Rok Thok | ରାଜ୍ୟରେ ବେଧଡ଼କ, ବେଲଗାମ ହାତୀମୃତ୍ୟୁ
8757 results found for "Puri"

ୱାସିଂ ଲାଇନରେ ଲାଗିଲା ନିଆଁ
ଅର୍ଗସ ବ୍ୟୁରୋ : ପୁଣି ପୁରୀରେ ଅଗ୍ନିକାଣ୍ଡ । ରେଳ ଷ୍ଟେସନ ପାଖ ଆରପିଫ ଥାନା ନିକଟ ୱାସିଂ ଲାଇନରେ ଲାଗିଲା ନିଆଁ । ୨୪ ଓ ୨୫ ନମ୍ବର ୱାସିଂ ଲାଇନରେ ଇନଭଟରରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ।
ଅରପିଏଫ

ଦର୍ଶନ କରନ୍ତୁ ଶ୍ରୀମନ୍ଦିର ବାନା ପରିବର୍ତ୍ତନ
ଦର୍ଶନ କରନ୍ତୁ ଶ୍ରୀମନ୍ଦିର ବାନା ପରିବର୍ତ୍ତନ
#ArgusNews #BanaparabartanaNiti #Puri #Darshan #JayJagganath

॥ ଥକା ମନ ଚାଲ ଯିବା, ଚକା ନୟନ ଦେଖିବା ॥
॥ ଥକା ମନ ଚାଲ ଯିବା, ଚକା ନୟନ ଦେଖିବା ॥
ଦର୍ଶନ କରନ୍ତୁ ପତିତପାବନଙ୍କ ସନ୍ଧ୍ୟା ଆଳତୀ ।
#ArgusNews #PatitapabanaAlati #SandhyaAlati #Puri #Darshan #JayJagganath

Mangala Alati | ଜଗା କାଳିଆରେ, କରୁ ମତେ କେତେ ହରବର
|| ଜଗା କାଳିଆରେ, କରୁ ମତେ କେତେ ହରବର ||
ବଡଦାଣ୍ଡରେ ଚାଲିଛି ଭଜନ କୀର୍ତ୍ତନ ।
#ArgusNews #MangalaAlati #JayJagannath #devotees #worship #lordjagannath #puri #darshan

Mangala Alati | ଗୋବିନ୍ଦ... ଗୋବିନ୍ଦ... ଗୋବିନ୍ଦ... ପଦୁ ଗଳୁଛି ମକରନ୍ଦ
|| ଗୋବିନ୍ଦ... ଗୋବିନ୍ଦ... ଗୋବିନ୍ଦ... ପଦୁ ଗଳୁଛି ମକରନ୍ଦ ||
ସକାଳୁ ଶୁଣନ୍ତୁ ଏ ସୁନ୍ଦର ଭକ୍ତି ଗୀତ ।
#ArgusNews #MangalaAlati #ଜୟ_ଜଗନ୍ନାଥ #JayJagannath #devotees #worship #lordjagannath #puri #darshan

Mangala Alati | ମହାପ୍ରଭୁଙ୍କ ସ୍ମରଣ କରି ଆରମ୍ଭ ହୋଇଥାଏ ଦିନ...
|| ଜୀବନ ଆକାଶେ ମାଡି ଆସେ ଦୁଃଖ, ଅଦିନିଆ ମେଘ ପରି ||
|| ଦୁଃଖନାସନକୁ ସୁମରଣା କଲେ କୃପା ଜଳ ପଡେ ଝରି ||
ମହାପ୍ରଭୁଙ୍କ ସ୍ମରଣ କରି ଆରମ୍ଭ ହୋଇଥାଏ ଦିନ...
#ArgusNews #MangalaAlati #ଜୟ_ଜଗନ୍ନାଥ #JayJagannath

ପୁରୀ ବଡ଼ଦାଣ୍ଡ RSS ର ବିଶାଳ ରାଲି
ହଁମ ହିନ୍ଦୁ ରାଷ୍ଟ୍ର ବନାଏଙ୍ଗେ ଧ୍ୱନୀରେ ପ୍ରକମ୍ପିତ ହେଲା ପୁରୀ ବଡ଼ଦାଣ୍ଡ ।ଆର ଏସ ଏସ,ଗୋବର୍ଦ୍ଧନ ମଠ ଆଦିତ୍ୟ ବାହିନୀ, ବ୍ରହ୍ମକୁମାରି,ଶିକ୍ଷା ବିକାଶ ସମିତି,ଓଡିଶା,ସରସ୍ୱତୀ ଶିଶୁ ମନ୍ଦିର ହରଚଣ୍ଡୀ ସାହି ଭଳି ଅନୁଷ୍ଠାନ ମାନେ ଏକାଠ

ଜଗା ଦର୍ଶନ କଲେ ମମତା ବାର୍ନୀଜୀ
#ଜଗା_ଦର୍ଶନ_କଲେ_ମମତା_ବାର୍ନୀଜୀ
ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ଦେଖିଲେ । ଜଗାଦର୍ଶନ କରି ଭାବବିହ୍ଵଳ ହେଲେ ।
#ArgusNews #WestBengal #CM #MamataBanerjee #Visit #Puri #JayJagganath

Patitapaban Bana Change Ritual | ଦର୍ଶନ କରନ୍ତୁ ପତିତପାବନ ବାନା ପରିବର୍ତ୍ତନ ନୀତି
ଆହା... ମନଲୋଭା ତୋ ଶ୍ରୀମନ୍ଦିର ଚୂଡ଼ାରେ ପତିତପାବନ ବାନା ।
ଗରୁଡ଼ଙ୍କୁ ସ୍ମରଣ କରି ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ କଲେ ଚୁନରା ସେବାୟତ।
#ArgusNews #JayJagannath #FlagChangingRituals #srimandir

Patitapaban Evening Aarti | ଦର୍ଶନ କରନ୍ତୁ ପତିତପାବନଙ୍କ ସନ୍ଧ୍ୟା ଆଳତି
|| ଛପନ ଭୋଗିରେ ନୀଳାଚଳ ହରି, ତୋ ପରି ସାଆନ୍ତ ଅଛିରେ କିଏ ||
|| ଏତିକି ମୀନତି ହେ କଳା ଗୋସାଇଁ, ତୋ ପାଦେ ଟିକିଏ ଶରଣ ଦିଅ ||
ଦର୍ଶନ କରନ୍ତୁ ପତିତପାବନଙ୍କ ସନ୍ଧ୍ୟା ଆଳତି ।
#ArgusNews #JayJagannath #ଜୟଜଗନ୍ନାଥ #Puri

ରାଷ୍ଟ୍ରୀୟ ନବବର୍ଷ ପାଳନ କଲା ଭାରତ ବିକାଶ ପରିଷଦ ପୁରୀ ଜଗନ୍ନାଥ ଧାମ ଶାଖା
ରାଷ୍ଟ୍ରୀୟ ନବବର୍ଷ ପାଳନ କଲା ଭାରତ ବିକାଶ ପରିଷଦ ପୁରୀ ଜଗନ୍ନାଥ ଧାମ ଶାଖା
#ArgusNews #Puri #Nababarsha #celebrate #NationalNewYear #BharatVikasParishad

ରାଜଧାନୀରେ ସହରୀ ପରିବେଶରେ ଗାଁ ହାଣ୍ଡିଶାଳର ବାସ୍ନା
#ରାଜଧାନୀରେ_ସହରୀ_ପରିବେଶରେ_ଗାଁ_ହାଣ୍ଡିଶାଳର_ବାସ୍ନା
ଘରଠୁ ଦୂରରେ ଥାଇ ବି ମିଳୁଛି ମା' ହାତରନ୍ଧା ଖାଦ୍ୟ । ମା'ର ହାଣ୍ଡିଶାଳରେ ଘରୋଇ ପରିବେଶ ସାଙ୍ଗକୁ କଂସା ବାସନରେ ହେଉଛି ଖାଦ୍ୟ ପରସା । ଯାହା ରାଜଧାନୀବାସୀଙ୍କୁ ବେ

ଶ୍ରୀଜୀଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ
ଶ୍ରୀଜୀଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ
#ArgusNews #MamataBanerjee #JagannathTemple #Puri

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନିତି
ପୁରୀ: ଆଜି ଚୈତ୍ର ଶୁକ୍ଳ ପ୍ରତିପଦା ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନିତି । ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନ

ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହଣାକଟା
ଅର୍ଗସ ବ୍ୟୁରୋ : ପୁରୀ କଣ୍ଠପୁରର କାଶିପୁର ଗ୍ରାମରେ ବୁଲିଲା ଖଣ୍ଡା । ପଡୋଶୀଙ୍କ ଭିତରେ ଗଣ୍ଡଗୋଳ,ହଣାକଟା । ସାଧାରଣ ଘଟଣା ନେଲା ଆକ୍ରୋଶର ରୂପ । ଉଭୟ ପରିବାରର ସଦସ୍ୟ ଆହତ। ଗୋଟିଏ ପରିବାରର ଶଙ୍କର ପ୍ରଧାନ,ତାଙ୍କ ବାପା

ପାଦରେ ପାଦଛନ୍ଦା ପାଦେ ନୁପୁର ବନ୍ଧା
ଅର୍ଗସ ବ୍ୟୁରୋ: ସିଂହଦ୍ୱାରରେ ରୁଣୁଝୁଣୁ ହୋଇ ବାଜି ଯାଉଛି ନୁପୁର ।ରସିକିଆ କାଳିଆ ଠାକୁରଙ୍କ ପାଇଁ ଛନ୍ଦି ହେଇଯାଉଛି ପାଦ ।ଭାବଭଙ୍ଗୀରେ ଫୁଟି ଉଟୁଛି କାଳିଆ ପ୍ରେମ ।ନୃତ୍ୟ ମାଧ୍ୟମରେ କାଳିଆ ଠାକୁରଙ୍କ ପାଖରେ ଭକ୍ତି ଅର୍ପ

ସତ୍ୟବାଦୀ ଭାର୍ଗବୀ ନଦୀରେ ବୁଡ଼ ପକାଇଲେ, ଭଲ ହୁଏ ରୋଗବ୍ୟାଧି
ଅର୍ଗସ ବ୍ୟୁରୋ: ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି ନଦୀରେ ବୁଡ଼ ପକାଇଥିଲେ ମିଳିଥାଏ କୋଟି ଜନ୍ମର ପୂଣ୍ୟ । ପୁରାଣ କହେ ତ୍ରେତୟା ଯୁଗରେ ଏହି ସ୍ଥାନରେ ଭୃଗୁ ରୁଷିଙ୍କ ଆଶ୍ରମ ଥିଲା, ଯେଉଁଠାରେ ପ୍ରଭୁ ଶ୍ରୀରା

ବିଭିନ୍ନ ଥାନା ପକ୍ଷରୁ ଧରା ହେଲେ ଡକାୟତ ଗ୍ୟାଙ୍ଗ
ଅର୍ଗସ ବ୍ୟୁରୋ : ପୁରୀ ପୋଲିସକୁ ବଡ଼ ସଫଳତା । ଧରା ହେଲେ ଡକାୟତ ଗ୍ୟାଙ୍ଗ । ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୧୨ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ହରଚଣ୍ଡୀ ସାହି ସ୍ଥିତ ଚକ୍ରକୋଟ ଲେନ୍ କାଜୁ ଜଙ୍ଗଲରେ ୫ ଜ

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚାଲିଛି ବୈଠକ
ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅର୍ଥ ସବ କମିଟିର ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ଆଲୋଚନା କରାଯିବ। ଏହ

ମହାପ୍ରଭୁଙ୍କ ପାଖେ ଲାଗି ହୁଏ ସ୍ୱତନ୍ତ୍ର ପଖାଳ, ଜାଣନ୍ତୁ କଣ କଣ?
ଅର୍ଗସ ବ୍ୟୁରୋ: ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ଖାଦ୍ୟ କହିଲେ ସେ ପଖାଳ କଂସାକୁ ବୁଝାଏ । ଖାଲି ଓଡ଼ିଆ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କର ମଧ୍ୟ ପ୍ରିୟ ହେଉଛି ପଖାଳ । ଜଗତର ନାଥ ମଧ୍ୟ ପଖାଳକୁ ଭାରି ଭଲ ପାଆନ୍ତି । ମଉଡମଣ

ମାଟ୍ରିକ ପରୀକ୍ଷାରେ ଘଟିଥିବା ବିଭ୍ରାଟକୁ ପ୍ରତିବାଦ କରି ଗର୍ଜିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ
ପୁରୀ: ମାଟ୍ରିକ ପରୀକ୍ଷାରେ ଘଟିଥିବା ବିଭ୍ରାଟକୁ ପ୍ରତିବାଦ କରି,ପୁରୀରେ ଗର୍ଜିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ମାଟ୍ରିକ ପରୀକ୍ଷାରେ ଘଟିଥିବା ବିଭ୍ରାଟକୁ ବିରୋଧ କରି ପୁରୀ ଏସ ସି ଏସ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶ

ଖସାପଡା ଲାଗି ନୀତି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଆଜି ଚୈତ୍ର-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡା ଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଅନୁଷ୍ଠିତ ହେବ । ତେବେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ବନ୍ଦ ରହି

ପଶ୍ଚିମା ଝଡ ପବନରେ ନଷ୍ଟ ହେଲା ଏକର ଏକର ଧାନ ଚାଷ
ପୁରୀ: ଅଦିନିଆ କାଳବୈଶାଖୀ ବର୍ଷା ଓ ପଶ୍ଚିମା ଝଡ ପବନରେ ନଷ୍ଟ ହେଲା ଏକର ଏକର ଧାନ ଚାଷ। ପାଣିରେ ଭାସିଲା ପାଚିଲା ଓ କଞ୍ଚାଧାନ। ବ୍ରହ୍ମଗିରି ବ୍ଲକର ୨୫ଗୋଟି ପଞ୍ଚାୟତରେ ପାଣିରେ ଭାସୁଛି ଏକର ଏକର ରବି ଋତୁର ଧାନ ଚାଷ। ଯାହାକୁ ନେ

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉତ୍ପାତ, ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ
ଅର୍ଗସ ବ୍ୟୁରୋ : କଳାଠାକୁରଙ୍କ ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ । ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷା କରୁଛନ୍ତି ଉତ୍ପାତ । ଆଉ ମୂଷାଙ୍କ ନିରାକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଜଣେ ଶ୍ରଦ୍ଧାଳୁ ଦାନ କରିଛନ୍ତି ଅତ୍ୟାଧୁନି