Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୬ବର୍ଷ ହେଲା ଆରସିବିକୁ ଭରସା କରି ଫ୍ୟାନ ନିରାଶ

Sports

୧୬ବର୍ଷ ହେଲା ଆରସିବିକୁ ଭରସା କରି ଫ୍ୟାନ ନିରାଶ

Ritu Das
Browse all articles by Ritu Das
·2 years ago·1 min read
୧୬ବର୍ଷ ହେଲା ଆରସିବିକୁ ଭରସା କରି ଫ୍ୟାନ ନିରାଶ

ଅର୍ଗସ ବ୍ୟୁରୋ: ପୁଣି ହାରିଲା ଆରସିବି। ଫ୍ୟାନ ମାନେ ଥକ୍କି ଗଲେଣି କାରଣ RCB ଫ୍ୟାନ ଏଥର ବି ନିରାଶ। ଆଉ ସତରେ RCB ତୁମମାନଙ୍କ ପାଖରେ ଜିତିବାର କୌଣସି ଲକ୍ଷଣ ଦେଖାଯାଉନି। ଫ୍ୟାନମାନେ ସବୁବେଳେ ଆରସିବି ସହ ଇମୋଶନାଲି ଆଟାଚ ହୋଇଥାନ୍ତି ଆଉ ସବୁବର୍ଷ ଭାବନ୍ତି ଆମେ ଟିମ ସହ ଲୟାଲ। ଆମେ ଏଥର ନିଶ୍ଚିତ ଜିତିବୁ ଏବର୍ଷ କପ ଆମର  କିନ୍ତୁ ନା। ଏଥର ବି ନୁହେଁ। 

ପଞ୍ଜାବକୁ ଯେତେବଳେ ଟିମ ହରାଇଲା ଲାଗିଲା ଆରସିବି ବିଜୟର ଉଡାଣ ଭରୁଛି। କିନ୍ତୁ ଏହାପରେ ଯେତେବେଳେ CSK ହରାଇଲା, କୋଲକତା ବି ଧୂଳି ଚଟାଇଲା। ଏହାପରେ ଲକ୍ଷ୍ନୌ ଆରସିବିର ହୋମ ଗ୍ରାଉଣ୍ଡରେ ଯୋଉଭଳି ଧୋଇଲା ନା ବୋ ଦେଖନେ ଲାୟକ ଥା। ସମସ୍ତଙ୍କୁ ଅଲଆଉଟ କରିଦେଲା LSG ଟିମ। LSG ମାଡ଼ ଦେଖି ଫ୍ୟାନ ଖପ୍ପା। ଚିନ୍ନାସ୍ବାମୀ କ୍ରାଉଡ ତାଳି ମାରୁଥିଲା ମୟଙ୍କ ଯାଦବଙ୍କ ପାଇଁ। କାରଣ ଇଣ୍ଡିଆ ଟିମକୁ ଭଲ ବୋଲର ଜଣେ ମିଳିଗଲା।

ବିରାଟ କୋହଲିଙ୍କ ଛଡ଼ା ଆଉ କେହି ଭଲ ପ୍ଲେୟର ନାହାନ୍ତି। ୧୬ ବର୍ଷରେ ସିରାଜଙ୍କୁ ଛାଡ଼ିଲେ ନା ବ୍ୟାଟ୍ସମ୍ୟାନ ନା ବୋଲର। କେହି ନାହାନ୍ତି ଟିମରେ। ବିରାଟଙ୍କ ଛଡ଼ା କେହି ୧୦୦୦ ରନ ମଧ୍ୟ କରିପାରିନାହାନ୍ତି। ଲକ୍ଷ୍ନୌକୁ ଦେଖ ଏବର୍ଷ ମୟଙ୍କ ଯାଦବ ଭଳି ପ୍ଲେୟର ଦେଇଦେଲା। ରାଜସ୍ଥାନ ରୟାଲ୍ସରେ ଏବର୍ଷ ସଞ୍ଜୁ ସାମସନ, ଧ୍ରୁବ ଜୁରେଲ ଏବଂ ରିୟାନ ପରାଗ ଭଳି ପ୍ଲେୟର ଦେଇଛି। କିନ୍ତୁ ଆରସିବି ତୁମସେ ନା ହୋ ପାଏଗା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
Fans are disappointed | Argus News