Hardik Pandya / ଚାଲିଛି ମ୍ୟାଚ୍: ମନ୍ଦିରରେ ନଜର ଆସିଥିଲେ ହାର୍ଦ୍ଦିକ-ମାହିକା, ହେଲେ କାହିଁକି ?
·6 months ago·2 min read

Key Points
ମ୍ୟାଚ୍ ପୂର୍ବରୁ ଗଣପତିଙ୍କ ଦରବାରରେ କ୍ରିକେଟର
ପ୍ରେମିକାଙ୍କ ସହ ମିଶି ଏମିତି କଲେ ହାର୍ଦ୍ଦିକ
ଭାଇରାଲ ହେଉଛି ଭିଡିଓ
ପ୍ରେମିକାଙ୍କ ସହ ମିଶି ଏମିତି କଲେ ହାର୍ଦ୍ଦିକ
ଭାଇରାଲ ହେଉଛି ଭିଡିଓ
ପୁଣି ଏକାଠି ନଜର ଆସିଲେ ହାର୍ଦ୍ଦିକ ଓ ମାହିକା। ସେ ପୁଣି ଗଣପତିଙ୍କ ମନ୍ଦିରରେ। ଆଜି ଚାଲିଛି ଦ୍ୱିତୀୟ ସେମି ମୁକାବିଲା । ମୁହାଁମୁହିଁ ହୋଇଛନ୍ତି ଭାରତ-ଇଂଲଣ୍ଡ । ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଆଜିର ଦିନଟି ବେଶ୍ ଖାସ୍ । ICC ପୁରୁଷ ବିଶ୍ୱକପ୍ T୨୦ ସେମିଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟର ଭଗବାନଙ୍କ ଆର୍ଶୀବାଦ ନେଇଥିଲେ । ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି କରିଛନ୍ତି । ତେବେ ଏସବୁ ଭିତରେ ଦୃଷ୍ଟି ଆକର୍ଷଣ କରିଥିଲା ଗୋଟିଏ କଥା । ତାହା ହେଉଛି ଗୋଟିଏ ସ୍ଥାନରେ ନଜର ଆସିଥିଲେ ଲଭବାର୍ଡ । ମାହିକା ଓ ହାର୍ଦ୍ଦିକଙ୍କ ବେକରେ ଥିଲା ଗୋଲଡେନ୍ ରଙ୍ଗର ଶାଲ୍ । ଉଭୟ ସମାନ ମେରୁନ୍ ରଙ୍ଗର ପୋଷାକ ପିନ୍ଧିଥିଲେ ।
ତେବେ କପଲ୍ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ରିକେଟର ଇଶାନ କିଶନ, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ମନ୍ଦିରରେ ଗଣୁବାବାଙ୍କ ଆଶୀର୍ବାଦ ନେଉଥିବାର ଦେଖାଯାଇଥିଲା । ତେବେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ସହିତ ପହଞ୍ଚିଥିଲେ ।୨୦୦୪ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା । ଏହି ବିବାହରୁ ହାର୍ଦ୍ଦିକଙ୍କର ଏକ ପୁଅ ଅଛି। ଛାଡପତ୍ର ପରେ, ହାର୍ଦ୍ଦିକ ଅନେକ ମହିଳାଙ୍କ ସହ ଯୋଡି ହୋଇଥିଲେ । ତା’ପରେ ସେ ମାହିକା ଶର୍ମାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ।ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭିଡିଓ । ଭିଡିଓରେ ହାର୍ଦ୍ଦିକ ଓ ମାହିକା ଏକାଠି ଛିଡା ହୋଇ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଉଥିବାର ଦେଖାଯାଉଛି। ଉଭୟ ହାତ ଯୋଡି ମୁଣ୍ଡ ପୋତି ଆଶିଷ ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: କିଏ ଏହି ସାନିଆ ଏବଂ କଣ କରନ୍ତି ? ଯିଏ ସଚିନଙ୍କ ବୋହୂ ହେଲେ ...
ଦୁହେଁ ସେମାନଙ୍କର ସମ୍ପର୍କ ଇନଷ୍ଟାଗ୍ରାମକୁ ଅଫିସିଆଲ୍ କରିଛନ୍ତି। ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ପ୍ରଶଂସିତ କରନ୍ତି । ୨୫ ବର୍ଷୀୟ ମାହିକା ଶର୍ମା ଜଣେ ମଡେଲ୍ ଓ ଅଭିନେତ୍ରୀ। ଉଭୟଙ୍କ ମଧ୍ୟରେ ସାତ ବର୍ଷର ବୟସ ପାର୍ଥକ୍ୟ ତଥାପି ତାଙ୍କର ପ୍ରେମ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।ଏହି ମୁହୂର୍ତ୍ତଗୁଡ଼ିକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ପ୍ରଶଂସକମାନେ ସେମାନଙ୍କର ପ୍ରେମର ବର୍ଷା କରିଥିଲେ ।ଲୋକେ କହୁଛନ୍ତି ଓ୍ୱାହ କେମିତି କେମେଷ୍ଟ୍ରି ।କହିବାକୁ ଗଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିୟୁ ଗାର୍ଲଫ୍ରେଣ୍ଡ ମାହିକା ଶର୍ମା । ଗତ କିଛି ଦିନ ଧରି ICC ପୁରୁଷ ବିଶ୍ୱକପ୍ T୨୦ରେ ତାଙ୍କ ପ୍ରେମିକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମର୍ଥନ କରୁଥିବାର ଦେଖାଯାଇଛି । ଫେବୃଆରୀ ୨୬ ତାରିଖରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍ ସମୟରେ ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ । ହାର୍ଦ୍ଦିକ କ୍ରିକେଟ୍ ପଡ଼ିଆରୁ ମାହିକାଙ୍କୁ ଫ୍ଲାଇଂ କିସ୍ ଦେବା ସହ କିଛି କହୁଥିବାର ନଜର ଆସିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାର୍ଦ୍ଦିକ ଓ ମାହିକା ପରସ୍ପର ପ୍ରତି ସେମାନଙ୍କର ପ୍ରେମ ପରିପ୍ରକାଶ କରିବାକୁ କେବେ ପଛାନ୍ତିନି । ସେମାନେ ପୁଲରେ, ଭାଲେଣ୍ଟାଇନ୍ସ ଡେ ଓ ଅନ୍ୟାନ୍ୟ ରୋମାଣ୍ଟିକ ମୁହୂର୍ତ୍ତରେ ନିଜର ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଚିଡ଼ାଇଛନ୍ତି । ଅନେକ ସମୟରେ ସେମାନଙ୍କର ସମ୍ପର୍କ ମଧ୍ୟ ଟ୍ରୋଲିଂର କେନ୍ଦ୍ରବିନ୍ଦୁ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟା ସାରା ଦେଶରେ ଏକ କାସାନୋଭା ଇମେଜ୍ ବିକଶିତ କରିଛନ୍ତି । ସେ ୨୦୨୦ ମସିହାରେ ସ୍ୱିଡିସ୍ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ଙ୍କୁ ବିବାହ କରିଥିଲେ ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories