Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଶାହିନଙ୍କୁ ହଟାଇ ବାବରଙ୍କୁ ପୁଣି ମିଳିଲା ଅଧିନାୟକ ଦାୟିତ୍ୱ

Ritu Das
Browse all articles by Ritu Das
·2 years ago
ଶାହିନଙ୍କୁ ହଟାଇ ବାବରଙ୍କୁ ପୁଣି ମିଳିଲା ଅଧିନାୟକ ଦାୟିତ୍ୱ

ଅର୍ଗସ ବ୍ୟୁରୋ: ସାହିନ୍ ହଟିଲେ, ବାବର ଫେରିଲେ । ପୁଣିଥରେ ପାକିସ୍ତାନ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହେଇଛନ୍ତି ବାବର ଆଜମ୍ । ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଘୋଷଣା କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ତେବେ କିନ୍ତୁ ପାକିସ୍ତାନ ଟେଷ୍ଟ ଟିମର କମାଣ ଶାନ ମସୁଦଙ୍କ ହାତରେ ରହିବ ବୋଲି ବୋର୍ଡ ସ୍ପଷ୍ଟ କରିଛି। 

ଗତ ଦିନିକିଆ ବିଶ୍ୱକପ୍ ପରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିଦେଇଥିଲେ ବାବର  ଆଜମ। ହେଲେ ଟି-୨୦ ବିଶ୍ୱକପ୍ ପୂର୍ବରୁ ତାଙ୍କୁ ପୁଣିଥରେ ଦଳର ଅଧିନାୟକ ଦାୟିତ୍ୱ ଦେଇଛି ବୋର୍ଡ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-shaheens | Argus News