Nuakhai Express | 27 Jan 2023 | Argus News
1243 results found for "dhenkanal"

ସ୍କୁଲରେ ପଶି ସରସ୍ବତୀଙ୍କ ମୂର୍ତ୍ତୀ ଭାଙ୍ଗିଦେଲେ ଦୁଇ ଭଉଣୀ, ଅଟକ ରଖିଲା ପୋଲିସ
ଅର୍ଗସ ବ୍ୟୁରୋ: ସରସ୍ବତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇଭଉଣି। ଦୁଇ ଭଉଣି ହେଲେ ଉର୍ମିଳା ସାହୁ ଓ ପ୍ରମିଳା ସାହୁ। କଙ୍କଡାହାଡ ବ୍ଲକ କଣ୍ଟାପାଳର ପୁନର୍ବସତି ଥଇଥାନ ମଧ୍ୟ ଇଂରାଜି ସ୍କୁଲରେ ଏହି ଘଟଣା ଘଟିଛି

ଢେଙ୍କାନାଳର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ
ଢେଙ୍କାନାଳର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ
#ArgusNews #Padmashree #AntaryamiMishra #Dhenkanal

ପୋଖରୀରେ ମରି ପଡିଛି ହାତିଛୁଆ
ଢ଼େଙ୍କାନାଳ ବନଖଣ୍ଡ ମହୁଲପଡ଼ା ଜଙ୍ଗଲରେ ଏକ ହାତିଛୁଆର ମୃତ ଦେହ ଠାବ ହୋଇଛି । ହାତୀଟିର ବୟସ ୫ ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
#Argusnews #ElephantDeath #ForestDepartment #Dhenkanal

ହିନ୍ଦୋଳ ରେଞ୍ଜ ସାତମାଇଲ ବାରିଆରଗୁଡ଼ିରେ ବାଘ ଶିକାର
ହିନ୍ଦୋଳ ରେଞ୍ଜ ସାତମାଇଲ ବାରିଆରଗୁଡ଼ିରେ ବାଘ ଶିକାର। ମୃତ୍ୟୁର କାରଣ ଅସ୍ପଷ୍ଟ, ଶିକାର କରାଯାଇଥିବା ସନ୍ଦେହ ।
#ArgusNews #tiger #hunting #Dhenkanal

ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ
ଅର୍ଗସ ବ୍ୟୁରୋ: ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ନିଜ ବିଧବା ବୋହୂଙ୍କୁ ପୁର୍ନବିବାହ କରାଇଛନ୍ତି ଗନ୍ଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ନିଜ ଫେସବୁ

ହାତୀ ଛୁଆର ମୃତଦେହ ଠାବ
ପୁଣି ଏକ ହାତୀ ଛୁଆର ମୃତଦେହ ଠାବ। ଢ଼େଙ୍କାନାଳ ବନଖଣ୍ଡ ମହୁଲପଡ଼ା ଜଙ୍ଗଲରେ ଏକ ହାତିଛୁଆର ମୃତ ଦେହ ଠାବ ହୋଇଛି । ହାତୀଟିର ମୃତ୍ୟୁ କିଭଳି ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି।
#Argusnews #ElephantDeath #ForestDepartment

ମହୁଲପଡ଼ା ଜଙ୍ଗଲରେ ଏକ ହାତୀଛୁଆର ମୃତ ଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
ଅର୍ଗସ ବ୍ୟୁରୋ: ପୁଣି ଏକ ହାତୀ ଛୁଆର ମୃତଦେହ ଠାବ। ଢ଼େଙ୍କାନାଳ ବନଖଣ୍ଡ ମହୁଲପଡ଼ା ଜଙ୍ଗଲରେ ଏକ ହାତୀଛୁଆର ମୃତ ଦେହ ଠାବ ହୋଇଛି । ହାତୀଟିର ମୃତ୍ୟୁ କିଭଳି ହୋଇଛି ତାର କାରଣ ଅସ୍ପଷ୍ଟ ରହିଛି। ହାତୀଟିର ବୟସ ୫ ରୁ ୬ ବର୍ଷ ହେବ ବୋଲ

ପୁଣି ମହାବଳ ଶିକାର!
ପୁଣି ବାଘ ଶିକାର। ଢ଼େଙ୍କାନାଳ ହିନ୍ଦୋଳ ରେଞ୍ଜ ସାତମାଇଲ ବାରିଆରଗୁଡ଼ି ନିକଟ ଜଙ୍ଗଲରେ କଲରାପତରିଆ ବାଘ ର ମୃତ ଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ।
#ArgusNews #Dhenkanal #TigerDeath #ForestDepartment

ପ୍ରେସ ଲେଖା ଥିବା କାରରେ ଚୋରା ମଦ ବ୍ୟବସାୟ
ଢେଙ୍କାନାଳ: ପ୍ରେସ ଲେଖା ଥିବା କାରରେ ଚାଲିଥିଲା ଚୋରା ମଦ ବ୍ୟବସାୟ। ଖବର ପାଇ ମାଡ଼ି ବସିଲା ଢ଼େଙ୍କାନାଳ ଟାଉନ ଥାନା ପୋଲିସ। ଢ଼େଙ୍କାନାଳ ଟାଉନ ଥାନା ଅଧୀନ ସିମିଳିଆ ନିକଟରେ ଏକ ପ୍ରେସ ଲେଖା ଥିବା କାରରେ ଚୋରା ଦେଶୀ ମଦ ଯାଉଥିବାର ଖବ

ଧାନ ମଣ୍ଡି ଅବ୍ୟବସ୍ଥା ପାଇଁ ରାସ୍ତା ଅବରୋଧ
ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁରରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ରାସ୍ତା ଅବରୋଧ କଲେ ଚାଷି । ବିରମହାରାଜପୁର ବ୍ଲକ ହିଲୁଙ୍ଗ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ବିରମହାରାଜପୁର-ଚାରମାଲ ରାସ୍ତା ପଥରଘାଟଠାରେ ରାସ୍ତା ଅବରୋ

ସରପଞ୍ଚଙ୍କ ଦବଙ୍ଗଗିରି
ଅର୍ଗସ ବ୍ୟୁରୋ : ଢେଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତର ସରପଞ୍ଚଙ୍କ ଦବଙ୍ଗଗିରି । ସର୍ବସାଧାରଣରେ ଜଣେ ଡ୍ରାଇଭରଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ । ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ରବିବା

କଣ୍ଟେନରରୁ ୭୦ରୁ ଉର୍ଦ୍ଧ ଗୋରୁ ଉଦ୍ଧାର
ଢେଙ୍କାନାଳ ଟାଉନଥାନା ମହିଷାପାଟ ଜାତୀୟ ରାଜପଥରୁ ଗୋରୁଗାଡି ଜବତ । କଣ୍ଟେନରରୁ ୭୦ରୁ ଉର୍ଦ୍ଧ ଗୋରୁ ଉଦ୍ଧାର ।
#ArgusNews #CowSmuggling #seized #Dhenkanal

କଣ୍ଟେନର ଜବତ, 70ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
ଢେଙ୍କାନାଳ : ଢେଙ୍କାନାଳ ଟାଉନଥାନା ମହିଷାପାଟ ଜାତୀୟ ରାଜପଥରୁ ଗୋରୁଗାଡି ଜବତ କରାଯାଇଛି। କଣ୍ଟେନର ଗାଡିରେ ୭୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଛି। ବଜରଙ୍ଗ କ୍ଳବ ଓ ଟାଉନଥାନା ପୋଲିସ ସହଯୋଗରେ ଗାଡି ଜବତ କରାଯାଇଛି।
ସୁଚନ

ଭାରସ୍ୟାମ ହରାଇ କେନାଲକୁ ଖସିଲା ପିକନିକ୍ ବସ୍
ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ସିମିନଇ ନିକଟରେ ଭାରସ୍ୟାମ ହରାଇ କେନାଲକୁ ଖସିଲା ପିକନିକ୍ ବସ୍ । ବସ ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୦ ଜଣ ଆହତ ହୋଇଛନ୍ତି
#ArgusNews #Dhenkanala #BusMishap

ଦୁଇ ମୃତ, ୩୦ ଆହତ
ଢ଼େଙ୍କାନାଳ: ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ସିମିନଇ ନିକଟରେ ଭାରସ୍ୟାମ ହରାଇ କେନାଲକୁ ଖସିଲା ପିକନିକ୍ ବସ୍। ବସ ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୦ ଜଣ ଆହତ ହୋଇଛନ୍ତି। ମୃତକ ହେଲେ କେନ୍ଦ୍ରାପଡ଼

ବ୍ରିଜ୍ ତଳକୁ ଖସିଲା ବସ, ୨ ମୃତ
ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ସିମିନଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସ୍ୟାମ ହରାଇ କେନାଲକୁ ଖସିଲା ପିକନିକ୍ ବସ୍। ଦୁର୍ଘଟଣାରେ ୨ ମୃତ, ୩୦ ଆହତ ହୋଇଥିବା ସୂଚନା ମିଳିଛି।
#ArgusNews #BusAccident #Dhenkanal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁର୍ଘଟଣାରେ ଦୁଇ ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ସିମିନଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସ୍ୟାମ ହରାଇ କେନାଲକୁ ଖସିଲା ପିକନିକ୍ ବସ୍। ଦୁର୍ଘଟଣାରେ ୨ ମୃତ, ୩୦ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କ

ଢ଼େଙ୍କାନାଳ ନାଧେରା ଘାଟ ନିକଟରେ ଅଘଟଣ।
ଢ଼େଙ୍କାନାଳ ନାଧେରା ଘାଟ ନିକଟରେ ଅଘଟଣ।
କର୍ମଚାରୀଙ୍କ ସହ ବଣଭୋଜି କରି ଗାଧୋଉଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ଯାଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି
#ArgusNews #Dhenkanala #drowning

ନରହନ୍ତା ଦନ୍ତା ହାତୀ ଆକ୍ରମଣରେ୨ ବୃଦ୍ଧାଙ୍କ ମୃତ୍ୟୁ
ଢେଙ୍କାନାଳ : ଫରେଷ୍ଟ ସେକ୍ସନ ର ୨ ପୃଥକ ସ୍ଥାନ ରେ ନର ହନ୍ତା ଦନ୍ତା ହାତୀ ଆକ୍ରମଣରେ ୨ ଜଣ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଜଣେ ବୃଦ୍ଧ ହେଉଛନ୍ତି ଖାଲପାଳ ଗ୍ରାମର ଅଲେଖ ନାୟକ ଓ ଅନ୍ୟ ବୃଦ୍ଧା ଜଣକ ହେଉଛନ୍ତି ପରଜଙ୍ଗ ଗଣ୍ଡତଇଲା ଗ୍ରାମ

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ
ଢେଙ୍କାନାଳ : ଫରେଷ୍ଟ ସେକ୍ସନ, ଖାଲପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ସେହି ଗ୍ରାମର ଅଲେଖ ନାୟକ। ସୂଚନା ମୁତାବକ ଅଲେଖ ଘର ପଛ ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ, ଦନ୍ତା ହାତ

ଶିକ୍ଷକଙ୍କ ବଦଳିକୁ ବିରୋଧ
ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଢେଙ୍କାନାଳ ସୋଗରପଶି ୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖରେ ଦୀର୍ଘ ୬ଦିନ ହେବ ଧାରଣା ଦେଇଛନ୍ତି।
#ArgusNews #children #protest #Dhenkanal

ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ଫିଟିଲା ବାଟ
ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ଫିଟିଲା ବାଟ। ଉଭୟ ସମାଜ ମଧ୍ୟରେ ବସିଥିବା ବୈଠକରେ ବାହାରିଲା ମେଳା ପାଇଁ ବାଟ।
#ArgusNews #JorandaMela #meeting #Dhenkanal

ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ଫିଟିଲା ବାଟ
ଢ଼େଙ୍କାନାଳ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ଫିଟିଲା ବାଟ। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ବାହାରିଲା ନିର୍ଜାସ। ଉଭୟ ସମାଜ ମଧ୍ୟରେ ବସିଥିବା ବୈଠକରେ ମେଳା ପାଇଁ ବାଟ ଏକପ୍ରକାର ଫିଟିଛି।
#ArgusNews #Dhenkanal

ଯୋରନ୍ଦା ମାଘ ମେଳା ବିବାଦ ଘଟଣା, ଆଜି ପୁଣି ବସିବ ବୈଠକ
ଢେଙ୍କାନାଳ : ଢେଙ୍କାନାଳ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ବିବାଦ ଘଟଣା । ଏବେ ସୁଦ୍ଧା ମଧ୍ୟ ତିନି ଥର ବୈଠକ ଓ ଆଲୋଚନା ପରେ ବି ତୁଟିଲାନି ବିବାଦ । ଆଜି ପୁଣି ବସିବ ବୈଠକ । ଜିଲ୍ଲାପାଳ, ବିଧାୟକ, ଏସ୍ପିଙ୍