Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଡାଇମଣ୍ଡ ଲିଗ୍: ଚମକିଲେ ନୀରଜ,ଫାଇନାଲରେ ସ୍ଥାନ କଲେ ପକ୍କା

Sangram Tripathy
Browse all articles by Sangram Tripathy
·1 year ago
ଡାଇମଣ୍ଡ ଲିଗ୍: ଚମକିଲେ ନୀରଜ,ଫାଇନାଲରେ ସ୍ଥାନ କଲେ ପକ୍କା

ଅର୍ଗସ ବ୍ୟୁରୋ:ପୁଣି ଚମକିଲେ ସୁନା ପୁଅ ନୀରଜ ଚୋପ୍ରା। ଡାଇମଣ୍ଡ ଲିଗ୍ ଫାଇନାଲରେ ପକ୍କା କରିଛନ୍ତି ସ୍ଥାନ। ଲୁସାନେ ଡାଇମଣ୍ଡ ଲିଗ୍ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ୮୯.୪୯ ମିଟର ଫିଙ୍ଗି ସିଜିନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଦ୍ବିତୀୟରେ ରହିଛନ୍ତି, ଅଲିମ୍ପିକ୍ସ ପରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜଙ୍କ ଥ୍ରୋ ରହିଥିଲା ୮୯.୪୫ ମିଟର,ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ନୀରଜ।  ଗ୍ରେନେଡାର ଆଣ୍ଡରସନ ପିଟର ୯୦.୬୧ ମିଟର ଫିଙ୍ଗି ପ୍ରଥମ ସ୍ଥାନରେ ରହିଥିବାବେଳେ ଜର୍ମାନୀର ଜୁଲିଆନ୍ ୱେବର ୮୭.୦୮ ମିଟର ଫୋପାଡି ତୃତୀୟ ସ୍ଥାନରେ ରହିଛନ୍ତି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored