ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ
2312 results found for "Mayurbhanj"

ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ
#ଆଦିମ_ଜନଜାତି_ଯୁବକ_କଲେ_ଆତ୍ମହତ୍ୟା
ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ । ନିର୍ଯାତନା ସହି ନ ପାରି ଯୁବକର ଆତ୍ମହତ୍ୟା। ନ୍ୟାୟ ପାଇଁ ଏସପିଙ୍କୁ ଫେରାଦ ହେଲେ ପରିବାର ଲୋକେ । ପ୍ରଶ୍ନ ପୋଲିସ ତଦନ୍ତ ଠିକ୍ କରିବତ ? ନା ନିଜ ବିଭାଗ

ଚାଲିଛି ଖୁଲମ ଖୋଲା ଦେହ ବେପାର, ଜଣକା ପିଛା ୧୨୦୦ରୁ ୧୦୦୦ ଟଙ୍କା
ମୟୂରଭଞ୍ଜ: ଚାଲିଛି ଖୁଲମ ଖୋଲା ଦେହ ବେପାର। ସରଳ ଚେହେରା ପଛରେ ସଇତାନ ବୁଦ୍ଧି । ଯାହାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ନିର୍ମାଣଧୀନ ଏହି କୋଠରୀ ଭିତରକୁ ଗରାଖ ଆସୁଛନ୍ତି ।
ମୁଲ ଚାଲ୍ ହେଉଛି । ଆ

ତିନ ବାଇକ କୁ ଧକ୍କା ଦେଲା ସ୍କର୍ପିଓ, ଜଣେ ମୃତ
ମୟୁରଭଞ୍ଜ :ମୟୁରଭଞ୍ଜ ଜିଲ୍ଲା, କରଞ୍ଜିଆ ଥାନା ନାକୁଡ଼ା ନିକଟ ଜଙ୍ଗଲ ରାସ୍ତାରେ ଦୁର୍ଘଟଣା। ତିନୋଟି ବାଇକକୁ ଧକ୍କା ଦେଲା ସ୍କର୍ପିଓ। ଘଟଣାସ୍ଥଳରେ ଜଣେ ମୃତ ଘଟିଥିବା ସୂଚନା।
ମୃତକ ବିଶ୍ୱଜିତ ମହାନ୍ତ ଜଣେ ବନକର୍ମଚାରୀ

ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର !
ଦୁର୍ଗମ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର !
ଭଙ୍ଗା ଘରେ ଚାଲିଛି ଶିକ୍ଷା ଦାନ । ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ଆସନ୍ତୁ ଦେଖିବା ମୟୂରଭଞ୍ଜ ମୋରଡାରୁ ଏ ରିପୋର୍ଟ
#ArgusNews #Mayurbhanj #Moroda

ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଆଜି ରଥକାଠ ହୋଇଛି ଅନୁକୁଳ
ଅର୍ଗସ ବ୍ୟୁରୋ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥକାଠ ଅନୁକୁଳ । ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଆଜି ରଥକାଠ ଅନୁକୁଳ କରାଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ଆଜି ରଥ ମହାରଣାଙ୍କ ସମେତ ଅନ୍ୟ ସେବାୟତମାନେ ରଥ କାଠ ପାଇଁ ଚିହ୍ନି

ଜନଶୁନ୍ୟ ଜଙ୍ଗଲରେ କେହି ଫୋପାଡି ଦେଇଛନ୍ତି ପୁଳାପୁଳା ସ୍କୁଲ ପୋଷାକ
ଅର୍ଗସ ବ୍ୟୁରୋ: ଆଜି ଗଣତନ୍ତ୍ର ଦିବସ ରେ ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ସଭ୍ୟ ସମାଜରେ ଗ୍ରହଣୀୟ ନୁହଁ, ସରକାରଙ୍କ ସର୍ବ ଶିକ୍ଷା ଲୋଗୋ ଥିବା ଡ୍ରେସ ଗୁଡିକ ଜଙ୍ଗଲ ର

ଜଙ୍ଗଲରେ ପଡିଛି ସର୍ବଶିକ୍ଷା ଲୋଗୋ ଥିବା ପୁଳାପୁଳା ସ୍କୁଲ୍ ୟୁନିଫର୍ମ !
ଜଙ୍ଗଲରେ ପଡିଛି ସର୍ବଶିକ୍ଷା ଲୋଗୋ ଥିବା ପୁଳାପୁଳା ସ୍କୁଲ୍ ୟୁନିଫର୍ମ !
ଆଜି ସାଧାରଣତନ୍ତ୍ର ଦିବସରେ ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ । ସରକାରଙ୍କ ସର୍ବ ଶିକ୍ଷ

କେବେ ଖୋଲିବ ରାଜସ୍ୱ ନିରୀକ୍ଷ କାର୍ଯ୍ୟାଳୟ !
#କେବେ_ଖୋଲିବ_ରାଜସ୍ୱ_ନିରୀକ୍ଷ_କାର୍ଯ୍ୟାଳୟ !
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ସୁବିଧା ପାଇ ଖୋଲା ଯାଇଛି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ । ନିର୍ମାଣ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଖୋଲିବାର ନା ଧରୁନି ପ୍ରଶାସ

ରାଜ୍ୟ ସରକାର ପକ୍ଷରୁ ଦିବ୍ୟାଙ୍ଗ ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା
#ରାଜ୍ୟ_ସରକାର_ପକ୍ଷରୁ_ଦିବ୍ୟାଙ୍ଗ_ଗରିବ_ଲୋକମାନଙ୍କ_ପାଇଁ_ଅନେକ_ଯୋଜନା
ଡିଣ୍ଡିମ ପିଟୁଥିବା ବେଳେ ଏହାର ଓଲଟା ଚିତ୍ର ଆମ argus କ୍ୟାମେରାରେ କଏଦ ହୋଇଥିଲା । ଦୀର୍ଘ 10 ବର୍ଷରୁ ଅଧିକ ହେବ ସରକାରୀ ସହାୟତାରୁ କିପରି ବଞ୍ଚିତ ଅଛନ୍ତ

ବସୁଧା ଯୋଜନା ଫେଲ
ଠକିଦେଲେ ସରକାର, ଦେଢ ବର୍ଷ ହେବ ବୋରିଙ୍ଗ ଖୋଳା ହୋଇପଡ଼ିଛି କିନ୍ତୁ ପାଣିଟାଙ୍କି ହୋଇପାରୁନି,୩୦୦ ପରିବାରର ଶୋଷ ମେଣ୍ଟାଉଛି ଭଙ୍ଗା କୂଅ, ବସୁଧା ଯୋଜନା ଫେଲ ।
#ArgusNews #Mayurbhanj #Morada #waterproblems #drinkingwater

ଓଡ଼ିଶାରେ ମାତିଛନ୍ତି ହାତୀଦାନ୍ତ ମାଫିଆ
#ଓଡ଼ିଶାରେ_ମାତିଛନ୍ତି_ହାତୀଦାନ୍ତ_ମାଫିଆ
#ଇଣ୍ଟରନ୍ୟାସନାଲ୍_ରାକେଟର_ହାତ_ସନ୍ଦେହ
ଶିମିଳିପାଳରେ ପୁଣି ହାତୀ ଶିକାର । ଶିମିଳିପାଳ ବାଙ୍କିଡିହି ଜଙ୍ଗଲରୁ ଦାନ୍ତବିହୀନ ହାତୀର ଗଳିତ ଶବ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଦୁ

ଶିମିଳିପାଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ
ମୟୂରଭଞ୍ଜ: ଶିମିଳିପାଳରେ ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ । ଶିମିଳିପାଳ ବ୍ୟାଘ୍ରସଂଗ୍ରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନ ତାଳବଣୀଆ ରେଞ୍ଜ ଅଞ୍ଚଳରେ ଏକ ଦନ୍ତାହାତୀର ମରଶରୀର ଠାବ ହୋଇଥିବା ବେଳେ ହାତୀକୁ ଶିକାର କର

ନିଜ ହାତରେ ଗାେମାତାଙ୍କୁ ଖୁଆଇଲେ ମନ୍ତ୍ରୀ
#ଆଗାମୀ_ନିର୍ବାଚନ_ପାଇଁ_ପ୍ରସ୍ତୁତି_ଆରମ୍ଭ
କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇଦିନିଆ ମୟୁରଭଞ୍ଜ କରଞ୍ଜିଆ ଗସ୍ତ। ସେଠାରେ ପହଞ୍ଚି ଖିଚି° ଠାରେ କୀଚକେଶ୍ୱରୀ ମନ୍ଦିରରେ ପୂଜ

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ବଡ ପ୍ରସ୍ତୁତି
#ଗଣତନ୍ତ୍ର_ଦିବସ_ପାଇଁ_ଦିଲ୍ଲୀରେ_ବଡ_ପ୍ରସ୍ତୁତି
#ପ୍ରଥମ_ଥର_ପାଇଁ_କର୍ତ୍ତବ୍ୟ_ପଥରେ_ଅଭିବାଦନ_ନେବେ_ମୟୂରଭଞ୍ଜର_ଝିଅ
ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥର ସାଧାରଣତନ୍ତ୍ର ଦିବ

ଓଡିଶା ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ !
ଓଡିଶା ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ !
କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇଦିନିଆ ମୟୁରଭଞ୍ଜ କରଞ୍ଜିଆ ଗସ୍ତ । ସେଠାରେ ପହଞ୍ଚି ଖିଚି° ଠାରେ କୀଚକେଶ୍ୱର

ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ !
ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ !
ଦୁଇଟି ବ୍ଳକର ୩୦ଟି ପଞ୍ଚାୟତ ଯାତାୟତର ଭରସା ଅସ୍ଥାୟୀ ବାଉଁଶ ପୋଲ । ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଅଭିଯୋଗ ପରେ ପ୍ରଶାସନ ନିଦାବିଷ୍ଣୁ । ଏଣେ ଭାରିଯାନ ନ ଯିବାରୁ ଜୀବ

ଦୁଇଦିନିଆ କରଞ୍ଜିଆ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା
ଦୁଇଦିନିଆ କରଞ୍ଜିଆ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆଜି କରଞ୍ଜିଆ ସାଇ ସାଗର ମଣ୍ଡପରେ କେନ୍ଦ୍ରର ଯୋଜନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ
#ArgusNews #UnionMinister

ଲାଞ୍ଚୁଆ ପୋଲିସ କର୍ମଚାରୀକୁ ୫ବର୍ଷର କାରାଦଣ୍ଡ
ମୟୂରଭଞ୍ଜ: ବାରିପଦା ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଆଜି ଏକ ଲାଞ୍ଚ ନେବା ମାମଲାର ରାୟ ପ୍ରକାଶ ପାଇଛି। ସତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର କାରାଦଣ୍ଡ

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଅର୍ଗସ ବ୍ୟୁରୋ: ରାଜ୍ୟବ୍ୟାପୀ ଧାନମଣ୍ଡି ରେ ଲାଗିରହିଥିବା ସମାସ୍ୟାକୁ ଆନ୍ଦୋଳନରେ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ। ଧାନର FAQ ମାନ ନିର୍ଦ୍ଧାରଣରେ ବ୍ୟାପକ ଅନିୟମିତତା , କଟନିଛକନି , ଟୋକନ ନମିଳିବା ଭଳି ସମାସ୍ୟାରେ ପଡିଛି ଚାଷୀ

ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଗଣନା
ଅର୍ଗସ ବ୍ୟୁରୋ: ଏସିଆ ର ଦ୍ୱିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ । ୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ହେଉଛି ଶିମିଳିପାଳ ଅଭୟାରଣ୍ୟ । ୨୨୦୦ ବର୍ଗ କି:ମି ଅଞ୍ଚଳରେ ଇକୋଟୁରିଜିମ ବ୍ୟବସ୍ଥା କରାଯାଇଛି। ଶିମିଳିପାଳ

ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଅର୍ଗସ ବ୍ୟୁରୋ: ନାଳରୁ ମିଳିଲା ଯୁବକଙ୍କ ମୃତଦେହ। ମୃତଦେହ ଗଳିତ ଅବସ୍ଥାରେ ମିଳିଥିବା ବେଳେ ପାରିପାର୍ଶ୍ଵିକ ଅବସ୍ଥାରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏଭଳି ଘଟଣା ଘଟିଛି ଉଦଳା ଥାନା ପୁରୁଣାପାଣି ଗ୍ରାମରେ। ଉଦଳା ପୋଲି

ଅଜା କଲା ନାତୁଣୀକୁ ଅସଦାଚରଣ
ଅର୍ଗସ ବ୍ୟୁରୋ: ସମ୍ପର୍କରେ ଲାଗିଲା ଦାଗ। ସମ୍ପର୍କୀୟ ଅଜା କଲା ନାତୁଣୀକୁ ଅସଦାଚରଣ। ଯାହାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି। ମୟୁରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା ଅନ୍ତର୍ଗ

ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ
ଅର୍ଗସ ବ୍ୟୁରୋ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଂଝାରପୁର ଅରେଇ ଗ୍ରାମ ଆଜି ଚଳଚଂଚଳ । ବିଶ୍ୱାସ ରହିଛି ଆଜିର ଦିନରେ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ସେଥିପାଇଁ ପୂଜକ ମାନେ ଲାଗିପଡିଥିଲ

ମୟୂରଭଞ୍ଜରରେ ଧୁମଧାମରେ ପାଳନ ହେଉଛି ମକର ସଂକ୍ରାନ୍ତି
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ରାଜ୍ୟରେ ଉତ୍ସାହ। ମୟୂରଭଞ୍ଜର ଘରେ ଘରେ ଧୁମଧାମରେ ପାଳନ ହେଉଛି ଏହି ପର୍ବ। ସେପଟେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହେଉଛି। ଶ୍ରୀଜିଉଙ୍କ ମକର ବେଶ ହେଉଛି। ଉତ୍ତର ଭାରତର