Videos
|
Sports

ଦିଲ୍ଲୀରେ ୨ୟ ଟି-୨୦, ବାଂଲାଦେଶକୁ ବିପକ୍ଷରେ ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ସେନା

Sangram Tripathy
Browse all articles by Sangram Tripathy
·1 year ago
ଦିଲ୍ଲୀରେ ୨ୟ ଟି-୨୦, ବାଂଲାଦେଶକୁ ବିପକ୍ଷରେ ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ସେନା

ଅର୍ଗସ ବ୍ୟୁରୋ:ବାଂଲାଦେଶକୁ ବିପକ୍ଷରେ ଆଜି ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ୩ଟି ମ୍ୟାଚ୍ ବିଶିଷ୍ଟ ସିରିଜର ୨ୟ ଟି-୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ,ଏହି ମ୍ୟାଚ୍ ଜିତି ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି ସୂର୍ଯ୍ୟ ସେନା। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଅକ୍ଟୋବର ୬ରେ ଖେଳାଯାଇଥିବା ମ୍ୟାଚକୁ ୧୧.୫ ଓଭରରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରି ୧-୦ରେ ଆଗକୁ ରହିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯, ସଞ୍ଜୁ ସାମସନଙ୍କ ୨୯ ରନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୩୯ ରନର ପାରି ଖେଳିଥିଲେ। ଭାରତ ଶିବମ୍‌ ଦୁବେଙ୍କ ସ୍ଥାନରେ ଦଳ ତିଳକ ବର୍ମାଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ସୁଯୋଗ ଦେବାରେ ସମ୍ଭାବନା ରହିଛି। ଅକ୍ଟୋବର ୧୨ବାଂଲାଦେଶ ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
2nd T20I in Delhi, Sun Army aiming to win the series against Bangladesh | Argus News