Videos
|
Sports

ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି

Ritu Das
Browse all articles by Ritu Das
·1 year ago·1 min read
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି

ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ କ୍ରମାଗତ ୬ଟି ବିଜୟ ପରେ ନ୍ୟୁଜିଲାଣ୍ଡଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

 

ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ, କରଓ୍ବାଚୌଥ୍‌  ୨୦୨୪ ଅବସରରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ମୁମ୍ବାଇର କୃଷ୍ଣ ଦାସ କୀର୍ତ୍ତନରେ ଅଂଶଗ୍ରହଣ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କରଓ୍ବାଚୌଥ୍‌ ଅବସରରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ମୁମ୍ବାଇରେ ଏକାଠି ଦେଖିବାକୁ ମିଳିଥିଲା, କିନ୍ତୁ ଏଥର କରଓ୍ବାଚୌଥ ଉପବାସ ପାଳନ କରିବା ପରିବର୍ତ୍ତେ ସେମାନେ ଏକ ବିଶେଷ ପୂଜାରେ ଭାଗ ନେଇଥିଲେ। ସୂଚନାନୁସାରେ, ବିରାଟ ଏବଂ ଅନୁଷ୍କା ଏଥିରେ ପ୍ରସିଦ୍ଧ କୃଷ୍ଣ ଦାସ କୀର୍ତ୍ତନ ଥିଲେ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିବ, ଅନୁଷ୍କା ଏକ ସୁନ୍ଦର ଧଳା ପୋଷାକରେ ନଜର ଆସିଥିବାବେଳେ ବିରାଟ କାଜୁଆଲ ପୋଷାକ ପିନ୍ଧିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର