଥରି ଉଠେ ଓ ହୃଦୟ କାନ୍ଦି ଉଠେ । ହଠାତ୍ ଏକ ଧାର୍ମିକ ସ୍ଥାନ କିଛି କ୍ଷଣ ମଧ୍ୟରେ ମହା ଶ୍ମଶାନରେ ପରିଣତ ହୋଇଗଲା । କୁଢ କୁଢ ଶବ ଗଦା ମଧ୍ୟର

ବିଜେପି ପକ୍ଷରୁ ବାରିପଦା ଏସପି ଅଫିସ ଘେରାଉ
ବିଜେପି ପକ୍ଷରୁ ବାରିପଦା ଏସପି ଅଫିସ ଘେରାଉ...।
#ArgusNews #baripada #BJP #SPOffice #protest

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଛି ଭଞ୍ଜସେନା ଦଳ
ବିପର୍ଯ୍ୟସ୍ତ ହୋଇପଡିଥିବା ଶିକ୍ଷା ବ୍ୟବସ୍ଥାର ତୁରନ୍ତ ସୁଧାର ଆଣିବାକୁ ଦାବି ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଜିଲ୍ଲାର ପ୍ରମୁଖ ଅଣରାଜନୈତିକ ସଂଗଠନ ଭଞ୍ଜସେନା ଦଳ।
#ArgusNews #educationsystem

ବାରିପଦା କୋର୍ଟ ପରିସରରୁ ଶାଳିଆପାତିନୀ ଉଦ୍ଧାର
ବାରିପଦା କୋର୍ଟ ପରିସରରୁ ଶାଳିଆପାତିନୀ ଉଦ୍ଧାର
#ArgusNews #Court #Baripada

ବଡସାହି ଗ୍ରାମ୍ୟ ସଡକ ଯୋଜନାରେ ଚାଲିଛି ମହା ଦୁର୍ନୀତି
#ବଡସାହି_ଗ୍ରାମ୍ୟ_ସଡକ_ଯୋଜନାରେ_ଚାଲିଛି_ମହା_ଦୁର୍ନୀତି
ଓଡିଶା ଗ୍ରାମ ବିଭାଜନ ବାରିପଦା ପକ୍ଷରୁ ବଡସାହି ନିର୍ବାଚନ ମଣ୍ଡଳୀର ବଡସାହି ଓ ବେତନଟୀ ଅଞ୍ଚଳରେ ହୋଇଥିବା ଗ୍ରାମ୍ୟ ସଡକ ଯୋଜନାରେ ଚାଲିଛି ମହା ଦୁର୍ନୀତି । ତେବେ ଯୁଆଡ

ରାସ୍ତା ପାଇଁ ଶ୍ରୀମା ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଆନ୍ଦୋଳନ
ବାରିପଦା ସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟ ର ରାସ୍ତା ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଓ ପୌରପାଳିକାକୁ ଭେଟି ଛାତ୍ରୀ ମାନେ ଦାବି ଜଣାଇଛନ୍ତି।
#ArgusNews #baripada #StudentProtest #RoadProblem

ବିଧାୟକ ସନାତନ ବିଜୁଳିଙ୍କ ଷ୍ଟେଜରେ ଭଜନ ପରିବେଷଣ !
ବିଧାୟକ ସନାତନ ବିଜୁଳିଙ୍କ ଷ୍ଟେଜରେ ଭଜନ ପରିବେଷଣ !
ମହାଶିବରାତ୍ରି ଓ ଜାଗର ପର୍ବ ଅବସରରେ ଭଜନ ଗାଇ ପ୍ରଶଂସା ସାଉଁଟିଲେ ବଡସାହି ବିଧାୟକ ସନାତନ ବିଜୁଳି ।
#ArgusNews #Mayurbhanja #baripada #MLA #SanatanaBijuli

ମାଘରୁ ଜଳିଲାଣି ଜଙ୍ଗଲ
#ମାଘରୁ_ଜଳିଲାଣି_ଜଙ୍ଗଲ
#ଦୁଇଦିନ_ମଧ୍ୟରେ_ରାଜ୍ୟର_୧୧_ବନଖଣ୍ଡରେ_ନିଆଁ
ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଏବେ ଯଦି ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ ତେବେ ଗ୍ରୀଷ୍ମରେ ଜଙ୍ଗଲ ନିଆଁ ଆୟତ୍ତ ହେବ କେମିତି , ତାକୁ ନେଇ ଉଠିଛ

ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥକାଠ ଅନୁକୁଳ
ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥକାଠ ଅନୁକୁଳ । ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଆଜି ରଥକାଠ ଅନୁକୁଳ କରାଯାଇଛି
#ArgusNews #baripada #RathaKatha #Ritual

ଗରିବଙ୍କ ହକ୍ ପାଇଁ ବିଜେପିର ହଲ୍ଲାବୋଲ
#ଗରିବଙ୍କ_ହକ୍_ପାଇଁ_ବିଜେପିର_ହଲ୍ଲାବୋଲ
#ରାଜ୍ୟ_ସାରା_୩୧୪_ବ୍ଲକ_ଘେରିଲା_ବିଜେପି
ଅଯୋଗ୍ୟ ତାଲିକା ବିବାଦ ଚରମ ସୀମାରେ । ରାଜ୍ୟ ସାରା ପୁଳା ପୁଳା ଅଭିଯୋଗ । ସେପଟେ ଏହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା । ଆବା

ଥମୁନି ଆବାସ କଳି
#ଥମୁନି_ଆବାସ_କଳି
ବାରିପଦାରେ ମଧ୍ୟ କେମିତି ରହିଛି ଆବାସ ଆବଣ୍ଟନ ହେବାର ଧାରଣା ଦେଇଛନ୍ତି ସେ ବିଷୟରେ ଜାଣିବା । ଆଜି ରାଜ୍ୟରେ ସମସ୍ତ ବ୍ଲକ ଘେରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବ ବିଜେପି ।
#ArgusNews #BJP

ରାଜ୍ୟ ରାଜନୀତିର ସେଣ୍ଟର ଷ୍ଟେଜରେ ଗୋମାତା
ରାଜ୍ୟ ରାଜନୀତିର ସେଣ୍ଟର ଷ୍ଟେଜରେ ଗୋମାତା । ମନ୍ଦିର ବିକାଶ ପରେ ଏବେ ଗୋ-ସୁରକ୍ଷା ଉପରେ ନବୀନ ସରକାରର ଫୋକସ୍ । ତେବେ କାହିଁକି ଅବେଳିଆ ଗୋ-ପ୍ରୀତି ପାଇଁ ମନ ବଳାଇଲେ ସରକାର ? ଅବାଧ ଗୋଚାଲାଣ ମଧ୍ୟରେ କାହିଁକି ଗୋଭକ୍ତ

ଅଟୋ-ପିକଅପ୍ ମୁହାଁମୁହିଁ: 3ମୃତ
ଅର୍ଗସ ବ୍ୟୁରୋ: ବାରିପଦା ସଦରଥାନା ଅନ୍ତର୍ଗତ ବାରିପଦା-ଦେଉଳି ରାସ୍ତାର ବାଙ୍କିଶୋଳ ଠାରେ ଅଟୋ ଓ ମାଲବୋଝେଇ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହେବାଫଳରେ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତ

ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ତୁଷାର
ମୟୂରଭଞ୍ଜ: ପୁଅ ମୋର ବଡ ହେବ । ଭଲ ପାଠ ପଢି ଚାକିରି କରିବ । ଆମ ଗରୀବି ଦୂର ହୋଇଯିବ । ହେଲେ କିଏ ଜାଣିଥିଲା ଏ ସବୁ ସ୍ୱପ୍ନ ନୂଆବର୍ଷରେ ଆଖିପିଛୁଳାକେ ଛାର ଖାର୍ ହୋଇଯିବ । ନୂଆବର୍ଷ କାହା ପାଇଁ ସୁଖ ସମୃଦ୍ଧି ଆଣିଦେଇଛି ତ କାହ

ନଦୀରେ ବୁଡ଼ି ବୃଦ୍ଧ ମୃତ
ଅର୍ଗସ ବ୍ୟୁରୋ: ବୁଢାବଳଙ୍ଗ ନଦୀରେ ବୁଡି ବୃଦ୍ଧ ମୃତ । ମୃତକ ବୃଦ୍ଧ ଜଣକ ହେଲେ ବାରିପଦା ସହର ୨୮ନମ୍ବର ଓ୍ବାର୍ଡ ଭୁଦାନସାହୀର ୮୦ବର୍ଷୀୟ ପୁର୍ଣ୍ଣଚନ୍ଦ୍ର ତୁଙ୍ଗ । ପୁର୍ଣ୍ଣଚନ୍ଦ୍ର ଦୁଇଦିନ ହେବ ନିଖୋଜ ହୋଇ ଯାଇ ଥିଲେ। ଅନେକ ଖୋଜା ଖୋଜ

ନବବର୍ଷରେ ଆଶିଷ ନେବାପାଇଁ ମନ୍ଦିର ପୀଠରେ ପ୍ରବଳ ଜନସମାଗମ
ଅର୍ଗସ ବ୍ୟୁରୋ: ବିଦାୟ ନେଇଛି ବର୍ଷ ୨୦୨୨ ଏବଂ କ୍ୟାଲେଣ୍ଡରେ ଯୋଡ଼ି ହୋଇଛି ଆଉ ଏକ ନୂଆ ମସିହା ୨୦୨୩। ସାଙ୍ଗରେ ନୂଆ ଆଶା ଉଦ୍ଦୀପନା ନେଇ ଆସିଛି ନୂଆ ବର୍ଷ। ବିଦାୟୀ ବର୍ଷର ଘାତ ପ୍ରତିଘାତକୁ ଭୁଲି ନୂଆବର୍ଷ ଧୁମଧାମରେ ପାଳନ କରାଯାଉଛି

MSME ମାଧ୍ୟମରେ ଜନଜାତି ଉଦ୍ୟୋଗୀଙ୍କୁ ଲାଭବାନ ହେବାକୁ ଦିଆଗଲା ଗୁରୁତ୍ବ
ଅର୍ଗସ ବ୍ୟୁରୋ: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ 'ଜାତୀୟ ଏସସି-ଏସଟି ହବ"(NSSH) କନକ୍ଲେଭର ଶୁଭ ଉଦଘାଟନ ହୋଇଛି।ସମ୍ମାନି

ଭୁବନେଶ୍ଵର ପରେ ବାରିପଦାରେ ଉଦଘାଟନ ହେଲା ଫାୟର ପାର୍କ
ଅର୍ଗସ ବ୍ୟୁରୋ : ଓଡ଼ିଶା ର ଦ୍ବିତୀୟ ଫାୟର ପାର୍କର ଲୋକାର୍ପଣ । ଭୁବନେଶ୍ଵର ପରେ ବାରିପଦାରେ ଶୁଭ ଉଦଘାଟନ କଲେ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ । ରାଜାରାଜୁଡ଼ା ସମୟରୁ ବ୍ୟବହୃତ ଅଗ୍ନିଶମ ବିଭାଗର କାର୍ଯ୍ୟଳୟକୁ ରୂପାନ୍ତର

ରାଧାମୋହନ ମନ୍ଦିରରେ ନିତ୍ୟାନୀ ଅନ୍ନ ଭୋଗ ବନ୍ଦ
ଅର୍ଗସ ବ୍ୟୁରୋ: ବାରିପଦା ସ୍ଥିତ ( ମାଉସୀ ମା ) ରାଧାମୋହନ ମନ୍ଦିରରେ ମହାପ୍ରଭୁଙ୍କ ଆଜି ଭୋଗ ନିତୀୟାନୀ ବନ୍ଦ ରହିଛି। ଦେବତ୍ୱର ବିଭାଗର ଉଦାସୀନତା ଯୋଗୁଁ ନିତୀୟାନୀରେ ଅସୁବିଧା ଲାଗିରହିଥିବା ବେଳେ ଆଜି ସକାଳ ପାଖର

ମଧ୍ୟରାତ୍ରୀରେ ନିଆଁଲାଗି ୪ଟି ଦୋକାନ ଭଷ୍ମୀଭତ
ଅର୍ଗସ ବ୍ୟୁରୋ : ବାରିପଦା ସହରର ହେଡ ପୋଷ୍ଟ ଅଫିସ ପାଖ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ମଧ୍ୟରାତ୍ରୀ ପ୍ରାୟ ୧.୩୦ ସମୟରେ ଭାୟଭୟ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ରେ ୪ ଗୋଟି ଦୋକାନ ଯଥା ୨ ଗୋଟି ବ୍ୟାଗ୍ ଦୋକାନ, ଗୋଟିଏ ଡ୍ରେସ୍ ଏବ

ବାରିପଦା ସହରରେ ଧଳାଜହର ଜବତ
ଅର୍ଗସ ବ୍ୟୁରୋ : ବାରିପଦା ସହରରେ ଧଳାଜହର ଜବତ । ସୂଚନା ମୁତାବକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାରିପଦା ଅବକାରୀ ବିଭାଗ ସହରର ଓ୍ବାର୍ଡ ନମ୍ବର ୨୦, ଶୂନଗଡ଼ିଆ ଅଞ୍ଚଳରେ ଚଢ଼ାଉ କରି ୨୬ ଗ୍ରାମ ବ୍ରାଉନସୁଗର ସହ ଜଣକୁ ଗୀରଫ କରିଛି । ଗିର

ପ୍ରେମୀଯୁଗଳଙ୍କୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ପରକୀୟା ପ୍ରୀତିର କରୁଣ ପରିଣତି। ମହଙ୍ଗା ପଡିଲା ବିବାହିତ ଯୁବକଙ୍କ ପରକ୍ରିୟା ପ୍ରୀତି। ଅସଞ୍ଜତ ଅବସ୍ଥାରେ ଯୁବକଙ୍କୁ ଅନ୍ୟ ଜଣେ ମହିଳା ସହ ଶ୍ବଶୁରଘର ଲୋକେ ଧରିଛନ୍ତି। ସର୍ବ ସମ୍ମୁଖରେ ଉଭୟଙ୍କୁ ମାଡ଼ ମାରିବା ସ

ଧଳା ଜହର କବଳରେ ବାରିପଦା ସହର, ୧୮୨ ଗ୍ରାମ୍ର ବ୍ରାଉନ ସୁଗାର ଜବତ
ବାରିପଦା : ଧଳା ଜହର କବଳରେ ବାରିପଦା ସହର। ସହରର ପେଣ୍ଠସ୍ଥଳୀ ଭିତରୁ ବ୍ୟାପକ ପରିମାଣର ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ବିଭାଗର ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍। ରାଜ୍ୟ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଖବର ପାଇ ଭୁବନେଶ୍ବରର

ବାରିପଦା ସହରୁ ବିପୁଳ ପରିମାଣର ହେରୋଇନ୍ ଜବତ
ଅର୍ଗସ ବ୍ୟୁରୋ : ଧଳା ଜହର କବଳରେ ବାରିପଦା ସହର । ସହର ର ପେଣ୍ଠସ୍ଥଳୀ ଭିତରୁ ବ୍ୟାପକ ପରିମାଣର ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ବିଭାଗର ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍ । ରାଜ୍ୟ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଖବର ପା