ଜେଲ ଗଲେ ଗୋପାଳ ଦାସ
2673 results found for "Bhadrak"

ଭଦ୍ରକ ଧାମନଗର ବ୍ଲକ ପ୍ରଧାନୀ ପଞ୍ଚାୟତରେ ଆବାସ ତାତି
ଭଦ୍ରକ ଧାମନଗର ବ୍ଲକ ପ୍ରଧାନୀ ପଞ୍ଚାୟତରେ ଆବାସ ତାତି । ପଞ୍ଚାୟତ ଅଫିସ୍ ଘେରାଉ ସହ ବିଡିଓଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।
#ArgusNews #Bhadrak #AwasYojana #scam #panchayatoffice #BDO

ବ୍ଲକ ଅଫିସ୍ ଘେରିଲେ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ
ଭଦ୍ରକ: ଆବାସ ପାଇଁ ତାତିଲେ ପଞ୍ଚାୟତବାସୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ପ୍ରଧାନୀ ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବାରୁ ପଞ୍ଚାୟତ ଅଫିସ୍ ଘେରାଉ କରିଛନ୍ତି । ଏହାସହ ହିତାଧିକାରୀ

ଆଗରପଡ଼ା ଅଞ୍ଚଳରେ ସକ୍ରିୟ ବାଲି ମାଫିଆ
#ଆଗରପଡ଼ା_ଅଞ୍ଚଳରେ_ସକ୍ରିୟ_ବାଲି_ମାଫିଆ
ବୃଦ୍ଧି ପାଉଛି ଚୋରା ଚାଲାଣ, ଚେଇଁ ଶୋଇଛି ରାଜସ୍ୱ ବିଭାଗ । ବାଲି, ମାଟି ଓ ଇଟା ଚୋରା ଚାଲାଣ ଉପରେ ଲାଗିପାରୁନି ରୋକ୍ । ସରକାରୀ ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ଅଭିଯୋଗ । ଜନଜୀବନକ

ଖାଇଗଲେ ଆବାସ ଯୋଜନାରେ NREGS ଟଙ୍କା
ଖାଇଗଲେ ଆବାସ ଯୋଜନାରେ NREGS ଟଙ୍କା । ଏକାଧିକ ହିତାଧିକାରୀଙ୍କ ହକର ଟଙ୍କା ହଡପ୍ । ସରକାରଙ୍କ ୱେବସାଇଟ ଖୋଲିଦେଲା ଦୁର୍ନୀତିର ଗୁମର ।
#ArgusNews #AwasScam #HousingScheme #Bhadrak #Basudevpur #Corruption

ମନ୍ତ୍ରୀ ସମୀର ଦାସ କହିଲେ ମଣ୍ଡି ଅଛି ସମସ୍ୟା ରହିବ
#ମନ୍ତ୍ରୀ_ସମୀର_ଦାସ_କହିଲେ_ମଣ୍ଡି_ଅଛି_ସମସ୍ୟା_ରହିବ
ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଅଭିଭାଷଣରେ କହିଛନ୍ତି ମଣ୍ଡି ଅଛି ସମସ୍ୟା ରହିବ। 100 କୁ 100 ଧାନ ଉତ୍ପାଦନ ହେଉଛି। ଆମ ଧାନ 3 ଗୁଣ ବଢ଼ି ଗଲାଣି କେହି କେବେ କିଣି ପାରିବେ ନାହି

Bhadrak Cultural Festival Bhadrayanee | ରିତୁରାଜ ମହାନ୍ତି ଗୀତରେ ଝୁମିଥିଲେ ଭଦ୍ରକ ଜିଲ୍ଲାର ଦର୍ଶକ
ରିତୁରାଜ ମହାନ୍ତି ଗୀତରେ ଝୁମିଥିଲେ ଭଦ୍ରକ ଜିଲ୍ଲାର ଦର୍ଶକ....।
#ArgusNews #RiturajMohanty #Bhadrak #CulturalFestival #Bhadrayanee2023

Bhadrak Cultural Festival Bhadrayanee | ଭଦ୍ରକରେ ସନ୍ଧ୍ୟାର ବିଭିନ୍ନ ଗୀତର ମଜା ଉଠଉଛନ୍ତି ଦର୍ଶକ
ଭଦ୍ରକରେ ସନ୍ଧ୍ୟାର ବିଭିନ୍ନ ଗୀତର ମଜା ଉଠଉଛନ୍ତି ଦର୍ଶକ ।
#ArgusNews #Bhadrak #CulturalFestival #Bhadrayanee2023

Bhadrak Cultural Festival Bhadrayanee | ସମ୍ବଲପୁରୀ ଗୀତିକାର ମଣ୍ଟୁ ଛୁରିଆ ଗୀତ ଗାଈ ଲୋକ ମାନଙ୍କ ମନ କିଣିଛନ୍ତି
ସମ୍ବଲପୁରୀ ଗୀତିକାର ମଣ୍ଟୁ ଛୁରିଆ ଗୀତ ଗାଈ ଲୋକ ମାନଙ୍କ ମନ କିଣିଛନ୍ତି
#ArgusNews #Bhadrak #CulturalFestival #Bhadrayanee2023

Bhadrak Cultural Festival Bhadrayanee | ଶିବ ତାଣ୍ଡବର କମ୍ପୁଛି ପୁରା ଭଦ୍ରକ
ଶିବ ତାଣ୍ଡବର କମ୍ପୁଛି ପୁରା ଭଦ୍ରକ ।
#ArgusNews #Bhadrak #CulturalFestival #Bhadrayanee2023

ମନ ମୋହୁଛି ଭଦ୍ରକ ଜିଲ୍ଲା ସାଂସ୍କୃତିକ ମହୋତ୍ସବ
ମନ ମୋହୁଛି ଭଦ୍ରକ ଜିଲ୍ଲା ସାଂସ୍କୃତିକ ମହୋତ୍ସବ
#ArgusNews #Mahostav #Bhadrak

ଶିକ୍ଷକ ବଦଳି ନ କରିବା ପାଇଁ ସ୍କୁଲ ଗେଟ ଆଗରେ ଛାତ୍ର ଓ ଛାତ୍ରୀ ମାନଙ୍କ ଧାରଣା
ଶିକ୍ଷକ ବଦଳି ନ କରିବା ପାଇଁ ସ୍କୁଲ ଗେଟ ଆଗରେ ଛାତ୍ର ଓ ଛାତ୍ରୀ ମାନଙ୍କ ଧାରଣା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ଚି଼ଙ୍ଗିଡ଼ିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ
#ArgusNews

ଭିସି ଜରିଆରେ ଯୋଡି ହେଲେ ମଞ୍ଜୁଳା ମଞ୍ଜୁରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭିସି ଜରିଆରେ ଯୋଡି ହୋଇଥିଲେ ଭଦ୍ରକ ମଞ୍ଜୁଳା ମଞ୍ଜୁରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ।
ଦେଶରେ ପ୍ରଧାନମନ୍ତ୍ରୀ ଙ୍କ ଛାତ୍ର

ନିରାଶ୍ରୟଙ୍କୁ ଆଶ୍ରା ଦେଲା ଆମ ସମ୍ପର୍କ ସାଥୀ ଫାଉଣ୍ଡେସନ
କେନ୍ଦ୍ରାପଡ଼ା :ଦୃଢ଼ ଇଚ୍ଛା ଶକ୍ତି ଆଉ ମନରେ ବିଶ୍ୱାସ ଆଉ ଦୃଢ ସଙ୍କଳ୍ପ ଥିଲେ ସବୁ କିଛି ସମ୍ଭବ l ଯାହାର ଉଦାହରଣ ପାଲଟିଛି ଆମ ସମ୍ପର୍କ ସାଥି ଫାଉଣ୍ଡେସନ l ମାନବ ସେବା ହିଁ ମାଧବ ସେବା l ମଣିଷ ଟିଏ ହୋଇ ଯଦି ମାନବ ଜାତିର କାର୍ଯ୍ୟରେ

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା
ଅର୍ଗସ ବ୍ୟୁରୋ : ନିର୍ମାଣକୁ ଦୁଇମାସ ହୋଇନି ଫାଟି ଆଁ କରିଛି କୋଟି କୋଟି ଟଙ୍କାର ରାସ୍ତା ଓ ଆପ୍ରୋଚ ରୋଡ଼ । ଭଦ୍ରକ ଧାମନଗର ଭଗବତପୁର ଠାରୁ ପଧାନୀ ଓ ବେଦପୁରକୁ ଲମ୍ବିଥିବା ରାସ୍ତାର ଦୁଇ ପାର୍ଶ୍ୱକୁ ଗତ ଦୁଇ ମାସ ତଳେ ଚଉଡ଼

ଆଜି ସାରାଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ
#ଆଜି_ସାରାଦେଶ_ପାଳୁଛି_ସାଧାରଣତନ୍ତ୍ର_ଦିବସ
#ଫର_ଫର_ହୋଇ_ଉଡୁଛି_ପତାକା
ଆଜି ସାରାଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ ।ଦେଶ ସ୍ୱାଧୀନତା ହେବା ସହ ମନେ ପକାଉଛି ସେହି ବୀର ପୁରୁଷ ଓ ସ୍ଵାଧୀନତା ସଂଗ୍ରାମୀଙ୍କୁ।ଆପଣ ଅନେକ ମନ୍ଦିର

ହରିଣ ମାଂସ ଚାଲାଣ ସନ୍ଦେହରେ ଦୁଇ ଜଣ ଗିରଫ
ଭଦ୍ରକ: ହରିଣ ମାଂସ ଚାଲାଣ ସନ୍ଦେହରେ ଦୁଇ ଜଣକୁ ଗିରଫ କଲା ଧାମରା ବନଵଭାଗ l ଧାମରା ବନ ବିଭାଗର ଫରେଷ୍ଟର କୁମୁଦ ସାହୁ ଓ ଗାର୍ଡ ପ୍ରଶାନ୍ତ ସାହୁ ବିଶେଷ ସୂତ୍ରରୁ ଖବର ପାଇ ଧାମରା ନିକଟସ୍ଥ କାଲିନାଲି ଘାଟ ନିକଟରୁ କୋଡିଏ କିଲୋ ମାଂସ ସ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା
#ପ୍ରଧାନମନ୍ତ୍ରୀ_ଆବାସ_ଯୋଜନାରେ_ବ୍ୟାପକ_ଅନିୟମିତତା
ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ କରିବାକୁ ବାସୁଦେବପୁର ବିଜେପି ପକ୍ଷରୁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି ।
#ArgusNews #BJP

ପ୍ରତିବାଦ କଲେ କିମ୍ବା ପୋଲିସକୁ ଜଣାଇଲେ ହେଉଛି ଆକ୍ରମଣ
ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ନରେନ୍ଦ୍ର ପଂଚାୟତ ପାଲଟିଛି ଏବେ ଚୋରା କୋଇଲା କାରବାରର ହବ୍। ପ୍ରତିବାଦ କଲେ କିମ୍ବା ପୋଲିସ ଜଣାଇଲେ ହେଉଛି ଆକ୍ରମଣ। ଏହି ଚୋରା କୋଇଲା କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ସହଯୋଗର

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପରିବାର ଲୋକେ
ଅର୍ଗସ ବ୍ୟୁରୋ: ଭଦ୍ରକରେ ଆବାସ ତାଲିକାକୁ ନେଇ ତୀବ୍ର ଅସନ୍ତୋଷ। ରାହାଞ୍ଜ ଗ୍ରାମର ଦିବ୍ୟାଙ୍ଗ ଲଷ୍ମୀକାନ୍ତ ରାଉତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ ମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତ

କେନାଲ ପାଣି ମାଡିଯିବାରୁ ମୁଗ ଓ ବିରି ଚାଷ ନଷ୍ଟ, ଚାଷୀ ଅସନ୍ତୋଷ
ଭଦ୍ରକ: କେନାଲ ପାଣି ମାଡିଯିବାରୁ ମୁଗ ଓ ବିରି ଚାଷ ନଷ୍ଟ । ଧାନ ଚାଷ ଅମଳ ପରେ ଚାଷୀ ମାନେ ସେହି ଜମିରେ ବିରି ଓ ମୁଗ ଚାଷ କରିଥାନ୍ତି। ଆଉ କେତେ ଚାଷୀ ମାନେ ଜମି କୁ ଲିଜରେ ଆଣି ସେହି ଜମିରେ ମୁଗ ଓ ବିରି ଚାଷ କରିଥିଲେ।
କେନାଲରେ ହଠା

ବସନ୍ତଙ୍କ ୬ ପ୍ରାଣୀ ପରିବାର ଏଇଠି ଖରା, ବର୍ଷା ଖାଇ ବଞ୍ଚିଛନ୍ତି
ଅର୍ଗସ ବ୍ୟୁରୋ : ଏଠି ମଣିଷ ରୁହନ୍ତି। ଏମାନେ ଖାଇବାକୁ ଏଠି ଚୁଲି ବି ଜଳେ। ଜାଳେଣୀ ଖଣ୍ଡିଏ ଯୋଗାଡିବାକୁ ସମ୍ବଳ ନାହିଁ ବୋଲି ମଲା ଗେଣ୍ଡୁଗଛର ଡାଙ୍ଗ, କିଛି ଝାଟି ହୁଏ ଜାଳେଣୀ। ୟାକୁ ଆପଣ ଅଭାବ କହିବେନି ତ ଆଉ କ’ଣ ? ଜାଣିଲ

ବେଆଇନ କ୍ରୋମାଇଟ ଖଣିରେ ଏସଟିଏଫ ଚଢ଼ାଉ
ଅର୍ଗସ ବ୍ୟୁରୋ: ଭଦ୍ରକ ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଡାହାଲା ଛକ ନିକଟର ଥିବା ବେଆଇନ ଗଛିତ କ୍ରୋମାଇଟ ଖଣି ଉପରେ ଚଢ଼ାଉ କରିଛି କଟକର ଏକ STF ଟିମ୍। ଏଥିରେ ନିୟୋଜିତ ଥିବା ଦୁଇଟି ଟ୍ରକ୍ ଓ ଏକ JCB କୁ ମଧ୍ୟ ଜବ

ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି କୋଚିଳା ନାୟକାଣୀ
ଅର୍ଗସ ବ୍ୟୁରୋ : ଏଠି ମା’ ଅଛି। ମା’ର ମନ୍ଦିର ଅଛି। ହେଲେ ମା’ର ପ୍ରତୀମା ନାହିଁ। ପାଷାଣରେ ଅଙ୍କା ମା’ର ପ୍ରତିଛବି ନାହିଁ। ନାହିଁ ବି ଧାତୁର ପ୍ରତିମା। ହେଲେ ମା’ଙ୍କୁ ଦେଖି ମନକୁ ଭକ୍ତି ମନସ୍

ରାସ୍ତା ଉଚ୍ଛେଦ ଦାବୀରେ ଅନଶନରେ ବସିଲେ ବୃଦ୍ଧ
ଭଦ୍ରକ: ଅବରୋଧ ରାସ୍ତା ଉଚ୍ଛେଦ ଦାବୀରେ ଅନଶନରେ ବସିଲେ ବୃଦ୍ଧ। ଭଦ୍ରକ ବାସୁଦେବପୁର ଥାନା ସୁଗୋ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅନଶନରେ ବସିଛନ୍ତି ସୁଗୋ ଗ୍ରାମର ସୁକଦେଵ ମହାକୁଡ଼ । 1968 ମସିହାରେ ସୁକଦେଵଙ୍କ ବାପ