Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଜିମ୍ବାୱେ ବିପକ୍ଷରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

Ritu Das
Browse all articles by Ritu Das
·2 years ago
ଜିମ୍ବାୱେ ବିପକ୍ଷରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ଅର୍ଗସ ବ୍ୟୁରୋ: ହରାରେ ସ୍ପୋର୍ଟ୍ସ କ୍ଲବ ଠାରେ ରବିବାର ଖେଳାଯାଉଥିବା ଭାରତ- ଜିମ୍ବାଓ୍ବେ ଦ୍ବିତୀୟ ଟି-୨୦ରେ ଜିମ୍ବାଓ୍ବେକୁ ୧୦୦ରନରେ ପରାସ୍ତ କରି ପ୍ରଥମ ପରାଜୟର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ। ଜିମ୍ବାଓ୍ବେ ଆଗରେ ୨୩୫ ରନର ବିଜୟଲକ୍ଷ୍ୟ ଥିବାବେଳେ ଦଳ ୧୮.୪ ଓଭରରେ ୧୩୪ ରନ କରି ଅଲଆଉଟ ହୋଇଯାଇଥିଲା। 

ଏହି ମ୍ୟାଚରେ ଭାରତ ପକ୍ଷରୁ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୪୬ ବଲରୁ ଶତକ ହାସଲ କରିଛନ୍ତି । ସେହିପରି ରିଙ୍କୁ ସିଂ ବି ଧୂଆଁଧାର ବ୍ୟାଟିଂ କରିଥିଲେ । ସେ ୨୨ ବଲରୁ ୪୮ ରନ କରିଥିଲେ । ଏହାସହ ଗାଏକ୍ୱାର୍ଡଙ୍କ ୭୭ ରନର ଇଂନିସ ଯୋଗୁଁ ଭାରତ ୨୦ ଓଭରରେ ୨ ୱିକେଟ ହରାଇ ୨୩୪ ରନର ବିଶାଳ ସ୍କୋର କରିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Abhishek Sharma's | Argus News