ବିଶ୍ୱକପ୍ ମ୍ୟାଚ୍ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା
·2 years ago

ଅର୍ଗସ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟରେ ଭାରତକୁ ଶକ୍ତ ଝଟ୍କା। ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଟିମରେ ସାମିଲ୍। ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ମ୍ୟାଚ୍ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ଯେଉଁଥି ପାଇଁ ଖେଳିବାକୁ ଅସମର୍ଥ ଥିବା ଦର୍ଶାଇ ତାଙ୍କୁ ବିଶ୍ବକପର ଅବଶିଷ୍ଟ ମ୍ୟାଚରୁ ବାଦ୍ ଦିଆଯାଇଛି। ପାଣ୍ଡ୍ୟାଙ୍କ ବଦଳରେ ପ୍ରସିଦ୍ଧି କ୍ରିଷ୍ଣାଙ୍କୁ ସୁଯୋଗ ଦିଆଯାଇଛି ବୋଲି ସୂଚନା ରହିଛି। ଆହତ କାରଣରୁ ଦଳରୁ ବାଦ ପଡିଲେ ପାଣ୍ଡ୍ୟା।
ଅଧିକ ପଢନ୍ତୁ: ବିଶ୍ୱକପରେ ପ୍ରଥମ ବଲ୍ ରେ ୱିକେଟ୍ ନେବାରେ ସଫଳ ହେଲେ ବୁମରା
କ୍ରୀଡ଼ା ଖବର ଆହୁରି ପଢନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: