Prime Odisha @ 7 Pm
81 results found for "Turkey"
ଅତିକର ଅପରାଧ ହିଷ୍ଟ୍ରି ଶୁଣିଲେ ଉଡିଯିବ ହୋସ
ଅର୍ଗସ ବ୍ୟୁରୋ: ପ୍ରୟାଗରାଜରୁ କାନପୁର। ସବୁଠି ସକ୍ରିୟ ଥିଲା ଅତିକର ସାମ୍ରାଜ୍ୟ। ରକ୍ତର ହୋଲି ଖେଳୁଥିଲା ଅତିକ ପରିବାର। ରାଜନୀତି କରି ଅପରାଧକୁ ଦେଉଥିଲା ବଳ। ଏତେ ଶତ୍ରୁଥିଲେ ଯେ, ମରଣକୁ ସାମ୍ନାରେ ଦେଖୁଥିଲା ଅତି

ନେପାଳରେ ୪.୪ ତୀବ୍ରତାର ଭୂମିକମ୍ପ
ଅର୍ଗସ ବ୍ୟୁରୋ : ନେପାଳରେ ୪.୪ ତୀବ୍ରତାର ଭୂମିକମ୍ପ । ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍ ରେ ଭୂକମ୍ପ

ପୁଣି ଭୂକମ୍ପ ଝଟକା !
ପୁଣି ଭୂକମ୍ପ ଝଟକାରେ ଥରହର ତୁର୍କୀ-ସିରିଆ ସୀମା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରହିଛି। ସୂଚନା ଅନୁଯାୟୀ, ଏହି ଭୂମିକମ୍ପ ତୁର୍କୀ-ସିରିୟା ସୀମାରେ ହୋଇଛି
#ArguNews #Turkey #earthquake

ପୁଣି ଭୂକମ୍ପ ଝଟକାରେ ଥରହର ତୁର୍କୀ-ସିରିଆ ସୀମା
ଅର୍ଗସ ବ୍ୟୁରୋ: ପୁଣି ଭୂକମ୍ପ ଝଟକାରେ ଥରହର ତୁର୍କୀ-ସିରିଆ ସୀମା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରହିଛି। ସୂଚନା ଅନୁଯାୟୀ, ଏହି ଭୂମିକମ୍ପ ତୁର୍କୀ-ସିରିୟା ସୀମାରେ ହୋଇଛି। ଏହାର ଗଭୀରତା ୨ କିମି ରହିଥିବା ନେଇ ୟୁରୋପିଆ

ହୃଦୟ ଜିତି ଦେଶକୁ ଫେରିଲେ ଦେବଦୂତ
ହୃଦୟ ଜିତି ଦେଶକୁ ଫେରିଲେ ଦେବଦୂତ । ତୁର୍କୀ ଓ ସିରିୟାରେ ଭୂକମ୍ପପୀଡ଼ିତଙ୍କୁ ଯୋଗାଉଥିଲେ ସେବା । ଭାରତୀୟ ଉଦ୍ଧାରକାଳୀ ଦଳଠାରୁ ସେମାନଙ୍କ ଅନୁଭୂତି ଶୁଣିଲେ ପ୍ରଧାନମନ୍ତ୍ରୀ । ଶେଷ ହେଲା ‘ଅପରେସନ୍ ଦୋସ୍ତ&rsquo

ଅପରେସନ ଦୋସ୍ତ ସମାପ୍ତ
#ଅପରେସନ_ଦୋସ୍ତ_ସମାପ୍ତ
ତୁର୍କୀ ଓ ସିରିୟା ଭୂକମ୍ପ ପରେ ଯାଇଥିବା ଭାରତୀୟ ସେନା ଓ ମେଡିକାଲ ଟିମ୍ ଫେରିଛନ୍ତି । ଭୂକମ୍ପ ପରେ ଭାରତରୁ 60 ଜଣିଆ ମେଡିକାଲ ଟିମ୍ ସହିତ 2 ପ୍ଲାଟୁନ ଏନଡିଆରଏଫ ଟିମ ତୁର୍କୀରେ ପହଞ୍ଚିଥିଲ

ଲଜ୍ଜାହୀନ ପାକିସ୍ଥାନ ସରକାର
#ଲଜ୍ଜାହୀନ_ପାକିସ୍ଥାନ_ସରକାର
ଭାରତ ସହ ପ୍ରତିଦ୍ବନ୍ଦିତା କରିବାକୁ ଯାଇ ପାକିସ୍ତାନ ଯାହା କରିଛି ତାହା ଏବେ ତା ପାଇଁ ଆଣିଛି ଲଜ୍ଜା । ତୁର୍କୀର ସାହାଯ୍ୟ ତୁର୍କୀକୁ ପଠେଇ ଲୋକହସା ହୋଇଛି ।
#ArgusNews #Pakistan #Turkey

ସରିଲା ଅପରେସନ ଦୋସ୍ତ
ସରିଲା ଅପରେସନ ଦୋସ୍ତ । ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂକମ୍ପରେ ଉଦ୍ଧାର କାର୍ଯ୍ୟ ସାରି ୧୦ ଦିନ ପରେ ଭାରତ ଫେରିଛନ୍ତି NDRF ଟିମ୍ ।
#ArgusNews #OperationDost #NDRF #TurkeyEarthquake #rescue

୧୦ ଦିନ ପରେ ଭାରତ ଫେରିଛନ୍ତି ଏନଡିଆରଏଫ ଟିମ୍
ଅର୍ଗସ ବ୍ୟୁରୋ : ସରିଲା ଅପରେସନ ‘ଦୋସ୍ତ’ । ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂକମ୍ପରେ ଉଦ୍ଧାର କାର୍ଯ୍ୟ ସାରି ୧୦ ଦିନ ପରେ ଭାରତ ଫେରିଛନ୍ତି ଏନଡିଆରଏଫ ଟିମ୍ । ପ୍ରଥମ ପର୍ଯ୍ୟାୟରେ ୪୭ ଜଣ ଏନଡିଆରଏଫ ଯବାନ

ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟ ସାରି ୧୦ ଦିନ ପରେ ଭାରତ ଫେରିଲା NDRF ଟିମ୍
ନୂଆଦିଲ୍ଲୀ: ସରିଲା ଅପରେସନ ଦୋସ୍ତ । ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂକମ୍ପରେ ଉଦ୍ଧାର କାର୍ଯ୍ୟ ସାରି ୧୦ ଦିନ ପରେ ଭାରତ ଫେରିଛନ୍ତି NDRF ଟିମ୍ । ପ୍ରଥମ ପର୍ଯ୍ୟାୟରେ ୪୭ ଜଣ NDRF ଯବାନ, ‘ଡଗ୍&zwnj

ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧
ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡରେ ଭୂକମ୍ପ । ତୁର୍କୀ ସିରିୟା ପରେ ନ୍ୟୁଜିଲାଣ୍ଡରେ ଭୟଙ୍କର ଭୂମିକମ୍ପ ହୋଇଛି । ୬.୧ ତୀବ୍ରତା ଯୁକ୍ତ ଭୂକମ୍ପ ଝଟ୍କାରେ ଥରିଛି ନ୍ୟୁଜିଲାଣ୍ଡ । ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍ର

ମୃତ୍ୟୁର ଗଦାରୁ ଉଦ୍ଧାର ହେଲା ଜୀବନ
ଅର୍ଗସ ବ୍ୟୁରୋ : ତାଳି ବାଜୁଛି, କେହି କେହି କାନ୍ଦି ବି ପକାଉଛନ୍ତି, ଏ ଦୃଶ୍ୟ ଦେଖି। ରହି ରହି ଡାକପଡୁଛି ଅଦନାମ୍ ଅଦନାମ….। ସେମାନଙ୍କ ଭାଷା ହୁଏତ ଆମେ ବୁଝିବା ପ୍ରାୟତଃ ଅସମ୍ଭବ। କିନ୍ତୁ ଜଣେ କେହି ମରଣର ଅଥଳ ଗର୍ଭର

ତାଳି ବାଜୁଛି, କେହି କେହି କାନ୍ଦି ପକାଉଛନ୍ତି
ତାଳି ବାଜୁଛି, କେହି କେହି କାନ୍ଦି ପକାଉଛନ୍ତି । ଏ ଦୃଶ୍ୟ ଦେଖି । ରହି ରହି ଡାକପଡୁଛି ଅଦନାମ ଅଦନାମ । ସେ ମାନଙ୍କ ଭାଷା ହୁଏତ ଆମେ ବୁଝିବା ପ୍ରାୟତଃ ଅସମ୍ଭବ । କିନ୍ତୁ କେହି ମରଣର ଅଥଳ ଗର୍ଭରୁ ଉତୁରୀ ଆସିଛି ।
#turkey #Man

ଶିଶୁକୁ ପଥରଗଦା ତଳୁ ଉଦ୍ଧାର କରି ବେଶ୍ ପ୍ରଶଂସା ସାଉଁଟିଛି ଜୁଲି
ତୁର୍କୀରେ ୬ ବର୍ଷର ଶିଶୁକୁ ପଥରଗଦା ତଳୁ ଉଦ୍ଧାର କରି ବେଶ୍ ପ୍ରଶଂସା ସାଉଁଟିଛି ଜୁଲି । ଲାବ୍ରାଡ଼ର ପ୍ରଜାତୀର ତାଲିମପ୍ରାପ୍ତ ଜୁଲି ହେଉଛି ତୁର୍କୀ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ଭାରତରୁ ଯାଇଥିବା ଡଗ୍ ସ୍କ୍ବାର୍ଡ଼ର ଅନ୍ୟତମ ସଦସ୍

ପ୍ରଶଂସା ସାଉଁଟିଛି ଜୁଲି
ଅର୍ଗସ ବ୍ୟୁରୋ : ତୁର୍କୀରେ ୬ ବର୍ଷର ଶିଶୁକୁ ପଥରଗଦା ତଳୁ ଉଦ୍ଧାର କରି ବେଶ୍ ପ୍ରଶଂସା ସାଉଁଟିଛି ଜୁଲି । ଲାବ୍ରାଡ଼ର ପ୍ରଜାତୀର ତାଲିମପ୍ରାପ୍ତ ଜୁଲି ହେଉଛି ତୁର୍କୀ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ଭାରତରୁ ଯାଇଥିବା ଡଗ୍ ସ୍କ୍ବାର୍ଡ଼

ନଗାଓଁରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪
ଅର୍ଗସ ବ୍ୟୁରୋ: ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ହେବା ପରେ ଏବେ ଆସାମର ନଗାଓଁରେ ଭୂମିକମ୍ପ ହୋଇଛି । ନଗାଓଁରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ଥିଲା ବୋଲି କୁହାଯାଉଛି। ଆଜି ଅପରାହ୍ନ ୪.୧୮ ସମୟରେ ଏହି ଭୂକମ୍

ଭୂମିକମ୍ପ ପ୍ରପୀଡିତ ତୁର୍କିରେ ଭାରତ ଚଳାଇଛି ସବୁଠାରୁ ବଡ ସହାୟତା ଅଭିଯାନ

ଭଗ୍ନାବଶେଷ ମଧ୍ୟରୁ ଜଣେ ଭାରତୀୟଙ୍କ ମୃତଦେହ ଉଦ୍ଧାର
ଅର୍ଗସ ବ୍ୟୁରୋ: ଧ୍ୱସ୍ତ ବିଧ୍ୱସ୍ତ ତୁର୍କୀ ଓ ସିରିଆ । ହା ହା କାର ପରିସ୍ଥିତି । ଦିନ ଗଡିବା ସହ ବଢୁଛି ମୃତ୍ୟୁ ସଂଖ୍ୟା । 28 ହଜାର ଟପିଲା ମୃତ୍ୟୁ ସଂଖ୍ୟା । କିଏ ପରିବାର ହରାଇଛି ତ କିଏ ଖାଇବାକୁ ଡହଳ ବିକଳ । ତୁର୍କୀ ଓ ସିରିୟା

ତୁର୍କୀରେ ମୃତ୍ୟୁର ତାଣ୍ଡବ ଲୀଳା ଜାରୀ
#ତୁର୍କୀରେ_ମୃତ୍ୟୁର_ତାଣ୍ଡବ_ଲୀଳା_ଜାରୀ
ପ୍ରଳୟଙ୍କାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୪,୦୦୦ ଛୁଇଁଲା,ଏବେବି ମାଟିଗଦା ତଳେ ଫସିଛି ଜୀବନ
#ArgusNews #Earthquake #Turkey

ଭୟଙ୍କର ଭୂମିକମ୍ପର କରାଳ ଆଁ ଭିତରେ ତୁର୍କୀ
ଅର୍ଗସ ବ୍ୟୁରୋ : ତୁର୍କୀ ର ଭୟଙ୍କର ଭୂମିକମ୍ପ । ନିଜ ଆଖି ସାମ୍ନାରେ ମୃତ୍ୟୁକୁ ଦେଖୁଛନ୍ତି ତୁର୍କୀବାସୀ । କିଏ ପଥର ତଳେ ନିଜ ଛୁଆକୁ ବଞ୍ଚାଇବାକୁ ସଂଘର୍ଷ କରୁଛି ତ କିଏ ନିଜ ଭାଇକୁ ବଞ୍ଚାଇବାକୁ ନିଜ କୁନି ହାତରେ ସାହାରା ଦେଇଛି

ତୁର୍କୀ ଭୂକମ୍ପ: ୫ ଦିନ ପରେ ଉଦ୍ଧାର ହେଲେ ଏକ ଶିଶୁ
ଅର୍ଗସ ବ୍ୟୁରୋ: ଯାହାକୁ ରଖିବେ ଅନନ୍ତ ... କି କରିପାରେ ବଳବନ୍ତ। ଭୂକମ୍ପର 5ଦିନ ପରେ, ଭୁଶୁଡ଼ି ପଡ଼ିଥିବା ଏକ ବିରାଟ ବିଲ୍ଡିଂ ତଳୁ ଉଦ୍ଧାର ହୋଇଛି 8 ବର୍ଷର ଝିଅ ।ଝିଅଟିକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଭାରତୀୟ ଏନଡିଆରଏ

ଭଙ୍ଗା ଇମାରତ ତଳେ ଅଣନିଶ୍ବାସୀ ଜୀବନ
ଭଙ୍ଗା ଇମାରତ ତଳେ ଅଣନିଶ୍ବାସୀ ଜୀବନ
ଲୁହ ଲହୁ ଆଉ ଶବର ପାହାଡ଼
କାହା ଉପରେ ମୃତ୍ୟୁର କାନ୍ଥ। ଆଉ କିଏ ଭଗ୍ନସ୍ତୂପରେ ନେଇଛି ସମାଧି । କିଏ ଜନ୍ମ ହେଉ ହେଉ ଅନାଥ । ପୁଣି ଆଉ କିଏ ସର୍ବହରା । ଇଏ ହେଉଛ

ତୁର୍କିରେ NDRF ସାଜିଲା ସଙ୍କଟ ମୋଚକ !
ତୁର୍କିରେ NDRF ସାଜିଲା ସଙ୍କଟ ମୋଚକ !
ଭାଙ୍ଗି ଯାଇଥିବା ଘର ତଳୁ ଛଅ ବର୍ଷର ଝିଅକୁ ସୁରକ୍ଷିତ ଉଦ୍ଧାର କଲେ ଏନଡଆରଏଫ କର୍ମୀ । ଅମିତ ଶାହ ଭିଡିଓ ଶେୟାର କରି କହିଲେ ଏନଡିଆରଏଫ ପାଇଁ ଆମେ ଗର୍ବିତ
#ArgusNews #Turkey #earthquake

ତୁର୍କୀ-ସିରିୟାରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 21 ହଜାର ଟପିଛି
ତୁର୍କୀ-ସିରିୟାରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 21 ହଜାର ଟପିଛି । ଏପଟେ ପ୍ରବଳ ବରଫପାତ ଓ ଥଣ୍ଡା ବାସହରାଙ୍କ ଦୁଃଖକୁ ଶତଗୁଣିତ କରିଛି ।
#ArgusNews #turkey #earthquake #Siria