ହାତ ଟେକିଦେଲା ବାଂଲାଦେଶ, ୧୪୯ରେ ଅଟକିଲା,ବୁମରାଙ୍କୁ ୪ ୱିକେଟ୍
·1 year ago

ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଚାଲିଥିବା ଭାରତ-ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ରୋଟକ ମୋଡ ଦେଖିବାକୁ ମିଳିଛି,ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା,ଭାରତ ପ୍ରଥମ ଇଂନିସରେ ୩୭୬ ରନରେ ଅଟକିଲା,୩୯ଏବଂ ଜୟସ୍ୱାଲ ୫୬,ପନ୍ତ ୩୯, ଅଶ୍ବିନ ୧୧୩ ,ଜାଡେଜା ୮୬ ରନ୍ କରିଥିଲେ,ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ବାଂଲାଦେଶ ୧୪୯ ରନକରି ସମସ୍ତ ୱିକେଟ୍ ହରାଇଥିଲା,ସାକିବ ଅଲ ହାସନ ସର୍ବାଧିକ ୩୨ ରନ କରିଥିଲେ,ଭାରତ ପକ୍ଷରୁ ବୁମରାଙ୍କୁ ସର୍ବାଧିକ ୪ଟି ୱିକେଟ୍ ମିଳିଥିବାବେଳେ ସିରାଜ,ଆକାଶ ଦୀପ,ଜାଡେଜାଙ୍କୁ ମିଳିଛି ୨ଟି ଲେଖାଏଁ ୱିକେଟ୍ । ଭାରତ ଖବର ଲେଖାଯିବା ସୁଦ୍ଧା ୨୫୦ ରନ୍ ଆଗରେ ରହିଥିଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: