Odisha Parba | ଓଡ଼ିଶା ପର୍ବର ଦ୍ଵିତୀୟ ଦିନରେ ପାରମ୍ପରିକ ନୃତ୍ୟ
2487 results found for "Ganjam"

ଅନ୍ୟଙ୍କୁ ଜୀବିକା ଦେଉଛନ୍ତି ଦିବ୍ୟାଙ୍ଗ କିଶୋର !
ଅନ୍ୟଙ୍କୁ ଜୀବିକା ଦେଉଛନ୍ତି ଦିବ୍ୟାଙ୍ଗ କିଶୋର !
ଜନ୍ମରୁ ଡାହାଣ ଗୋଡ଼ ଅଚଳ । ପୋଲିଓ ଆକ୍ରାନ୍ତ କାରଣରୁ ଆଶାବାଡ଼ି ସାହାରାରେ ବାଟ ଚାଲନ୍ତି ଗଂଜାମ ଜିଲ୍ଲା ଖଲିକୋଟ ବ୍ଲକ ପଥରା ଗାଁର କିଶୋର ଚନ୍ଦ୍ର ବେହେରା । ଗୋଡ଼ ସିନା ଅଚଳ କିନ୍ତ

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ
ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ଗୁରୁତର।
#ArgusNews #GroupClash #Ganjam #Incident #MKCG

ଉତ୍କଟ ପାନୀୟ ଜଳ ସଙ୍କଟ
#ଉତ୍କଟ_ପାନୀୟ_ଜଳ_ସଙ୍କଟ
25 ବର୍ଷ ହେଲା ପାନୀୟ ଜଳ ସମସ୍ୟାରେ ଜୁଝୁଛନ୍ତି ଗ୍ରାମବାସୀ । ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣକୁ ସରକାର ଆଣିଛନ୍ତି ବସୁଧା ଯୋଜନା । କିନ୍ତୁ ଆଜିଭି କିଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଛି ଯେଉଁଠି ଯୋଜନ

ଆଗକୁ ଦଣ୍ଡଯାତ୍ରା... ଚଳଚଞ୍ଚଳ ଆଖଡ଼ା
ଆଗକୁ ଦଣ୍ଡଯାତ୍ରା... ଚଳଚଞ୍ଚଳ ଆଖଡ଼ା। ରିହରସେଲରେ ବ୍ୟସ୍ତ କଳାକାର । ୨୫ ରୁ ଆରମ୍ଭ ହେବାକୁ ଯାଉଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ।
#ArgusNews #DandaJatra #Ganjam #preparation #DandaNacha #traditionaldance

ଗାଡି ପୋଡିଦେଲେ ଦୁର୍ବୃତ୍ତ
ଗାଡି ପୋଡିଦେଲେ ଦୁର୍ବୃତ୍ତ । ଆସିକା ଥାନା ଅନ୍ତର୍ଗତ ଋଷିପୁର ଗ୍ରାମରେ ଗାଡି ପୋଡି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଡି ପୋଡାଯାଇଥିବା ସନ୍ଦେହ ।
#ArgusNews #vehicleburnt #Ganjam #Incident #police

ଝଟକୁଛି ମା ତାରା ତାରିଣୀଙ୍କ ମନ୍ଦିର
ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ମା' ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ଉପଲକ୍ଷେ ଝଟକୁଛି ମା' ଙ୍କ ମନ୍ଦିର...।
#ArgusNews #Ganjam #TaraTarini #ChaitraYatra

ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ
ଗଞ୍ଜାମ କୋଦଳା ଏନ ଏ ସି ରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କୁ ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ କରୁଛନ୍ତି ସେଠାକାର ବିଜେଡି ନେତା ଆଉ ଅଭିଯୋଗ କଲେ ମିଳୁଛି କାର୍ଯ୍ୟରୁ ଛଟେଇ କରିଦେବାର ଧମକ ଏଭଳି କିଛି ଅଭିଯୋଗ ନେ

ଘୁମୁସରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବି
ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଉତ୍କଳ ସାମ୍ବାଦିକ ସଂଘଠନର ଆହ୍ବାନ କ୍ରମେ ଆଜି ବହୁ ସାମାଜିକ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ଏକତ୍ରିତ ହୋଇଥିଲେ। ଘୁମୁସର ଜିଲ୍ଲା ଦାବିରେ ଆଜି ସହରର ଷ୍ଟେଟବ୍ୟାଙ୍କ ଛକ ଠାରୁ ବାହାରି ଉପଜିଲ୍ଲାପାଳଙ୍

ପଖାଳ ହେଉ କି ଚଟପଟା, ଲଙ୍କା ନଥିଲେ କଣ ଖାଦ୍ୟର ସୁଆଦ ଅଛି?
#ପଖାଳ_ହେଉ_କି_ଚଟପଟା_ଲଙ୍କା_ନଥିଲେ_କଣ_ଖାଦ୍ୟର_ସୁଆଦ_ଅଛି ?
ହେଲେ କଞ୍ଚାଲଙ୍କା ଚାଷ କରି ଚିନ୍ତାରେ ଗଞ୍ଜାମର ଚାଷୀ । ହେକ୍ଟର ହେକ୍ଟର ଚାଷ ଜମିରେ ମାଡି ବସିଛି ରୋଗପୋକ । ଏକର ପିଛା ଖର୍ଚ୍ଚ କରିସାରିଲେଣି ଲକ୍ଷ ଲକ୍ଷ ଟଙ୍କା ହେଲ

ଚିନ୍ତାରେ ଗଞ୍ଜାମର ଲଙ୍କା ଚାଷୀ
#ଚିନ୍ତାରେ_ଗଞ୍ଜାମର_ଲଙ୍କା_ଚାଷୀ
ହେକ୍ଟର ହେକ୍ଟର ଚାଷ ଜମିରେ ମାଡି ବସିଛି ରୋଗପୋକ । ଏକର ପିଛା ଖର୍ଚ୍ଚ କରିସାରିଲେଣି ଲକ୍ଷ ଲକ୍ଷ ଟଙ୍କା ହେଲେ ମିଳୁନି ସୁଫଳ ଜିଲ୍ଲା ସାରା ସମାନ ଅବସ୍ଥା ।
#ArgusNews #Ganjam #farmers

ଆଶ୍ଚର୍ଯ୍ୟ; ଶିଶୁ କନ୍ୟାକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ମା’
କୋରାପୁଟ: 2 ବର୍ଷର ଶିଶୁକନ୍ୟାକୁ ମାରି ଝୁଲି ପଡିଲା ମାଆ । କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଗାଁ ରେ ୨ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ମା’ର ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି

ଗଞ୍ଜାମ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ
ଗଞ୍ଜାମ ଆସିକା ପୁଡୁଗେଶ୍ବରପଲ୍ଲୀ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ
#ArgusNews #Ganjam #gaansathi #Meeting

ରାତି ସାରା ଧାରଣା ଦେଲେ ଡ୍ରାଇଭର
#ରାତି_ସାରା_ଧାରଣା_ଦେଲେ_ଡ୍ରାଇଭର
ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଛି ।
#ArgusNews #Brahmapur #Ganjam #DriversMahasangha #OdishaDriversAssociation

ଦୀର୍ଘ ୧୫ ବର୍ଷ ଧରି ବନ୍ଦ ରହିଛି ଗୋପୀନାଥ ସୂତାକଳ
ଅର୍ଗସ ବ୍ୟୁରୋ : ଭୁତକୋଠି ପାଲଟିଛି ଶ୍ରୀଗୋପୀନାଥ ବାଲିଆପାଳ ସୂତା କଳକାରଖାନା। ଦିନ ଥିଲା ଯେଉଁଠି ଗହଳ ଚହଳ ଲାଗି ରହୁଥିଲା ସେଇ ସ୍ଥାନକୁ ଏବେ ଲୋକ ଯିବାକୁ ଭୟ କରୁଛନ୍ତି । ଆଉ ଏହି ସୁତା କଳ ରେ କାମ କରି ଛଟେଇ ହେଇଥିବା କର୍ମଚାର

ଖୁଣ୍ଟ ମଣିଷ ଭାବେ ପରିଚିତ ଥିବା ପ୍ରଭାସିନୀ ସୁସ୍ଥ ହେଲେ
ଅର୍ଗସ ବ୍ୟୁରୋ : ଘଂଟାଏ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ଦୁଇ ବର୍ଷ ହେଲା ଦିନ ତମାମ ଛିଡା ହୋଇ ରହୁଥିଲେ । ଦିନହେଉ ଅବା ରାତି ଖରା ହେଉ ଅବା ବର୍ଷା ସବୁକୁ ନ ଡରି ଖୁଣ୍ଟ ପରି ଗାଁ ପୋଖରୀ ହିଡରେ ଛିଡା ହୋଇ ରହୁଥିବା ମହିଳାଙ୍କ ଖବର ଗ

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା 6 ଗୋଟି ଘର
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଅମୃତୁଲୁ ଗ୍ରାମରେ ସକାଳ ସମୟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 6ଟି ଘର । ସୂଚନା ମୁତାବକ ଆଜି ସକାଳ ସମୟରେ ସମସ୍ତେ ଗାଧେଇବାକୁ ବାହାରକୁ ଯାଇଥିବା ସମୟରେ କୌଣସି କାରଣ ରୁ ଘ

ଶିବରାତ୍ରିରୁ ନିଖୋଜ ହୋଇଥିଲେ ମହିଳା: ବଳାତ୍କାର ଅଭିଯୋଗ ଆଣିଲେ ସ୍ବାମୀ
ଅର୍ଗସ ବ୍ୟୁରୋ: କଟକରେ ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର କରାଯାଇଛି। ବଳାତ୍କାର ଅଭିଯୋଗ ନେଇ ମହିଳାଙ୍କ ସ୍ବାମୀ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଧି

୭ ବର୍ଷର ନାବାଳକକୁ ଧକ୍କା ଦେଲା କାର
ଅର୍ଗସ ବ୍ୟୁରୋ : ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ । ରାସ୍ତା ପାର ହେଉଥିବା ୭ ବର୍ଷର ନାବାଳକକୁ ଧକ୍କା ଦେଲା କାର । ଦୁର୍ଘଟଣା ଘଟାଇ କାରଟି ଫେରାର ହୋଇଯାଇଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲ

ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମହିଳା ଗୁରୁତର
ଅର୍ଗସ ବ୍ୟୁରୋ : ଟି ପି ଏସ ଓ ଡି ଏଲ କର୍ମଚାରୀ ବିଜୁଳି ଦେୟ ଆଦାୟ ପାଇଁ ଘର ଘର ବୁଲି ଜୁଲୁମ ଚଳାଇଥିବା ବେଳେ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମର ସାନ ସାହିରେ ଜଣେ ମହିଳା ଗୁରୁତ

ଶିବରାତ୍ରିରେ ଅଘଟଣ
ଅର୍ଗସ ବ୍ୟୁରୋ: ଶିବରାତ୍ରିରେ ଅଘଟଣ । ଜଂକିଆ ଥାନା ରମାବିଲି ଗାଁରେ କୂଅରେ ପଡି ନାବାଳକର ମୃତ୍ୟୁ ହୋଇଛି । ନାବାଳକ ଜଣକ ପରିବାର ଲୋକଙ୍କ ସହିତ ଶିବରାତ୍ରି ଦୀପ ଜାଳିବାକୁ ରମାବିଲି ମନ୍ଦିରକୁ ଯାଇଥିବାବେଳେ ଏକ କୂଅରେ ଖସିପଡିଥିଲ

ଦୀପ ନିଆଁରେ ମହିଳା ଗୁରୁତର
ଅର୍ଗସ ବ୍ୟୁରୋ : ଆଜି ପବିତ୍ର ମହା ଶିବରାତ୍ରି । ହର ହର୍ ମହାଦେବ ଧ୍ବନିରେ ପ୍ରକମ୍ପିତ ଗଗନ ପବନ । ମହା ଶିବରାତ୍ରିରେ ଗଞ୍ଜାମ ଜିଲ୍ଲାରେ ଘଟିଲା ଅଘଟଣ । ଦୀପ ନିଆଁରେ ପୋଡ଼ି ହୋଇ ରୀତା ପରିଡ଼ା ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତ

ଛାତ୍ରୀଛାତ୍ରୀଙ୍କୁ ନେଉ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ: ୫ଗୁରୁତର
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଳାସପୁର କାଳୀ ମନ୍ଦିର ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରାକ୍ଟର। ଏଥିରେ ୫ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳର

ଜମା ଅର୍ଥ ଫେରିପାଇବା ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷାଭ
ଅର୍ଗସ ବ୍ୟୁରୋ : ଜମା ଅର୍ଥ ଫେରିପାଇବା ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷାଭ । ଚିଟଫଣ୍ଡ କମ୍ପାନି ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀ, ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଅଧିକ ପଢନ୍ତୁ

ବିଲୁପ୍ତ ହୋଇଯିବେକି ଘୁମୁସରୀ ପ୍ରଜାତିର ଗାଈଗୋରୁ
ଭଞ୍ଜନଗର : ଯେଉଁ ଜମିରେ ଦିନେ ଗାଈଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହେଲାଣି ପୋଖରୀ, ପାର୍କ, ବଡ଼ ବଡ଼ କୋଠା । ଅନେକ ଗୋଚର ଜମି ଲୋକଙ୍କ ଜବରଦଖଲରେ। ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମି ଗୁଡିକ ଏବେ ସରକାରୀ କାଗଜ କଲମର