Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sports News / ଆର୍ଜେଣ୍ଟିନା ଜିତିବ ବୋଲି ଷ୍ଟାଡିୟମ୍‌କୁ ଯିବେନି ରାଷ୍ଟ୍ରପତି

Rashmita Mishra
Browse all articles by Rashmita Mishra
·1 hour ago·2 min read
ଆର୍ଜେଣ୍ଟିନା ଜିତିବ ବୋଲି ଷ୍ଟାଡିୟମ୍‌କୁ ଯିବେନି ରାଷ୍ଟ୍ରପତି
Sports News

Key Points

‘ଲକି ଜ୍ୟାକେଟ୍’ ପାଇଁ ଫାଇନାଲକୁ ଯିବେନି ରାଷ୍ଟ୍ରପତି
ଆର୍ଜେଣ୍ଟିନା ଜିତିବ ବୋଲି ଷ୍ଟାଡିୟମ୍‌କୁ ଯିବେନି ମିଲେଇ
ରାଷ୍ଟ୍ରପତିଙ୍କ ଅଜବ ବିଶ୍ୱାସ ଜ୍ୟାକେଟ୍ ଆଣିବ ବିଜୟ !
ଫାଇନାଲଠୁ ବଡ଼ ମିଲେଇଙ୍କ ‘ଲକି ଜ୍ୟାକେଟ୍’ 

ବିଜ୍ଞାନ ଓ ଆଧୁନିକତାର ଯୁଗରେ ମଧ୍ୟ ଅନ୍ଧବିଶ୍ୱାସ ଓ ଭାଗ୍ୟବିଶ୍ୱାସର ପ୍ରଭାବ କେତେ ଗଭୀର, ତାହାର ଏକ ଚର୍ଚ୍ଚିତ ଉଦାହରଣ ହୋଇଛନ୍ତି ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର ମିଲେଇ । ଫିଫା ବିଶ୍ୱକପ୍ ଫାଇନାଲରେ ଦେଶକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମକୁ ନଯାଇ, ‘ଲକି ଜ୍ୟାକେଟ୍’ ଓ ପୂର୍ବରୁ ଚାଲିଆସୁଥିବା ବିଶ୍ୱାସକୁ ଅଟୁଟ ରଖିବାକୁ ସେ ନେଇଥିବା ନିଷ୍ପତ୍ତି ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମାନବ ସମାଜ ଯେତେ ଆଧୁନିକ ହେଲେ ମଧ୍ୟ ଅନ୍ଧବିଶ୍ଵାସରୁ ଆର୍ଜେଣ୍ଟିନା ଭଳି ଏକ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଜାଭିୟର ମିଲେଇ ମୁକୁଳିପାରି ନାହାନ୍ତି । ନୁୟର୍କ-ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମ୍‌ରେ ରବିବାର ସ୍ପେନ୍ ସହ ଆର୍ଜେଣ୍ଟିନା ଚଳିତଥରର ଫିଫା ବିଶ୍ବକପ୍ ଫାଇନାଲ ଖେଳିବ । ଏହି ମ୍ୟାଚ୍ ଦେଖ‌ିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍‌ଙ୍କ ସହ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଳେଇ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଟ୍ରୋ "ମେଟଳାଇଫ" ଷ୍ଟାଡିୟମରେ । 

ସାଜଙ୍କୁ ଫିଫା ସଭାପତି ଫାଇନାଲ ମ୍ୟାଚରେ ଅତିଥିଭାବେ ଉପସ୍ଥିତ ଜିଆନି ଇନ୍‌ଫାଣ୍ଟିନୋ ନିମନ୍ତ୍ରଣ ରହି ପୁରସ୍କାର ପ୍ରଦାନ କରିବେ ବୋଲି ଫିଫା କରିଥିଲେ । ଟ୍ରମ୍ପଙ୍କ ସହ ଘନିଷ୍ଠତା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫାଇନାଲରେ ଟ୍ରମ୍ ସତ୍ତ୍ବେ ଫାଇନାଲ ଖେଳ ଦେଖ‌ିବା । ଅତିଥି ହେବାକୁ କିଛି ବିରୋଧ କରିଛନ୍ତି । କିନ୍ତୁ ଲାଗି ମିଲେଇ ଆସିବେ ନାହିଁ ୨୦୧୮ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ବୋଲି ଜଣାଇଦେଇଥିଲେ ।

କିନ୍ତୁ ୨୦୨୨ରେ କତାର ଅମୀର ଶେଖ ତାମିମ ବିନ୍ ଟ୍ରମ୍ପଙ୍କ ସହ ଖରାବ ସମ୍ପର୍କ ସତ୍ତ୍ଵେ ହମାଦ ଅଲି ଥାନି ଫିଫା ସଭାପତିଙ୍କ ସହ ସ୍ପେନ୍ ପ୍ରଧାନମନ୍ତ୍ରୀ ସାଜ୍ ପୁରସ୍କାର ପ୍ରଦାନ କରିଥିଲେ । ଫାଇନାଲ ଖେଳ ଦେଖିବାକୁ ଆସିବେ ବୋଲି କାହିଁକି ଆସିବେନି ଆର୍ଜେଣ୍ଟିନା ରାଷ୍ଟ୍ରପତି ସମ୍ମତି ଜଣାଇଛନ୍ତି । ମିଲେଇଙ୍କ ଅନୁପସ୍ଥିତିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍, ସ୍ପେନ୍ ପ୍ରଧାନମନ୍ତ୍ରୀ ସାଜ୍ ଓ ଫିଫା ସଭାପତି ଇନ୍‌ଫାଣ୍ଟିନୋ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାମିୟର ମିଲେଇ ନ ଆସିବାର କାରଣ ସମ୍ପର୍କରେ ସେ ଆର୍ଜେଣ୍ଟିନା ।

ରେଡିଓକୁ ଦେଇଥ‌ିବା ସାକ୍ଷାତକାରରେ କହିଥିଲେ । ସେ ତାଙ୍କ ପ୍ରେସିଡେନ୍ସିଲ ସୁଇଟ୍‌ରେ ଆର୍ଜେଣ୍ଟିନା ଖେଳିଥିବା ୭ଟି ଯାକ ମ୍ୟାଚ୍ ଗୋଟିଏ ନିର୍ଦ୍ଦିଷ୍ଟ ଜ୍ୟାକେଟ୍ ପିନ୍ଧି ଦେଖୁଥିଲେ । ଏହି ସବୁ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି । ଏଣୁ ବିଜୟ ଧାରା ଅବ୍ୟାହତ ରଖିବା ଲାଗି ମିଲେଇ ତାଙ୍କ ସ୍ଵତନ୍ତ୍ର ଜ୍ୟାକେଟ ପିନ୍ଧି ପ୍ରେସିଡେନ୍ସିଆଲ ସୁଇଟ୍‌ରେ ଫାଇନାଲ ଖେଳ ଦେଖିବାକୁ ନିଷ୍ପତ୍ତି ନେଇଥ‌ିବା କହିଛନ୍ତି । ଏଣୁ ସେ ଫିଫା ସଭାପତି ଇନ୍‌ଫାଣ୍ଟିନୋଙ୍କ ଅନୁରୋଧ ରକ୍ଷା କରିପାରିବେ ନାହିଁବୋଲି କହିଛନ୍ତି । ରାଷ୍ଟ୍ରପତି ପୂର୍ବରୁ ଆର୍ଜେଣ୍ଟିନା ଦଳକୁ ସାକ୍ଷାତ କଲେ ଦଳ ପରାଜିତ ହେବାର ନଜିର ମଧ୍ୟ ରହିଛି ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored