|
logo
Live

Argus News - ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ 25 ତାରିଖ ଯାଏ ଖେଳାଯିବ ହକି

Sports

ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ 25 ତାରିଖ ଯାଏ ଖେଳାଯିବ ହକି

Banajyotshna Ray
Browse all articles by Banajyotshna Ray
·1 year ago
ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ 25 ତାରିଖ ଯାଏ ଖେଳାଯିବ ହକି

ଭୁବନେଶ୍ୱର:  ଆଜିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଯାଉଛି ଏଫଆଇଏଚ ପ୍ରୋ ଲିଗ । ଚଳିତ ବର୍ଷ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ 25 ତାରିଖ ଯାଏ ଉଭୟ ପୁରୁଷ ଏବଂ ମହିଳା ଦଳକୁ ନେଇ ଖେଳାଯିବ। ମ୍ୟାଚ ପୂର୍ବରୁ ଭାରତ, ଇଂଲଣ୍ଡ, ସ୍ପେନ ଦଳ ସାମ୍ବାଦିକ ସମିଳନୀ କରି ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ବିଶେଷ କରି ରିଓରେ ଭାରତୀୟ ଦଳର ଯେଉଁଭଳି ପ୍ରଦର୍ଶନ ରହିଥିଲା ତାକୁ ପୁଣି ଥରେ ହକି ପଡିଆରେ ଜାରି ରଖିବ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ । ହକି ଦେଖିବା ପାଇଁ ଖେଳ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ 25 ତାରିଖ ଯାଏ ଖେଳାଯିବ ହକି | Argus News