Hardik Punishment / ହାରିଲା ମୁମ୍ବାଇ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ
·1 hour ago·2 min read

Key Points
ଗତକାଲି ମ୍ୟାଚରେ କମବ୍ୟାକ୍ କରିଥିଲେ ହାର୍ଦ୍ଦିକ
କମବ୍ୟାକ୍ ମ୍ୟାଚରେ ବି ହେଲେ ହଟହଟା
ଟିମ ହାରିଲା, ବଡ଼ ଆକ୍ସନ ନେଲା BCCI
କମବ୍ୟାକ୍ ମ୍ୟାଚରେ ବି ହେଲେ ହଟହଟା
ଟିମ ହାରିଲା, ବଡ଼ ଆକ୍ସନ ନେଲା BCCI
ଗତାକଲି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଏକ ପରାଜୟର ସାମ୍ନା କରିଛି । ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ KKR 4 ୱିକେଟରେ ବିଜୟୀ ହୋଇଛି । ଏହି ମ୍ୟାଚରେ ମୁମ୍ବାଇ ପାଇଁ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟାବର୍ତ୍ତନ କରୁଥିଲେ, କିନ୍ତୁ ତାଙ୍କର ପ୍ରଦର୍ଶନ ପ୍ରଭାବଶାଳୀ ନଥିଲା । ଗୋଟିଏ ପଟେ ଦଳ ହାରିଥିବାବେଳେ ଏପଟେ BCCI ହାର୍ଦ୍ଦିକଙ୍କ ଉପରେ ଜରିମାନା ଲଗାଇଛି । KKR ବିପକ୍ଷରେ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଏକ ଭୁଲ ହାର୍ଦ୍ଦିକଙ୍କୁ ମହଙ୍ଗା ପଡ଼ିଛି ।
ପଢନ୍ତୁ ଏହି ଖବର: ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ
କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୬ରେ ନବମ ମ୍ୟାଚ୍ ଖେଳିଥିଲେ । ଏହି ୯ଟି ମ୍ୟାଚ୍ ମଧ୍ୟରେ ତାଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୨ଟି ମ୍ୟାଚ୍ ଜିତିପାରିଛି । ଏହି ୯ଟି ମ୍ୟାଚରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ବିଷୟରେ କହିଲେ, ସେ ୧୭୨ ରନ କରିଥିବାବେଳେ ମୋଟ ୪ଟି ୱିକେଟ୍ ନେଇଛନ୍ତି ।
- କାହିଁକି ରାଗିଗଲେ ହାର୍ଦ୍ଦିକ ପାଣ୍ଡ୍ୟା ?
STORY | Pandya fined 10% of match fee, handed one demerit point for knocking bails off
— Press Trust of India (@PTI_News) May 21, 2026
Mumbai Indians captain Hardik Pandya has been fined 10 per cent of his match fee and handed one demerit point for abuse of cricket equipment after he forcefully knocked the bails of the wicket… pic.twitter.com/wQMMSvzZ9U
- ପୁଣି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
ପଢନ୍ତୁ ଏହି ଖବର: ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ
କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୬ରେ ନବମ ମ୍ୟାଚ୍ ଖେଳିଥିଲେ । ଏହି ୯ଟି ମ୍ୟାଚ୍ ମଧ୍ୟରେ ତାଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୨ଟି ମ୍ୟାଚ୍ ଜିତିପାରିଛି । ଏହି ୯ଟି ମ୍ୟାଚରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ବିଷୟରେ କହିଲେ, ସେ ୧୭୨ ରନ କରିଥିବାବେଳେ ମୋଟ ୪ଟି ୱିକେଟ୍ ନେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories