ରଣଜୀ ଟ୍ରଫି ପାଇଁ ଗ୍ରୁପ୍ ଘୋଷଣା କଲା ବିସିସିଆଇ
·1 year ago

ଅର୍ଗସ ବ୍ୟୁରୋ:ଅକ୍ଟୋବର ୧୧ରୁ ଖେଳାଯିବ ରଣଜୀ ଟ୍ରଫି ଏନେଇ ଗ୍ରୁପ୍ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଆଗାମୀ ରଣଜୀ ଟ୍ରଫି ୨୦୨୪-୨୫ ପାଇଁ ଏଲିଟ୍ ଗ୍ରୁପ୍ ଓ ପ୍ଲେଟ୍ ଗ୍ରୁପରେ ସ୍ଥାନ ପାଇଛନ୍ତି ୩୮ଟି ଟିମ୍ । ଏହି ଟିମକୁ ୬ଟି ଏଲିଟ୍ ଗ୍ରୁପ ଓ ୧ଟି ପ୍ଲେଟ୍ ଗ୍ରୁପରେ ବଣ୍ଟନ କରାଯାଇଛି।ଅନ୍ୟ ୬ଟି ଟିମ୍ ଗୋଟିଏ ପ୍ଲେଟ୍ ଗ୍ରୁପ ଅଧିନରେ ରହିଛନ୍ତି । ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ବିସିସିଆଇ ନିଜର ଅଫିସିଆଲ ମିଡ଼ିଆ ହ୍ୟାଲେଣ୍ଡରେ ଏନେଇ ଏକ ପୋଷ୍ଟ ସେୟାର କରିଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: