IPL Update / ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ହାଇଭୋଲଲଟେଜ ମ୍ୟାଚ କିପରି ଲାଇଭ ଦେଖିବେ ଜାଣନ୍ତୁ…
·3 months ago·2 min read

Key Points
ଆସନ୍ତାକାଲି ସନ୍ଧ୍ୟାରେ ଚଳିତବର୍ଷର ହାଇଭୋଲଟେଜ ମ୍ୟାଚ। ଗୋଟିଏ ବର୍ଷର ଅପେକ୍ଷା ପରେ ଶନିବାର ବାଜିବ ଆଇପିଏଲ ବିଗୁଲ। ପୁଣି ପ୍ରଥମ ମ୍ୟାଚ ଅଛି ଆରସିବିର।
ଆସନ୍ତାକାଲି ସନ୍ଧ୍ୟାରେ ଚଳିତବର୍ଷର ହାଇଭୋଲଟେଜ ମ୍ୟାଚ। ଗୋଟିଏ ବର୍ଷର ଅପେକ୍ଷା ପରେ ଶନିବାର ବାଜିବ ଆଇପିଏଲ ବିଗୁଲ। ପୁଣି ପ୍ରଥମ ମ୍ୟାଚ ଅଛି ଆରସିବିର। କୋହଲିଙ୍କୁ ଫ୍ୟାନ୍ସ ଦେଖିବାକୁ ପୁରା ଏକ୍ସାଇଟେଡ ଅଛନ୍ତି। IPL 2026 ସିଜିନର ପ୍ରଥମ ମ୍ୟାଚ୍ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରୁଥିବା ବେଳେ, SRH ମଧ୍ୟ ଦମ୍ଦାର ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।
ଇଣ୍ଡିଆନ ପ୍ରିମିୟର ଲିଗ୍ 2026 ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ମାର୍ଚ୍ଚ 28ରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ବାଙ୍ଗାଲୋର ଏବଂ ହାଇଦ୍ରାବାଦ ପରସ୍ପରକୁ ଭେଟିବ। ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଫ୍ୟାନ୍ସ ମଧ୍ୟ ଏକ ରୋମାଞ୍ଚକର ମ୍ୟାଚ୍ ହେବାନେଇ ଆଶା ରଖିଛନ୍ତି।
ଏହାସହ ପଢ଼ନ୍ତୁ: IPL 2026 ଦ୍ୱିତୀୟ ପର୍ଯ୍ୟାୟ ସୂଚୀ ଘୋଷଣା କଲା BCCI...୫୦ ମ୍ୟାଚ୍ରେ ହେବ ଦେଶବ୍ୟାପୀ ଧମାକା
RCB ବିରାଟ କୋହଲିଙ୍କ ଉପସ୍ଥିତି ସହିତ ଦଳର ବ୍ୟାଟିଂ ଲାଇନ ଅପ୍ ଶକ୍ତିଶାଳୀ କରିଛି। ଯାହାର ନେତୃତ୍ୱ ଷ୍ଟାର ବ୍ୟାଟର ରଜତ ପାଟିଦାର ନେଉଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଏହି ସିଜନରେ ନୂତନ ପରିବର୍ତ୍ତନ ସହିତ ମଇଦାନକୁ ଓହ୍ଲାଇବ। ନିୟମିତ ଅଧିନାୟକ ପ୍ୟାଟ କମିନ୍ସ ଉପଲବ୍ଧ ନ ଥିବାରୁ ଇଶାନ କିଷାନ ସିଜନରେ ଦଳର ଅଧିନାୟକ ରହିବେ। ଗତ ସିଜନ ଦଳ ପାଇଁ ବିଶେଷ ଭଲ ନ ଥିଲା, ତେଣୁ ହାଇଦ୍ରାବାଦ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।
IPL 2026ର ପ୍ରଥମ ମ୍ୟାଚ ଶନିବାର, ମାର୍ଚ୍ଚ 28 ତାରିଖରେ ଖେଳାଯିବ। ମ୍ୟାଚ ସା 7:30ରେ ଆରମ୍ଭ ହେବ। ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଟିଭିରେ ସିଧା ପ୍ରସାରିତ ହେବ। ପ୍ରଶଂସକମାନେ ଜିଓ ହଟଷ୍ଟାର ଆପ୍ ଏବଂ ୱେବସାଇଟ ମାଧ୍ୟମରେ ମୋବାଇଲ ଏବଂ ଅନ୍ଲାଇନ ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।
ଆରସିବି ଦଳ
ରଜତ ପାଟିଦାର(ଅଧିନାୟକ), ବିରାଟ କୋହଲି, ଟିମ ଡେଭିଡ, ଯାଦବ ବେଥେଲ, ରୋମାରିଓ ଶେଫର୍ଡ, ଜୋଶ ହାଜଲେଉଡ, ନୁୱାନ ଥଶାରା, ଦେବଦତ୍ତ ପାଦିକଲ, ଜିତେଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ରାଶିଖ ଦାର, ଭୁବନେଶ୍ୱର କୁମାର, ଜୋର୍ଡାନ କକ୍ସ, ସୁଖଶ ଶର୍ମା, ଭେଙ୍କଟେଶ ସିଂ, ଭେଙ୍କଟେଶ ଆୟର, ଅଭିନନ୍ଦନ ସିଂ, ମଙ୍ଗେଶ ଯାଦବ, ଫିଲ ସଲ୍ଟ, ସାତ୍ତ୍ବିକ ଦେଶୱାଲ, ବିକି ଓଷ୍ଟୱାଲ, ଭିହାନ ମଲହୋତ୍ରା।
ହାଇଦ୍ରାବାଦ ଦଳ
ଇଶାନ କିଷାନ(ଅଧିନାୟକ), ହେନରିଚ କ୍ଲାସେନ, ଅଭିଷେକ ଶର୍ମା, ଟ୍ରାଭିସ ହେଡ୍, ଅନିକେତ ବର୍ମା, ସ୍ମରଣ ରବିଚନ୍ଦ୍ରନ, ସାଲେଲ ଆରୋରା, ନୀତୀଶ କୁମାର ରେଡ୍ଡୀ, ପ୍ୟାଟ କମିନ୍ସ, ଲିଆମ ଲିଭିଙ୍ଗଷ୍ଟୋନ, କାମିଣ୍ଡୁ ମେଣ୍ଡିସ, କ୍ରେନ୍ସ ଫୁଲେଟ୍ରା, ବ୍ରାଇଡେନ କାର୍ସେ, ପ୍ରଫୁଲ୍ଲ ହିଙ୍ଗେ, ସାକିବ ହୁସେନ ମାଭି, ହର୍ଷଲ ପଟେଲ, ଇଶାନ ମାଲିଙ୍ଗା, ଡେଭିଡ ପାଏନ, ହର୍ଷ ଦୁବେ, ଅମିତ କୁମାର, ଜିଶାନ ଅନସାରୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories