Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ତୀରନ୍ଦାଜି: କ୍ୱାର୍ଟରରୁ ବିଦା ମହିଳା ଓ ପୁରୁଷ ଦଳ 

Sangram Tripathy
Browse all articles by Sangram Tripathy
·1 year ago
ତୀରନ୍ଦାଜି: କ୍ୱାର୍ଟରରୁ ବିଦା ମହିଳା ଓ ପୁରୁଷ ଦଳ 

 

ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲମ୍ପିକ୍ସରେ ଦୀର୍ଘ ୩୬ ବର୍ଷ ହେଲା ତୀରନ୍ଦାଜିରୁ ପଦକ ଆଶା ରଖିଥିବା ଭାରତକୁ ଲାଗିଛି ଝଟକା। ପ୍ରଥମେ ମହିଳା ତୀରନ୍ଦାଜି ଟିମ୍ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଥିଲେ,ପରେ ପୁରୁଷ ଟିମ ମଧ୍ୟ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି।

ତୁର୍କୀ ଠାରୁ ୬-୨ରେ ହାରି ପଦକ ରେସ୍‌ରୁ ଆଉଟ ହୋଇଯାଇଛି ଭାରତ। ପ୍ରବୀଣ ଯାଦବ, ଧୀରଜ ଓ ତରୁଣଦୀପ ରାୟଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ଶେଷରେ ନିରାଶ କରିଛନ୍ତି।କ୍ରୀଡ଼ୀପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Archery: Women's and men's teams from the quarters | Argus News