Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Harleen Deol / ଟିମ୍ ଇଣ୍ଡିଆର ସୁନ୍ଦରୀ ହାରଲିନ୍ ଦେଓଲ୍ କାହାକୁ ଡେଟ୍ କରୁଛନ୍ତି ?

Rashmita Mishra
Browse all articles by Rashmita Mishra
·5 months ago·2 min read
ଟିମ୍ ଇଣ୍ଡିଆର ସୁନ୍ଦରୀ ହାରଲିନ୍ ଦେଓଲ୍ କାହାକୁ ଡେଟ୍ କରୁଛନ୍ତି ?
Harleen Deol

Key Points

ହାରଲିନ୍ ଙ୍କ ବୟଫ୍ରେଣ୍ଡ କିଏ ?
ଟିମ୍ ଇଣ୍ଡିଆର ସୁନ୍ଦରୀ ହାରଲିନ୍ ଦେଓଲ୍ କାହାକୁ ଡେଟ୍ କରୁଛନ୍ତି ?

କ୍ରିକେଟ୍ ପଡ଼ିଆରେ ଜଣେ ବ୍ୟାଟ୍ସମ୍ୟାନଙ୍କ ପାଇଁ ସବୁଠାରୁ ଖରାପ ସ୍ୱପ୍ନ କ’ଣ ? ଆଉଟ୍ ହେବା ନା, ସବୁଠାରୁ ବଡ଼ ଲଜ୍ଜା ହେଉଛି ଯେତେବେଳେ ଆପଣଙ୍କ ନିଜ ଦଳ ମ୍ୟାଚ୍ ମଝିରେ ଆପଣଙ୍କୁ ଡାକି କହିଥାଏ ଯେ ଆପଣ "ଧୀର" ଖେଳୁଛନ୍ତି। କିଛି ଦିନ ପୂର୍ବରୁ UP ୱାରିୟର୍ସ ଷ୍ଟାର ହାରଲିନ୍ ଦେଓଲ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏହାର ସମ୍ମୁଖୀନ ହୋଇଥିଲେ, ଯେତେବେଳେ ତାଙ୍କୁ ୪୭ ରନରେ ଆଉଟ୍ କରାଯାଇଥିଲା ।

ହାରଲିନଙ୍କୁ ସମାଲୋନ କରିଥିବା ଲୋକମାନଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି । କୁହାଯାଏ ଯେ ଯେତେବେଳେ ଗୋଟେ ସିଂହ ଦୁଇ ପାଦ ପଛକୁ ହଟିଯାଏ, ସେ ଏକ ବଡ଼ ଡେଇଁବା ପାଇଁ ପ୍ରସ୍ତୁତ ହୁଏ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍‌ରେ, ହାରଲିନ୍ ତାଙ୍କ ସମାଲୋଚକମାନଙ୍କୁ ଏକ ଜବାବ ଦେଇଥିଲେ ଯାହା କେବେ ଆଶା କରିନଥିଲେ ତାହା ଦେଇଥିଲେ । ତାଙ୍କ ଉପରେ ବିଶ୍ୱାସ ହରାଇଥିବା ଲୋକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ହାରଲିନ୍ ମାତ୍ର ୩୯ ବଲ୍‌ରେ ୬୪ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ । ଏହି ଇନିଂସରେ ୧୨ଚୌକା ଥିଲା ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା ।

ବିଜୟ ପରେ ହାରଲିନ୍ ସରଳ ଭାବରେ କହିଥିଲେ, "ଗତକାଲିର ଘଟଣା ମୋତେ ଚାପ ଦେବା ପରିବର୍ତ୍ତେ ଆତ୍ମବିଶ୍ୱାସ ଦେଇଥିଲା। ମୁଁ ଅନୁଭବ କଲି ଯେ ମୋତେ ବଲକୁ ଜୋରରେ ମାରିବା ପରିବର୍ତ୍ତେ ଟାଇମିଂ ଉପରେ ଧ୍ୟାନ ଦେବା ଆବଶ୍ୟକ।" ଭାରତୀୟ ଅଧିନାୟକ ହରମନପ୍ରୀତ କୌର ମଧ୍ୟ ହାରଲିନଙ୍କ ସାହସକୁ ପ୍ରଶଂସା କରିଛନ୍ତି । ଚଣ୍ଡିଗଡ଼ରେ ଜନ୍ମିତ ହାରଲିନ୍ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଏହି ଫର୍ମ ବଜାୟ ରଖିବାକୁ ଆଶା ରଖିଛନ୍ତି ।

ହାରଲିନ୍ କାହାକୁ ଡେଟ୍ କରୁଛନ୍ତି କି?
ପଡ଼ିଆରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ବ୍ୟତୀତ, ହାରଲିନ୍ ଦେଓଲ୍ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଜୀବନଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରହିଥାନ୍ତି । ହାରଲିନ୍ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି ଏବଂ ପ୍ରାୟତଃ ଡ୍ୟାନ୍ସ ଭିଡିଓ ଏବଂ ଷ୍ଟାଇଲିସ୍ ଫଟୋ ସେୟାର କରନ୍ତି । ଏହି କାରଣରୁ ପ୍ରଶଂସକମାନେ ସବୁବେଳେ ଭାବୁଥାନ୍ତି ଯେ ହାରଲିନ୍ ଦେଓଲ୍ ଅବିବାହିତ କି ନା କାହାକୁ ଡେଟ୍ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Harleen Deol | Who Is Harleen Deol Dating? | Team India Star’s Love Life | Argus News