Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବ୍ରୋଞ୍ଜ ପଦକ ପାଇଁ ଭାଗ୍ୟ ପରୀକ୍ଷା କରିବେ ଲକ୍ଷ୍ୟ

Smruti Parija
Browse all articles by Smruti Parija
·1 year ago
ବ୍ରୋଞ୍ଜ ପଦକ ପାଇଁ ଭାଗ୍ୟ ପରୀକ୍ଷା କରିବେ ଲକ୍ଷ୍ୟ

ଅର୍ଗସ ବ୍ୟୁରୋ: ସେମିରେ ହାରିଲେ ଲକ୍ଷ ସେନ୍‌ । ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍‌ । ଭିକ୍ଟର ଆକ୍ସେଲସେନଙ୍କ ବିପକ୍ଷରେ ଲଢ଼େଇ କରି ହାରିଲେ । ପ୍ରଥମ ଓ ଦ୍ବିତୀୟ ସେଟ୍‌ରେ ପ୍ରାରମ୍ଭିକ ଅଗ୍ରଣୀ ସତ୍ତ୍ବେ ହାରିଲେ । ବ୍ରୋଞ୍ଜ ପଦକ ପାଇଁ ଭାଗ୍ୟ ପରୀକ୍ଷା କରିବେ ଲକ୍ଷ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lakh sen lost in semifinals | Argus News