Videos
|
Sports

କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

Smruti Parija
Browse all articles by Smruti Parija
·1 year ago·1 min read
କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

Key Points

ଅବସର ନେଲେ ଚେତେଶ୍ୱର ପୂଜାରା

କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇ କଲେ ଘୋଷଣା

ଭାରତର ଭେଟେରାନ୍ କ୍ରିକେଟର୍ ଚେତେଶ୍ୱର ପୂଜାରା

କ୍ରିକେଟ୍ ରୁ ଅବସର ନେଲେ ଚେତେଶ୍ୱର ପୂଜାରା । କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ପୂଜାରା । ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି । ଭାରତର ଭେଟେରାନ୍ କ୍ରିକେଟର୍ ଚେତେଶ୍ୱର ପୂଜାରା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏନେଇ ଚେତେଶ୍ୱର ପୂଜାରା ଏକ୍ସପେ ଏକ ଭାବ ଭରା ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ଭାରତୀୟ ଜର୍ସି ପିନ୍ଧି, ଜାତୀୟ ସଙ୍ଗୀତ ଗାଇ, ଏବଂ ପ୍ରତ୍ୟେକ ଥର ପଡ଼ିଆରେ ପାଦ ଦେବା ସମୟରେ ମୋର ସର୍ବୋତ୍ତମ ଚେଷ୍ଟା କରିଛି । ମୋର ବେଷ୍ଟ୍ ଦେଇଛି । କ୍ରିକେଟ ମୋ ପାଇଁ କଣ ତାହା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । କିନ୍ତୁ ସବୁ ଭଲ ଜିନିଷର ଅନ୍ତ ହେବା ଆବଶ୍ୟକ । ଅତ୍ୟନ୍ତ କୃତଜ୍ଞତାର ସହିତ ମୁଁ ସମସ୍ତ ପ୍ରକାରର ଭାରତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି ।

cheteshwar-pujara-announces-retirement-from-all-forms-of-indian-cricket-argus-news | Argus News