Prime Odisha @ 7 Pm
18 results found for "raigarh"

ଗରା, ବାଲ୍ଟି ରଖି ମହିଳାଙ୍କ ରାଜରାସ୍ତା ଅବରୋଧ
ଅର୍ଗସ ବ୍ୟୁରୋ: ପାଣି ପାଇଁ ତାତିଲେ ମହିଳା । ଗରା, ବାଲ୍ଟି ରଖି ମହିଳାଙ୍କ ରାଜରାସ୍ତା ଅବରୋଧ । ରାୟଗଡା ଜିଲ୍ଲା କରଲକାନ ପଞ୍ଚୟତର ଅଙ୍ଗୁରୁ ଗାଁରେ ଦେଖାଦେଇଛି ଜଳ ସଙ୍କଟ । ପ୍ରଚଣ୍ଡ ରୁଦ୍ର ତାପରେ ପିଇବା ପାଣି ପାଇଁ ଡହଳବିକ

ମୁଖ୍ୟ ରାସ୍ତାରେ ମାଓ ପୋଷ୍ଟର, ଗଛ ପକାଇ ରାସ୍ତା ଅବରୋଧ
ଅର୍ଗସ ବ୍ୟୁରୋ: ପୁଣି ନିଜ ଉପସ୍ଥିତି ଜାହିର କଲେ ଲାଲ୍ ବାହିନୀ । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା କଙ୍କାଳଗୁଡ଼ି ମୁଖ୍ୟ ରାସ୍ତା ବନ୍ଦ କରିବା ସହ ବ୍ୟାନର ପୋଷ୍ଟର ଲଗାଇଲେ ମାଓବାଦୀ । ରାସ୍ତା ବନ୍ଦ ଯୋଗୁ ତେଲେଙ୍ଗାପଦର ଛକର

ପରିବାରକୁ ଗ୍ରାସିଛି ଅଜଣା ରୋଗ
#ପରିବାରକୁ_ଗ୍ରାସିଛି_ଅଜଣା_ରୋଗ
ମା, ମୁଁ ବି ସ୍କୁଲ ଯିବି । ମୁଁ ବି ପାଠ ପଢିବି । କହ ମା, ମୁଁ କଣ ଆଉ ଭଲ ହେବିନି । ମୁଁ କଣ ଆଉ ପାଠ ପଢି ପାରିବିନି । ମୋର ସବୁ ସାଙ୍ଗପିଲାଙ୍କ ଭଳି ମୁଁ କଣ ଆଉ ଖେଳିପାରିବିନି ମା । । ଏ ହେଉଛି ଏ

ଟୋପାଏ ପାଣି ପାଇଁ ଡହଳବିକଳ ବଣ୍ଡାଘାଟିର ଲୋକେ
ଅର୍ଗସ ବ୍ୟୁରୋ : ବଣ୍ଡାଘାଟିରେ ଜଳ ଯନ୍ତ୍ରଣା । ଟୋପାଏ ପାଣି ପାଇଁ ଲୋକେ ଡହଳ ବିକଳ । ଝରଣା ପାଣି ପିଉଛନ୍ତି ଲୋକେ । କାରଣ କାଗଜକଲମରେ ଯାହା ଚାଲିଛି ଗ୍ରାଉଣ୍ଡରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ସରକାରଙ୍କ ପାଇପ ଯୋଗେ ପିଇବାପାଣ

ଗାଁଲୋକେ ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ମାରିଦେଲେ, ଖସି ପଳାଇଲେ ଦୁଇ ପୁଅ
ଅର୍ଗସ ବ୍ୟୁରୋ: ଗୁଣି ଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିକୁ ହତ୍ୟା କଲେ ଗାଁ ଲୋକେ। କୌଶଳକ୍ରମେ ଖସି ପଳାଇଲେ ଦୁଇ ପୁଅ। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରୁ

ନଦୀ ପାର ହେଉଥିଲେ, ହଠାତ ମାଡି ଆସିଲା ପାଣି
ଅର୍ଗସ ବ୍ୟୁରୋ: ମଝି ନଈରେ ଫସିଲେ ମାଆ ପୁଅ। ଅକାତକାତ ପାଣି ଭିତରେ ଫସି ରହିଛନ୍ତି ମାଆ ପୁଅ। ଏଭଳି ଛାତିଥରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚାୟତ ପୁଞ୍ଜାପାଇ ଗ୍ରାମରେ। ଗାଁର ନନ୍ଦିନୀ କାଡ୍ରାକା

କାଶୀପୁରରେ ପୁଣି ମୁଣ୍ଡ ନେଲା ଝାଡାବାନ୍ତି
ଅର୍ଗସ ବ୍ୟୁରୋ: କାଶୀପୁରରେ ପୁଣି ମୁଣ୍ଡ ନେଲା ଝାଡାବାନ୍ତି। ଥମୁନି ହଇଜା ମୃତ୍ୟୁର ତାଣ୍ଡବ। ଆଜି ଟିକରାପଡା ଗାଁରୁ ଆଉ ଜଣଙ୍କର ମୃତ୍ୟୁ। ଏହାକୁ ମିଶାଇ ୧୩ ଛୁଇଁଲା ମୃତ୍ୟୁ ସଂଖ୍ୟା।କାଶୀପୁର ବ୍ଲକର ୧୦ଟି ଗାଁରେ ହଇଜ

ରାୟଗଡ଼ା କାଶିପୁରରେ ଅଣାୟତ ଝାଡ଼ାବାନ୍ତି
ଅର୍ଗସ ବ୍ୟୁରୋ: ରାୟଗଡ଼ା କାଶିପୁରରେ ଅଣାୟତ ଝାଡ଼ାବାନ୍ତି। ଝାଡ଼ାବାନ୍ତି ନେଲା ଆଉ ଗୋଟିଏ ଜୀବନ। ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି। ମୃତକ ହେଲେ ଟିକିରି ଜାମୁଗୁଡାର ସୁନି ମାଝୀ। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିର

ଗ୍ରାଉଣ୍ଡରେ ସ୍ଥିତି ପରଖୁଥିଲେ ମନ୍ତ୍ରୀ, ଘେରିଗଲେ ଲୋକେ
ଅର୍ଗସ ବ୍ୟୁରୋ: ଗ୍ରାଉଣ୍ଡରେ ସ୍ଥିତି ପରଖିବା ବେଳେ ମନ୍ତ୍ରୀ ନବଦାସଙ୍କୁ ଘେରିଲେ ଲୋକେ। ଗୋଟିଏ ପଟେ ରାୟଗଡାରେ ଝାଡାବାନ୍ତି ମାଡି ଚାଲିଥିବା ବେଳେ ଆଜି ଗ୍ରାଉଣ୍ଡ ଭିଜିଟ୍ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ। ତେବେ ଏହି ସମୟର

ନବରଙ୍ଗପୁରରେ ବି ବ୍ୟାପିଲାଣି ଝାଡ଼ାବାନ୍ତି
ନବରଙ୍ଗପୁର: ରାୟଗଡ଼ା ପରେ ନବରଙ୍ଗପୁରରେ ବି ବ୍ୟାପିଲାଣି ଝାଡ଼ାବାନ୍ତି । ଝରିଗାଁ ବ୍ଲକ ପରେ ନନ୍ଦାହାଣ୍ଡି ବ୍ଲକରେ ବି ଝାଡ଼ାବାନ୍ତିର ଆତଙ୍କ ଦେଖାଦେଇଛି । ଝରିଗାଁ ବ୍ଲକ୍ ଚିତାବେଡ଼ା ପଞ୍ଚାୟତ ଡୁମରପଦର ଗାଁର ମନୁ ଭତ୍ରାଙ୍

ରାଇଘର ଫରେଷ୍ଟରଙ୍କ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ
ନବରଙ୍ଗପୁର ଜିଲ୍ଲା ରାଇଘର ଫରେଷ୍ଟରଙ୍କ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ । ଡିଏଫଓଙ୍କ ଦ୍ଵାରସ୍ଥ ହେଲେ ଖିଡିଙ୍ଗିଡ଼ିହି ବନ ସୁରକ୍ଷା ସମିତି ସଭାପତି ମଙ୍ଗଳୁ ଗଣ୍ଡ ଓ ଅନ୍ୟ ସଦସ୍ୟ ।
#Nabrangpur #Raigarh #Forester

ନଦୀରେ ବିପଦସଙ୍କୁଳ ଯାତ୍ରା
ବାଜିରେ ଲାଗିଛି ଜୀବନ । ଭରା ନଈ ଭିତରେ ପୋଲ ନ ଥିବାରୁ ଦୀର୍ଘ 40 ବର୍ଷ ଧରି ଅତି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଆଦିମ ଜନଜାତି ।
#Bridge #river #Roadproblem #Dangeroustravel #Raigarh #Odisha

ଖାଦ୍ୟ ଅନ୍ୱେଷଣରେ ଏବେ ଗାଁ ମୁହାଁ ହାତୀପଲ
ଅର୍ଗସ ବ୍ୟୁରୋ: ଖାଦ୍ୟ ଅନ୍ୱେଷଣରେ ଏବେ ଗାଁ ମୁହାଁ ହାତୀପଲ । ରାୟଗଡା ଗୁଣୁପୁର ବ୍ଳକ ଜଲତାର ପଞ୍ଚାୟତ ନିକଟରେ ଛ ଟିକିଆ ହାତୀପଲ ଦେଖିବାକୁ ମିଳିଛି । ଲୁଂଗୁରୁତାଲ ଓ ନୂଆଗାଁ ଅଞ୍ଚଳରେ ଏହି ହାତୀପଲ ଚଳପ୍ରଚଳ କରୁଥିବା ଦେଖିବାକ

୩ଟି ବିରଳ ପକ୍ଷୀ ଉଦ୍ଧାର, ଆଜି ବନ ବିଭାଗକୁ କରାଯିବ ହସ୍ତାନ୍ତର
ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଗୁଣୁପୁର ଜେଲପେଟା ଅଞ୍ଚଳରୁ ୩ଟି ବିରଳ ପକ୍ଷୀ ଉଦ୍ଧାର । କିଛି ବ୍ୟକ୍ତି ଗଛ କାଟୁଥିବା ବେଳେ ଗଛ କୋରଡରୁ ଏହି ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି ।
ସ୍ଥାନୀୟ ଲୋକେ ଏହି ପକ୍ଷୀମାନଙ୍କ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘରରେ ବଡ଼ ଧରଣର GST ଚଢାଉ
ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘରରେ ବଡ଼ ଧରଣର GST ଚଢାଉ । ଚଢାଉ ଦିନ ୧୦ରୁ ରାତି ୧୧ ଯାଏଁ ଜାରି ରହିଥିଲା । ଉମରକୋଟ ଓ ରାଇଘରରେ ଏଭଳି ଚଢାଉ ପ୍ରଥମ ଥର ହୋଇଛି । ଗାଡି ସ୍ପେୟାର ପାର୍ଟସ, ସୁନା ଦୋକାନ, ଲୁଗା ଦୋକାନ, ଟାୟାର ଦୋକାନର

ନର୍ଦ୍ଦମା ପାଣି ପାଇଁ ତୁମୁଳକାଣ୍ଡ, ଚାଲିଗଲା ଜଣଙ୍କ ଜୀବନ
ଅର୍ଗସ ବ୍ୟୁରୋ: ନର୍ଦ୍ଦମା ପାଣି ପାଇଁ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ହାତାହାତିରେ ଗଲା ଜଣଙ୍କ ଜୀବନ । ରାୟଗଡା ସଦର ବ୍ଲକ କୁମ୍ଭିକୋଟା ଗାଁର ହରିଜନ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ପଡୋଶୀ ଅଜୟ ଖୋସଲା ଓ ଗୋରେଖା ଖୋରାଙ୍