Videos
|
Sports

ଟେବୁଲ ଟେନିସରେ ହରମିତ ଦେଶାଇ ଏବଂ ବ୍ୟାଡ଼ମିଣ୍ଟନ ପୁରୁଷ ସିଙ୍ଗିଲସରେ ଲକ୍ଷ୍ୟ ସେନ ବିଜୟୀ

Smruti Parija
Browse all articles by Smruti Parija
·2 years ago
ଟେବୁଲ ଟେନିସରେ ହରମିତ ଦେଶାଇ ଏବଂ ବ୍ୟାଡ଼ମିଣ୍ଟନ ପୁରୁଷ ସିଙ୍ଗିଲସରେ ଲକ୍ଷ୍ୟ ସେନ ବିଜୟୀ

ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲମ୍ପିକ 2024ରେ ଭାରତର ବଡ଼ ସଫଳତା । ଟେବୁଲ ଟେନିସରେ ହରମିତ ଦେଶାଇ ଏବଂ ବ୍ୟାଡ଼ମିଣ୍ଟନ ପୁରୁଷ ସିଙ୍ଗିଲସରେ ଲକ୍ଷ୍ୟ ସେନ ବିଜୟୀ । ସେପଟେ ପୁରୁଷ ବ୍ୟାଡ଼ମିଣ୍ଟନ ଡବଲ୍ସରେ ଭାରତର ଚିରାଗ ସେଟ୍ଟି ଓ ସାତ୍ତ୍ବିକ ରାଙ୍କିରେଡ୍ଡୀ ଯୋଡ଼ି ବିଜୟୀ ହୋଇଛନ୍ତି । ୨-୦ରେ ଫ୍ରାନ୍ସ ର ଯୋଡ଼ିକୁ କଲେ ପରାସ୍ତ । 
 

ପ୍ୟାରିସ ଅଲିମ୍ପିକ୍ସ: ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ମନୁ ଭାକର,ବଢିଲା ଭାରତର ପଦକ ଆଶା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Harmit Desai in Table Tennis and Nishar Sen Vijay in Badminton Men's Singles | Argus News